ଉତ୍ତର ପ୍ରଦେଶର ଚନ୍ଦୌଲି ଜିଲ୍ଲାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣ ମୃତ୍ୟୁବରଣ କରିଛନ୍ତି । ଛଟ୍ ପୂଜା ଅବସରରେ ପରିବାରର ଖୁସି ମୁହୂର୍ତ୍ତ ମାତ୍ରେ ଶୋକରେ ପରିଣତ ହୋଇଗଲା । ମଙ୍ଗଳବାର ଦିନ…
Month: October 2025
ଆମାଜନରେ ବଡ଼ ଛଟେଇ, ୩୦ ହଜାର କର୍ମଚାରୀ ହେବେ ପ୍ରଭାବିତ
ବିଶ୍ୱର ସର୍ବବୃହତ୍ ଇ-କମର୍ସ କମ୍ପାନୀ ଆମାଜନ ଆଉ ଥରେ ବଡ଼ ପରିମାଣରେ କର୍ମଚାରୀ ଛଟେଇ କରିବାକୁ ଯାଉଛି। ଏଥିରେ ପ୍ରାୟ ୩୦ ହଜାର କର୍ପୋରେଟ୍ କର୍ମଚାରୀ ପ୍ରଭାବିତ ହେବେ। ଖର୍ଚ୍ଚ ହ୍ରାସ ଓ ଭବିଷ୍ୟତ ରଣନୀତି ଗଠନ ପାଇଁ ଏହି ପଦକ୍ଷେପ ନିଆଯାଇଛି। କୋଭିଡ-୧୯…
ଚଳନ୍ତା ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ୨ ମୃତ, ୧୨ ଆହତ
ମନୋହରପୁର ଥାନା ଅଞ୍ଚଳରେ ଶ୍ରମିକ ଭର୍ତ୍ତି ବସ୍ ହାଇଟେସନ୍ ଲାଇନ୍ ସଂସ୍ପର୍ଶରେ ଆସିବା ପରେ ଭୟଙ୍କର ଦୁର୍ଘଟଣା ଘଟିଛି। ବିଦ୍ୟୁତ୍ ଆଘାତରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଓ ୧୨ ଜଣ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ବସ୍ଟି ଉତ୍ତରପ୍ରଦେଶରୁ ମନୋହରପୁରର ଟୋଡି ସ୍ଥିତ ଇଟା…
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ମହଲା କୋଠା
ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୁଇ ମହଲା କୋଠା । କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ପ୍ରାୟ ୧୬ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି । ଚାନ୍ଦବାଲି, ଧାମରା, ତିହିଡି, ଭଦ୍ରକ, ରାଜକନିକାରୁ ୬ଟି…
ବ୍ରାଉନସୁଗର ଜବତ ସହ ୨ ଅଭିଯୁକ୍ତ ଗିରଫ
୩୧୨ ଗ୍ରାମ ବ୍ରାଉନସୁଗର ଜବତ ସହ ୨ ଅଭିଯୁକ୍ତ ଗିରଫ । କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ୨ଟି ସ୍ଥାନରେ ଚଢ଼ାଉ କରି ବ୍ରାଉନସୁଗର ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବରପାଇ ଟାଙ୍ଗୀ ଏବଂ ମଙ୍ଗୁଳି ଛକ ନିକଟରେ ନଜର…
ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, କମୁଛି ସୁନା ଏବଂ ରୂପା ଦର…
କମିଲା ସୁନା ଏବଂ ରୂପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ…
ଗରମ ପାଣିରେ ପଡି ଛାତ୍ରୀ ଆହତ
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ନମତରା ବୀଣାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ ଘଟିଛି । ଜଣେ ଛାତ୍ରୀ ଗରମ ପାଣିରେ ପଡି ଆହତ ହୋଇଛନ୍ତି । ମିଳିଥିବା ତଥ୍ୟ ଅନୁସାରେ, ଛାତ୍ରୀ ଜଣକ ମଧ୍ୟାହ୍ନ ଭୋଜନ ଖାଇବା ପରେ ସ୍କୁଲ ପରିସରରେ ଥିବା…
ଷଣ୍ଢ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଡହଗାଁ ଗ୍ରାମ ପଞ୍ଚାୟତରେ ଷଣ୍ଢ ଆତଙ୍କ । ମାଳିସାହି ଠାରେ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆତଙ୍କ ଖେଳାଇଥିବା ଶଣ୍ଢକୁ ଧରିବାକୁ ସାଧାରଣରେ ଦାବି ହୋଇଛି। …
ଆଶାୟୀଙ୍କ ପ୍ରଶ୍ନ ପରୀକ୍ଷା ଦେବାକୁ କିପରି ଯିବୁ…?
ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି । ବିଭିନ୍ନ ବିଭାଗ ସତର୍କତା ଅବଲମ୍ବନ କରୁଛନ୍ତି । ହେଲେ ଆର୍ଆଇ, ଅମିନ ପରୀକ୍ଷାକୁ ସ୍ଥଗିତ କିମ୍ବା ବାତିଲ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଉନି । ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ବିଶେଷ କରି…
ସ୍ତ୍ରୀକୁ ଛୁରିରେ କାଟିଦେଲା ସ୍ୱାମୀ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ପାରିବାରିକ କଳହରୁ ସ୍ତ୍ରୀକୁ ଛୁରିରେ କାଟିଦେଲା ସ୍ୱାମୀ। ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଉପକଣ୍ଠ ଲାଖବିନ୍ଧା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଉପକଣ୍ଠ ଲାଖବିନ୍ଧା ଗ୍ରାମର ଧୂମା କିସ୍କୁ (କଙ୍କା) ଓ ତା ସ୍ତ୍ରୀ ରୁକ୍ମଣୀ…
