Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: October 2025

ଜଙ୍ଗଲରୁ ନରକଙ୍କାଳ ଜବତ, ତଦନ୍ତ କରୁଛି ପୁଲିସ

Posted on October 29, 2025

ଜଙ୍କିଆ ଥାନା ଅନ୍ତର୍ଗତ ନାଳସିଂହ ଜଙ୍ଗଲରୁ ପୁଲିସ ଜଣେ ଯୁବକଙ୍କ କଙ୍କାଳ ଜବତ କରିଛି । ତାଙ୍କ ପରିଚୟ ମିଳିପାରିନଥିବା ବେଳେ ବୟସ ୩୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି, ତାହା…

ବଣ୍ଡା ଗାଁରେ ଧସିଲା ପାହାଡ଼, ରାସ୍ତା ଅବରୋଧ

Posted on October 29, 2025

ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲାରେ ଗତ ୨ ଦିନ ଧରି ବର୍ଷା ଲାଗି ରହିଛି । ଯାହା ଫଳରେ ରାୟଗଡ଼ ବ୍ଲକ ଅଧିନ ଏସ୍. କରଡ଼ାସିଂ ପଞ୍ଚାୟତର ବଣ୍ଡା ଗାଁରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଛି। ଫଳରେ ବଣ୍ଡା, ଖିଲିଗଣ୍ଡା, କୁଡିଙ୍ଗି, ଉପର ସାଙ୍କୁରଡା ଗାଁରୁ ଏସ୍. କରଡ଼ାସିଂ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଟ୍ରକ୍‌କୁ ପିଟିଲା ଘରୋଇ ଯାତ୍ରୀବାହୀ ବସ୍ ; ୨ ମୃତ

Posted on October 29, 2025

ଟ୍ରକ୍‌କୁ ପିଟିଲା ଘରୋଇ ଯାତ୍ରୀବାହୀ ବସ୍‌। ଓଡ଼ିଶାରୁ କଲିକତା ବାବୁଘାଟ ଫେରୁଥିବା ଡଲଫିନ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଡ୍ରାଇଭର ଏବଂ ହେଲ୍ପରଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କୁ ବାଲେଶ୍ୱର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ସୂଚନା ମୁତାବକ, ବୁଧବାର ଭୋର ୨ଟାରେ ପଶ୍ଚିମବଙ୍ଗର ଏକ ଡଲଫିନ ନାମକ ଘରୋଇ ଯାତ୍ରୀବାହୀ ବସ୍‌ ୬୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଓଡ଼ିଶାରୁ କଲିକତା ବାବୁଘାଟ ଫେରୁଥିଲା । ଏହି ସମୟରେ ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ୍ ପଛକୁ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ହୋଇଥିଲା ।…

ବାତ୍ୟା ଦୁର୍ବଳ, କୋହଲା ପାଗର ମଜା ନେଲେ ରାଜଧାନୀବାସୀ

Posted on October 29, 2025

ମୋନ୍‌ଥା ପ୍ରଭାବରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଅଙ୍ଗନବାଡ଼ି, ସ୍କୁଲକୁ ଛୁଟି କରାଗଲା । ଭୁବନେଶ୍ୱରକୁ ୟେଲୋ ଜୋନ ଭାବେ ଘୋଷଣା କଲା ପାଣିପାଗ ବିଭାଗ । ଏସବୁ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ବିଏମ୍‌ସି ସବୁ ପ୍ରସ୍ତୁତି କଲା । ତଳିଆ ଅଞ୍ଚଳରୁ ଲୋକଙ୍କୁ…

ଲ୍ୟାଣ୍ଡଫଲ କଲା ବାତ୍ୟା ମୋନ୍‌ଥା, ଓଡିଶାରେ ପଡିବ ନାହିଁ ବିଶେଷ ପ୍ରଭାବ

Posted on October 29, 2025

ଆନ୍ଧ୍ରପ୍ରଦେଶର ଅମଲାପୁରମଠାରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ମୋନ୍‌ଥା। ଏହାର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ, ଝଟକା ପବନ ମଧ୍ୟ ବହିବା ଆରମ୍ଭ ହୋଇଯାଇଛି। ଆକଳନ ଅନୁସାରେ ବାତ୍ୟା ମୋନ୍‌ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟାକୁ ଆହୁରି ୧ ଘଣ୍ଟାରୁ ଅଧିକ ସମୟ ଲାଗିବ। ଅବଶ୍ୟ ଲ୍ୟାଣ୍ଡଫଲ…

ବାତ୍ୟା ‘ମୋନ୍ଥା’ ମଧ୍ୟରେ ତାଳଚେର ଏମସିଏଲ ପକ୍ଷରୁ ବର୍ଷା ସତ୍ତ୍ୱେ ବିସ୍ଥାପନ ଜାରି

Posted on October 28, 2025

ରାଜ୍ୟରେ ବାତ୍ୟା ମୋନ୍ଥାର ପ୍ରଭାବରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସରକାର ସ୍ଥାନାନ୍ତର କରୁଥିବା ବେଳେ ତାଳଚେର ଏମସିଏଲ ପକ୍ଷରୁ ବର୍ଷା ସତ୍ତ୍ୱେ ଲୋକଙ୍କୁ ବିସ୍ଥାପିତ କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏମସିଏଲ ର ଏଭଳି ହୀନ ଚକ୍ରାନ୍ତକୁ ଦୃଢ଼ ନିନ୍ଦା କରିଛନ୍ତି ବିଧାୟକ…

ଏକର ଏକର ଧାନ ଚାଷ ଉଜାଡି ଦେଲେ ଜଙ୍ଗଲୀ ବାରହା।

Posted on October 28, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଙ୍ଗେଇଲ ଗାଁରେ ଜଙ୍ଗଲୀ ବାରହା ଉପଦ୍ରବ ଯୋଗୁଁ ଏବେ ଚିନ୍ତାରେ ଚାଷୀ। ଏକର ଏକର ପରିମିତ ଧାନ ଫସଲକୁ ନଷ୍ଟ କରିଛନ୍ତି ବାରହା। ଫଳରେ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ। ଧାର କରଜ କରି ନିଜ ଚାଷ ଜମିରେ…

ବାତ୍ୟା ‘ମୋନ୍ଥା’ର ପ୍ରଭାବ: ବିମାନ ଓ ଟ୍ରେନ ସେବା ବାତିଲ

Posted on October 28, 2025

ବାତ୍ୟା ମୋନ୍ଥା ଯୋଗୁଁ ବିଶାଖାପାଟନମ ଓ ବିଜୟୱାଡା ବିମାନବନ୍ଦରରେ ବିମାନ ସେବା ବାତିଲ ହୋଇଛି। ବିଶାଖାପାଟନମ ବିମାନବନ୍ଦରରୁ ପ୍ରାୟ ୩୨ଟି ଉଡାଣ ରଦ୍ଦ ହୋଇଥିବାବେଳେ, ବିଜୟୱାଡାରୁ ୧୬ ଓ ତିରୁପତିରୁ ୪ ଉଡାଣ ବାତିଲ କରାଯାଇଛି। ନିର୍ଦ୍ଦେଶକମାନଙ୍କ କହିବା ଅନୁସାରେ, ବାତ୍ୟା ସତର୍କତା ଓ…

ଅଦାରୁ ମିଳିବ ଏହି ସବୁ ଫାଇଦା…

Posted on October 28, 2025

ଅଦାରେ ଅନେକ ଔଷଧୀୟ ଗୁଣ ରହିଛି ।  ଅଦା ଗଣ୍ଠି ବିନ୍ଧା ଏବଂ ଆଲର୍ଜି ଭଳି ରୋଗକୁ ନିୟନ୍ତ୍ରଣ କରିବାରେ ପ୍ରଭାବଶାଳୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅଦା ଖାଇଲେ ଆଉ କେଉଁ ସ୍ୱାସ୍ଥ୍ୟ ଲାଭ ରହିଛି ? ବିଶେଷଜ୍ଞଙ୍କ ମତରେ ଅଦା…

ଭୀଷଣ ରୂପ ନେଇ ମାଡି ଆସୁଛି ବାତ୍ୟା ମୋନ୍‌ଥା, ରାସ୍ତାରେ ଉପୁଡ଼ିଲା ଗଛ, ଭାଙ୍ଗିଲା ଘର

Posted on October 28, 2025

ଭୀଷଣ ରୂପ ନେଇ ମାଡି ଆସୁଛି ବାତ୍ୟା ମୋନ୍‌ଥା। ଯାହାର ପ୍ରଭାବ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଦେଖିବାକୁ ମିଳିଛି। ଗତକାଲି ଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି । ବର୍ଷା ଓ ପବନ…

Posts pagination

Previous 1 … 6 7 8 … 57 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

October 2025
M T W T F S S
 12345
6789101112
13141516171819
20212223242526
2728293031  
« Sep   Nov »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme