ତାଳଚେର: ତାଳଚେର ରାବଣ ପୋଡି ଅନୁଷ୍ଠାନ ପକ୍ଷରୁ ସାଉଥବଲଣ୍ଡା ଠାରେ ରାବଣ ପୋଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ଡ଼ ମୃଦୁଳା ଠାକୁର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣ ପୋଡ଼ିର ମହାତ୍ମ୍ୟ ଉପରେ…
Day: October 3, 2025
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳକ ଛାତ୍ରକୁ ହତ୍ୟା
ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡ ତଇଲା ସାହିରେ ଜଣେ ଦଶମ ଶ୍ରେଣୀର ଛାତ୍ରକୁ ହତ୍ୟା ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛିl ମୃତ ଛାତ୍ର ଜଣଙ୍କ ହେଲେ ଚନ୍ଦନ ଖଟୁଆ (୧୫) ତାଙ୍କ ବାପା ଦୀନବନ୍ଧୁ ଖଟୁଆ କୁହନ୍ତି, ପୂର୍ବ…
ବର୍ଷାରେ ଭାଙ୍ଗିଲା ଅସହାୟ ଦର୍ପଣୀଙ୍କ ଘର
ତେଲକୋଇ,: ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାର ଉପାନ୍ତ ବାଂଶପାଳ ବ୍ଲକ ଗୋନାଶିକା ପଞ୍ଚାୟତ ଅନ୍ତର୍ଗତ ଗୁପ୍ତଗଙ୍ଗା ଗାଁରେ ଅସହାୟା ବିଧବା ଦର୍ପଣୀ ପେଣ୍ଠେଇଙ୍କ ଟାଇଲି ଛପର ଘର ଭାଙ୍ଗିଯାଇଛି।ଫଳରେ ଘର ଭିତରେ ଆଶ୍ରୟ ନେଇଥିବା ଦୁଇଟି ଛେଳିଙ୍କ ଶୋଚନୀୟ ମୃତ୍ୟୁ ଘଟିବା ସହିତ…
ଅଜଣା ଗାଡ଼ି ଧକ୍କାରେ ଯୁବତୀ ମୃତ
ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଡୁଙ୍ଗୁରିପାଲି ଗ୍ରାମର ରେଖା ଦଣ୍ଡ ସେନା ( ୧୭) ଆଜି ସକାଳୁ ମର୍ନିଂଗ ୱାର୍କ ଯାଇଥିବା ବେଳେ ଜଣେ ଝିଅର ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି । ପାଇକମାଲ ଠାରୁ ନୂଆପଡା ରାସ୍ତାର ଲଉଡ଼ମାଲ ଛକ…
ନର୍ଲାରେ ଦୁର୍ଘଟଣା, ଜଣେ ମୃତ
ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ଦେହେଲି ଠାରେ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନା ମୁତାବକ ଗତ…
ଖରାଦିନେ ଖାଆନ୍ତୁ ଫାଳେ ପିଆଜ
ଏବେ ଅଧିକାଂଶ ଲୋକେ ପିଆଜ ରସୁଣ ଖାଇବାକୁ ବାରଣ କରୁଛନ୍ତି। ହେଲେ ଏହି ପିଆଜ ଶରୀର ପାଇଁ ବେଶ ଉପକାରୀ, ଏକଥା ହୁଏତ ଅନେକଙ୍କୁ ଜଣା ନ ଥିବ। ପିଆଜ ବିଭିନ୍ନ ବ୍ୟଞ୍ଜନର ସୁଆଦ ବଢ଼ାଇଥାଏ। ତେବେ ଗ୍ରୀଷ୍ମରେ ଏହାର ବ୍ୟବହାର ଶରୀର ପାଇଁ…
ଦୁର୍ଗା ପୂଜା ବୁଲିବା ବେଳେ ୫୦୦ରୁ ଅଧିକ ମୋବାଇଲ ଚୋରି, ଅଭିଯୋଗ ପାଇଁ ଥାନାରେ ଭିଡ଼
ଫିକା ପଡ଼ିଲା ପୂଜା ମଉଜ । ରାଜଧାନୀରେ ଦୁର୍ଗା ପୂଜା ବୁଲିବା ବେଳେ ମୋବାଇଲ, ଟଙ୍କା, ବ୍ୟାଗ୍ ଓ ଅଳଙ୍କାର ଲୁଟ୍ । ପାଖାପାଖି ୫୦୦ରୁ ଅଧିକ ମୋବାଇଲ ଏବଂ ୧୦୦ ରୁ ଅଧିକ ଅଳଙ୍କାର ଛିନତାଇ ଅଭିଯୋଗ ହୋଇଛି । ପୂଜାର ମଜା…
ମୁଖ୍ୟମନ୍ତ୍ରୀଙ୍କ “ଭୋକାଲ୍ ଫର୍ ଲୋକାଲ” ମନ୍ତ୍ର; ଲୋକଙ୍କ ମୁଖ୍ୟମନ୍ତ୍ରୀ ପିନ୍ଧିଲେ ସମ୍ବଲପୁରୀ ବସ୍ତ୍ର ଆଉ ସୋସିଆଲ ମିଡିଆରେ କଲେ ଅପିଲ୍
ଲୋକଙ୍କ ମୁଖ୍ୟମନ୍ତ୍ରୀ ପିନ୍ଧିଲେ ସମ୍ବଲପୁରୀ ବସ୍ତ୍ର ଆଉ ସୋସିଆଲ ମିଡିଆରେ କଲେ ଅପିଲ୍ । କହିଲେ ଭୋକାଲ୍ ଫର୍ ଲୋକାଲ୍ ହୁଅନ୍ତୁ, ସ୍ଵଦେଶୀ ଜିନିଷ ବ୍ୟବହାର କରନ୍ତୁ । ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ବାନ ଗ୍ରହଣ ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ…
ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ…
ପରିବେଶ ଓ ଶିକ୍ଷା କ୍ଷେତ୍ରର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ତାଙ୍କର ପତ୍ନୀ ଗୀତାଞ୍ଜଳି ଜେ ଆଙ୍ଗମୋ ସୋନମଙ୍କର ମୁକ୍ତି ପାଇଁ ଦାବି କରିଛନ୍ତି। ତାଙ୍କ ମାମଲା ନେସନାଲ ସିକ୍ୟୁରିଟି ଆକ୍ଟ (NSA) ଅଧୀନରେ ରଖାଯିବାକୁ ନେଇ ଚ୍ୟାଲେଞ୍ଜ…
ଖସିଲା ସୁନା ଏବଂ ରୂପା ଦର, ଜାଣନ୍ତୁ କ’ଣ ରହିଛି ମୂଲ୍ୟ….
କମିଲା ସୁନା ଏବଂ ରୂପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୮,୦୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ…
