Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: October 2025

ବେଆଇନ ଗୋ-ଚାଲାଣ ବେଳେ ମାଡ଼ି ବସିଲା ପୁଲିସ, ୧୬ ଗୋରୁ ଉଦ୍ଧାର

Posted on October 28, 2025

ପଶ୍ଚିମବଙ୍ଗକୁ ବେଆଇନ ଗୋ-ଚାଲାଣ ବେଳେ ମାଡ଼ି ବସିଲା ପୁଲିସ, ୧୬ ଗୋରୁ ଉଦ୍ଧାର। ୫ ଅଭିଯୁକ୍ତ ଥାନାରେ ଅଟକ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧିକାରୀ ପାଟ୍ରୋଲିଂ କରୁଥିବା ବେଳେ ଏହି ଗୋରୁଙ୍କୁ ଉଦ୍ଧାର କରିଛନ୍ତି । ଗୋରୁଙ୍କ ପାଇଁ ଖାଦ୍ୟ ଓ ପାନୀୟର…

ପଶ୍ଚିମ ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ, ତିନୋଟି କୋଠା ଭୁଶୁଡ଼ି ପଡ଼ିଛି

Posted on October 28, 2025

ପଶ୍ଚିମ ତୁର୍କୀର ବାଲିକେସିର ପ୍ରଦେଶର ସିନ୍ଦିର୍ଗି ସହରରେ ସୋମବାର ରାତି ୧୦:୪୮ରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । AFAD ଅନୁସାରେ ଏହି ଭୂମିକମ୍ପ ୫.୯୯ କିଲୋମିଟର ଗଭୀରତାରେ ହୋଇଥିଲା ଏବଂ ଇସ୍ତାନବୁଲ, ବୁର୍ସା, ମାନିସା ଓ ଇଜମିରରେ ମଧ୍ୟ ଝଟକା ଅନୁଭୂତ…

ମୋନ୍ଥା ପାଇଁ ଟ୍ରେନ ବାତିଲ ; ବାତ୍ୟାବେଳେ ଯାତ୍ରା ନକରିବା ପାଇଁ ପରାମର୍ଶ

Posted on October 28, 2025

ମୋନ୍ଥା ପାଇଁ ଅନେକ ଟ୍ରେନ ବାତିଲ ହୋଇଥିବାବେଳେ ଏକାଧିକ ଟ୍ରେନର ଗତିପଥ ବଦଳିଛି । ଟ୍ରେନ ଯାତ୍ରାକୁ ସୁରକ୍ଷିତ କରିବା ସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳବାଇ ଏହି ନିଷ୍ପତ୍ତି ନେଇଛି । ୩୨ଟି ଟ୍ରେନ ଚଳାଚଳ ବାତିଲ କରାଯାଇଛି । ସେହିପରି…

ବାତ୍ୟାର ଆଖି ମାନେ କଣ ? 

Posted on October 28, 2025

ବାତ୍ୟା ଆସିଲେ ବାତ୍ୟାର ଆଖି କଥା ଉଠେ । ବାତ୍ୟାର ଆଖିକୁ ନେଇ ଜୋରଦାର ହୁଏ ଆଲୋଚନା । ବାତ୍ୟାର ଆଖି ସମୁଦ୍ର ଭିତରେ କେଉଁଠି ଅଛି ତାହାକୁ ନେଇ ପାଣିପାଗ ବିଜ୍ଞାନୀ ବିଭିନ୍ନ କଥା କୁହନ୍ତି, ହେଲେ ବାତ୍ୟାର ଆଖି କଣ ?…

ଛଟ୍ ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ, ସୂର୍ଯ୍ୟଦେବତାଙ୍କୁ କଲେ ପୂଜା

Posted on October 28, 2025

ଛଟ୍ ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ । ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଛଟ୍ ପୂଜାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଧର୍ମପତ୍ନୀ ଯୋଗଦେଇଥିଲେ । ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟ ମହିଳା…

୨ରୁ ପଞ୍ଚୁକ, ପୁରୀ ଶ୍ରୀମନ୍ଦିରରେ ହେବ ଲକ୍ଷାଧିକ ଭକ୍ତଙ୍କ ଭିଡ଼

Posted on October 28, 2025

ନଭେମ୍ବର ୨ରୁ ପଞ୍ଚୁକ। କାର୍ତ୍ତିକ ପଞ୍ଚୁକରେ ପୁରୀ ଶ୍ରୀମନ୍ଦିରରେ ହେବ ଲକ୍ଷାଧିକ ଭକ୍ତଙ୍କ ଭିଡ଼। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ।  ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ନେଇ ବୈଠକରେ ହୋଇଛି ଆଲୋଚନା। ପଞ୍ଚକ ସମୟରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଦିବ୍ୟ ବେଶ ଦେଖିବାକୁ ରାଜ୍ଯ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିବ। ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାରେ ଦର୍ଶନ କରି ଭଲ ଅନୁଭୂତି ନେଇ ଫେରିବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ବଡ଼ଦାଣ୍ଡରେ ସ୍ୱତନ୍ତ୍ର ବାରିକେଡ ଆରମ୍ଭ ହୋଇଛି। ଭକ୍ତଙ୍କ ପାଇଁ ପାନୀୟ ଜଳ, ଫ୍ୟାନ ଏବଂ ସୂଚନା କେନ୍ଦ୍ରର ବ୍ୟାପକ ବ୍ୟବସ୍ଥା କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା ।

ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

Posted on October 28, 2025

ରେଳ ଧାରଣାରୁ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର। ବାଙ୍ଗିରିପୋଷି ଥାନା ବୁଢାମାରା ରେଳ ଷ୍ଟେସନ ନିକଟରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ବାରିପଦା ଆରପିଏଫ ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।     ସୂଚନାନୁଯାୟୀ,…

ଭୀଷଣ ହେଲା ମୋନ୍‌ଥା, ୧୫ କିମି ବେଗରେ ସ୍ଥଳଭାଗ ମୁହାଁ

Posted on October 28, 2025

ଭୀଷଣ ହେଲା ମୋନ୍‌ଥା। ଘୂ ଘୂ ପବନ ସାଙ୍ଗକୁ ଗର୍ଜନ କଲାଣି ସମୁଦ୍ର। ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନର ରୂପ ନେଲା ବାତ୍ୟା। ଘଣ୍ଟାପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ମୋନ୍‌ଥା। ମଛଲିପଟ୍ଟନମ ଠାରୁ ଏହା ୧୯୦…

ସନ୍ଧ୍ୟାରୁ ପ୍ରବଳ ବର୍ଷା ଓ ପବନ ସମ୍ଭାବନା,ରାତିରେ ହେବ ଲ୍ୟାଣ୍ଡଫଲ୍

Posted on October 28, 2025

ବାତ୍ୟା ‘ମୋନ୍‌ଥା’ ମଙ୍ଗଳବାର ରାତି ୧୦ଟା ପାଖାପାଖି ଆନ୍ଧ୍ର ଉପକୂଳ ଛୁଇଁବ । ଭୀଷଣ ବାତ୍ୟା ରୂପରେ କାକିନାଡ଼ାର ସାମାନ୍ୟ ଉତ୍ତରରେ କୋନାପାପାପେଟା ନିକଟରେ କରିବ ଲ୍ୟାଣ୍ଡଫଲ୍‌ । ସେତେବେଳେ ସେଠାରେ ପବନ ବହୁଥିବ ୯୦-୧୦୦ କିଲୋମିଟର ବେଗରେ । ଲ୍ୟାଣ୍ଡ ଫଲ୍‌ ପରେ ଦ୍ରୁତ ଗତିରେ…

ମୁମ୍ବାଇ ଯୋଗେଶ୍ବରୀ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ

Posted on October 27, 2025

ମୁମ୍ବାଇର ଯୋଗେଶ୍ବରୀ ୱେଷ୍ଟ ଅଞ୍ଚଳରେ ଥିବା ବେହରାମବାଗ ନିକଟରେ ଏକ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା ପରେ ଲୋକମାନେ ଆତଙ୍କିତ ହୋଇଯାଇଥିଲେ । ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅନେକ ଲୋକ ବିଲ୍ଡିଂରେ…

Posts pagination

Previous 1 … 8 9 10 … 57 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

October 2025
M T W T F S S
 12345
6789101112
13141516171819
20212223242526
2728293031  
« Sep   Nov »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme