ଅନୁଗୁଳ: ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ନବ ନିର୍ବାଚିତ ସଭାପତି ସୁନୀଲ କୁମାର ପ୍ରଧାନଙ୍କୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା କରିବାକୁ ଯାଇ ଏକ ଶୋଭାଯାତ୍ରାରେ ତାଙ୍କୁ ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ରଠାରୁ ଜଗତର ନାଥ ଜଗନ୍ନାଥ ଓ ମାଆ ବୁଢୀଠାକୁରାଣୀଙ୍କ ଠାରୁ ପୂଜାର୍ଚ୍ଚନା…
Day: October 7, 2025
ବିବେକାନନ୍ଦ ଲୋକ ସଂସଦ ପକ୍ଷରୁ ଆଭାସୀ ଆଲୋଚନାଚକ୍ର ‘ଖଲିଲ୍ ଜିବ୍ରାନଙ୍କ ଜୀବନ ଓ ଦର୍ଶନ’
ତାଳଚେର: ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଅନୁଗୋଳ ଜିଲ୍ଲା ବିଚାରଧାର ବିଭାଗ ପକ୍ଷରୁ ୬୨ତମ ଆଭାସୀ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂସଦର ଅନୁଗୋଳ ଶାଖା ସଭାପତି ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠ୍ୟଚକ୍ରରେ ଆଲୋଚକ ଭାବରେ ଅନୁଗୋଳ ଜିଲ୍ଲା…
ବର୍ଷାରେ ଧୋଇ ନେଲା ରାସ୍ତା ଗ୍ରାମବାସୀ ଯାତାୟତରେ ବାଧାପ୍ରାପ୍ତ
ବନ୍ଧୁଗାଁ : ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ଗୋତିପୁଟ ଗ୍ରାମକୁ ସଂଯୋଗ କରୁଥିବା ନିର୍ମାଣାଧୀନ ରାସ୍ତା ପ୍ରବଳ ବର୍ଷାରେ ଧୋଇ ହୋଇ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଜକୁ ଏକ ତଳେ ଗୋତିପୁଟ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ପାହାଡ କାଟି ନିର୍ମାଣ କାର୍ଯ୍ୟ…
ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ଭଞ୍ଜନଗର: ନଦୀରେ ଗାଧୋଇବା ବେଳେ ଭାସି ଯାଇଥିଲେ। ଦିନକ ପରେ ଉଦ୍ଧାର ହେଲା ମୃତଦେହ। ଭଞ୍ଜନଗର ବ୍ଲକ ହରିଗଡ ପଞ୍ଚାୟତ ବଦାଙ୍ଗୀ ଗ୍ରାମର ବିଜୟ କୁମାର ସାହୁ(୫୦) ସୋମବାର ସନ୍ଧ୍ୟାରେ ବାରନାଳିଆ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ। ଆଜି ସକାଳୁ ଭଞ୍ଜନଗର ଦମକଳ…
ନାଗାବଳୀ ନଦୀରେ ଭାସି ପୁଣି ଜଣେ ନିଖୋଜ
ରାୟଗଡା : ରାୟଗଡା ସଦର ବ୍ଲକ ଗୁରୁମଗୁଡା ଗ୍ରାମରେ ଜଣେ ଯୁବକ ନIଗIବଳୀ ନଦୀରେ ଭାସି ନିଖୋଜ ହୋଇଯାଇଥିବା ଜଣାପଡିଛି I ରାୟଗଡ଼ା ସହର ନିକଟସ୍ଥ ଗୁରୁମ୍ଗୁଡ଼ା ଗ୍ରାମର ସୀନୁ ବ।ଡୁ ୩୮,ଗତକାଲି ସନ୍ଧ୍ୟାରେ ନଦୀକୁ ଶୌଚ ହେବାକୁ ଯାଇଥିଲେ I କିନ୍ତୁ ନଦୀର…
ଜାମୁ ଝାଡ଼ି ତାରିଣୀ ପୋଲ ନିକଟରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା
୨୦ ଆହତ ସିମୁଳିଆ : ପୁରୀରୁ ମେଦିନପୁର ଯାଉଥିବା ତୀର୍ଥ ଯାତ୍ରୀ ବସଜାମୁ ଝାଡ଼ି ତାରିଣୀ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ୨୦ରୁ ଉର୍ଦ୍ଧ ଯାତ୍ରୀଆହତ, ୫ ଗୁରୁତର ଅବସ୍ଥା ରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ପୁରୀ ଜଗନ୍ନାଥ ଦର୍ଶନ ସାରି ରୁ…
ଭାଇ ଓ ଭାଉଜଙ୍କୁ ଫାର୍ସାରେ ହାଣି ହତ୍ୟା କଲା ସାନ ଭାଇ
ଜମି ବିବାଦରୁ ଡବଲ ମର୍ଡର ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍ର ମୋନକୋ ପଞ୍ଚାୟତ ଅନ୍ତର୍ଗତ ଚିରୁବେଡ଼ା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗାଁର ନାମଜାଙ୍ଗ ମୁଣ୍ଡା (୩୫) ତାର ନିଜ ବଡ଼ଭାଇ ଏନ.ଏମ. ମୁଣ୍ଡା (୫୭) ଓ ଭାଉଜ ଶୋଭା ମୁଣ୍ଡା (୫୦)ଙ୍କୁ…
ନାବାଳିକା ଆତ୍ମହତ୍ୟା ଘଟଣା : ୨ ଗିରଫ
ରାଉରକେଲା : ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ନାବାଳିକା(୧୫)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ରଘୁନାଥପାଲି ପୁଲିସ। ଅଭିଯୁକ୍ତ ହେଲେ ସେକ୍ଟର-୫ ଗୋଲଘର ଅଞ୍ଚଳର ଡକ୍ଟର ମୁଣ୍ଡା(୨୮) ଓ ପତ୍ନୀ ସବିନା ମୁଣ୍ଡା(୨୭)। ଉଭୟଙ୍କୁ ଆଜି ପୋକ୍ସୋ କୋର୍ଟ ଚାଲାଣ…
ବ୍ୟାପୁଛି ବିପଦଜନକ କୋଭିଡ-୧୯ର XFG ‘ଷ୍ଟ୍ରେଟସ’ ଭାରିଆଣ୍ଟ, ଭାରତକୁ କେତେ ବିପଦ ?
WHOର ବଡ଼ ଚେତାବନୀ । ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କୋଭିଡ-୧୯ର ଭାରିଆଣ୍ଟ XFG ‘ଷ୍ଟ୍ରେଟସ’ । ୟୁକେ ସମେତ ଆମେରିକାର ୧୯ଟି ରାଜ୍ୟରେ ତୀବ୍ର ଗତିରେ ବ୍ୟାପୁଛି । ଶରୀରର ରୋଗପ୍ରତିରୋଧ ଶକ୍ତିକୁ ପ୍ରଭାବିତ କରେ ଏହି ଭାରିଆଣ୍ଟ । କେତେ ବିପଦଜନକ କୋଭିଡ-୧୯ର XFG ‘ଷ୍ଟ୍ରେଟସ’ ଭାରିଆଣ୍ଟ ? ଆସନ୍ତୁ ଜାଣିବା । ଶୀତ…
ସୁନା କିଣିବାକୁ ଯୋଜନା କରିଛନ୍ତି କି? ଏଠାରେ ଜାଣନ୍ତୁ ଆଜିର ଦର…
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର। ଆଜି ଭାରତୀୟ ବଜାରରେ…
