ତାଳଚେର ହାଣ୍ଡିଧୂଆଁ ଛକ ନିକଟରେ ଥିବା ଏକ ଜିମ୍ ରୁ ବାହାରିବା ବେଳେ ଭୁଜାଲି ଓ ଖଣ୍ଡାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପାଞ୍ଚଜଣ ମୁଖା ପିନ୍ଧା ଦୃବୃତ୍ତ । ଜୀବନ ବିକଳରେ ଦୌଡ଼ି ପଳାଇବା ଆସିବା ପରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ…
Category: ରାଜ୍ୟ
ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢିଲା ବିବାଦ, ୨ ମ୍ୟାନଜରଙ୍କ ନାଁରେ ଏତଲା
ହ୍ୟୁମାନ ସାଗରଙ୍କ ଅକାଳ ଦେହାନ୍ତକୁ ନେଇ ରାଜ୍ୟରେ ବିବାଦ ଦିନକୁ ଦିନ ବଢ଼ୁଛି। କୋଶଳ ବାଦୀ ସଂଗଠନ ସହ ଅନ୍ୟାନ୍ୟ ସଂଗଠନ ଆଜି ଟାଉନ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ହ୍ୟୁମାନ ସାଗରଙ୍କ ଇଭେଣ୍ଟ ମ୍ୟାନେଜର ଦୀନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ…
ଭଲ ପାଇ ଘରୁ ପଳାଇ ଆସିଥିଲେ, ଉଠାଇନେଲା ପୁଲିସ,
ପାରଳାଖେମୁଣ୍ଡି ସ୍ଥିତ ପୁରୁଣା କୋର୍ଟ ଛକ ଶୁଣ୍ଢୀସାହି ନିକଟରୁ ପ୍ରେମୀଯୁଗଳଙ୍କୁ ଉଠାଇ ନେଇଛି ଉତ୍ତରପ୍ରଦେଶ ପୁଲିସ । ଛତିଶଗଡ଼, ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସହାୟତାରେ ୨ ପ୍ରେମୀଙ୍କୁ ସେଠାରୁ କାବୁ କରିଛି ପୁଲିସ । ଉଭୟେ ଉତ୍ତରପ୍ରଦେଶର । ସେମାନେ ହେଲେ କ୍ରିଷ୍ଣାମୁରାରୀ…
ଦେବକୀ-ବାସୁଦେବଙ୍କୁ ଶ୍ରାଦ୍ଧ ଦେବେ ମହାପ୍ରଭୁ
ଶ୍ରୀମନ୍ଦିରରେ ପବିତ୍ର ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆଜି ହେଉଛି ଏହାର ତୃତୀୟ ଦିବସ। ଆଜି ମାର୍ଗଶୀର ଶୁକ୍ଲ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ ବସୁଦେବଙ୍କୁ ଶ୍ରାଦ୍ଧ ଦେଇ ସାରି ନିଜର ଚଳନ୍ତି ପ୍ରତିନିଧି ଶ୍ରୀ ମଦନମୋହନ ମହାପ୍ରଭୁ ବେନି ଭାର୍ୟ୍ଯାଙ୍କ…
ଲୋକସେବା ଭବନରେ ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟ ବୈଠକ, ଆତିରିକ୍ତ ବଜେଟକୁ ମିଳିପାରେ ମୋହର
ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ବୈଠକରେ ରାଜ୍ୟର ବିଭିନ୍ନ ମହତ୍ୱପୂର୍ଣ୍ଣ ବିଭାଗ ସମ୍ବନ୍ଧୀୟ ୮ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ସେହିସହିତ, ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ଅତିରିକ୍ତ…
ଏମିତି ବି ଆସେ ମୃତ୍ୟୁ…
ଏମିତି ବି ଆସେ ମୃତ୍ୟୁ l ମୃତ୍ୟୁ ଯେତେବେଳେ ଆସେ କାହାକୁ କହିକି ଆସେ ନାହିଁ ଯେତେବେଳେ ଆସେ ସେତେବେଳେ କେଉଁଠି ଆସିବ କେମିତି ଆସିବ କେହି ଜାଣି ନାହାନ୍ତି ଯେପରି ତାଳଚେର ସୋଲଡା ଗ୍ରାମର ମଥୁରା ବେହେରା ସାଇକେଲରେ ନିଜ କର୍ମ କ୍ଷେତ୍ର…
ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ନିକଟରେ ଅଭାବନୀୟ ଘଟଣା । ଅଜଣା ଯୁବକଙ୍କ ଅଧା ପୋଡ଼ା ମୃତଦେହ ଉଦ୍ଧାର । ଖବରପାଇ ଘଟଣାର ତଦନ୍ତ କରୁଛି ପୁଲିସ । ସୂଚନା ମୁତାବକ, ବାଲିଦୋକାନ ବଜାର ନିକଟସ୍ଥ ରଇତସାହି ଗାଁ ଶେଷ ମୁଣ୍ଡରେ…
ନୂଆପଡାରେ ଅଭାବନୀୟ ଘଟଣା, ଧାନ ଖରି ଜାଲିଦେଲେ ଦୁର୍ବୃତ୍ତ
ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡାରେ ଅଭାବନୀୟ ଘଟଣା । ଧାନ ଖରି ଜାଲିଦେଲେ ଦୁର୍ବୃତ୍ତ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କରୁଛି ତଦନ୍ତ । ସୂଚନା ମୁତାବକ, ନୂଆପଡା ଚାରିଛକ ନିକଟରେ ଥିବା ଚାଷୀ ପରେଶ୍ ଗହିରଙ୍କ ବିଲ…
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ; ରତ୍ନ ଅଳଙ୍କାର ଗଣତି, ନାଟମଣ୍ଡପ ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା।
ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ, ଏସପି ସହିତ ସମସ୍ତ ସଦସ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ବୈଠକରେ ମହାପ୍ରଭୁଙ୍କ ରତ୍ନ…
କାଲି ଲଘୁଚାପ, ୨୪ରେ ଅବପାତ
ମାଲେସିଆ ପାଖ ମାଲାକ୍କା ସମୁଦ୍ର ସନ୍ଧି (ଷ୍ଟ୍ରେଟ୍ ଅଫ୍ ମାଲାକ୍କା) ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ୨୨ରେ ଲଘୁଚାପ, ୨୪କୁ ଅବପାତ । ତା’ପରେ ଆହୁରି ଘନୀଭୂତ ହୋଇପାରେ । ବର୍ତ୍ତମାନ ସୁଦ୍ଧା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏତିକି ପୂର୍ବାନୁମାନରେ ଅଟକିଛି…
