ସାଲିଆ ସାହି ବସ୍ତିକୁ ବର୍ତ୍ତମାନ ନୋ ଏଣ୍ଟ୍ରି ଜୋନ୍ ଘୋଷଣା କରାଯାଇଛି। ପୁନଃ କେହି ଅନୁପ୍ରବେଶ କରି ଅବରୋଧ ସୃଷ୍ଟି ନକରନ୍ତୁ, ସେଥିପାଇଁ ଆଜି ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ସମୁଦାୟ ଅଞ୍ଚଳରେ ଲୁହା ତାରବାଡ ବୁଲାଇବାରେ ଲାଗିଛି। ଗତକାଲି ସାଲିଆ ସାହି…
Category: ରାଜ୍ୟ
ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇ ଦେବାକୁ ଗଣଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ
ସ୍କୁଲ ଛାତ୍ରଛାତ୍ରୀଙ୍କୁ କାହିଁକି ଆଜିଯାଏଁ ୟୁନିଫର୍ମ ମିଳୁନି । ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଏନ.ତିରୁମାଲା ନାୟକ । ଯେତେ ଶୀଘ୍ର ସମ୍ଭବ ୟୁନିଫର୍ମ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି…
ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ: ବନ୍ଧୁକ ମୁନରେ ଲୁଟିନେଲେ ସାଢ଼େ ତିନି ଲକ୍ଷ
କୋଇଡ଼ା ଖଣି ଅଞ୍ଚଳରେ ପୁଲିସକୁ ଡକାୟତ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ୧୦ ଦିନ ତଳେ କୋଇଡାର ରେଙ୍ଗାଲବେଡା ଠାରେ ମୁଖାପିନ୍ଧା ଦୁର୍ବୃତ୍ତ ସଶସ୍ତ୍ର ଡକାୟତି କରିଥିଲେ । ପୁଣି ବୁଧବାର ରାତିରେ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଓ ଛୁରୀ…
ବାଲେଶ୍ୱର ଜିଲା କୁଳଡିହା ଅଭୟାରଣ୍ୟରେ ଗୁରୁବାର ବାଘ ଗଣନା ଆରମ୍ଭ
ବାଲେଶ୍ୱର ଜିଲା କୁଳଡିହା ଅଭୟାରଣ୍ୟରେ ଗୁରୁବାର ବାଘ ଗଣନା ଆରମ୍ଭ ହୋଇଯାଇଛି।ବାଘ ଗଣନା ପାଇଁ ୧୭ଟି ଟିମ୍ ନିୟୋଜିତ ହୋଇଛନ୍ତି। ଏଥିରେ ୭୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ରହିଛନ୍ତି। ୭ଦିନ ଧରି କୁଳଡିହାରେ ବାଘ ଗଣନା କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।…
ଏନ.ଟି.ପି.ସି. କଣିହାଁ ତରଫରୁ ମିଡ଼ିଆ ସମ୍ପର୍କ କାର୍ଯ୍ୟକ୍ରମ-୨୦୨୫ ଅନୁଷ୍ଠିତ।
ଏନଟିପିସି ତାଳଚେର କଣିହାଁ ତରଫରୁ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଜି ମିଡ଼ିଆ ସମ୍ପର୍କ କାର୍ଯ୍ୟକ୍ରମ-୨୦୨୫ ସ୍ଥାନୀୟ ଦୀପତରଙ୍ଗ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଟିପିସି ତାଳଚେର କଣିହାଁ ପ୍ରକଳ୍ପର କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ କେ. ଏନ. ରେଡ୍ଡୀ ଯୋଗ ଦେଇ ଏନଟିପିସି…
ଅନୁଗୋଳ ଜିଲ୍ଲା ତାଳଚେର ଠାରେ ସାଂସଦ କ୍ରୀଡା ଉତ୍ସବ ଉଦ୍ଘାଟନ।
ଅନୁଗୋଳ ଜିଲ୍ଲା ତାଳଚେର ସାଉଥ ବଲଣ୍ଡା ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ଠାରେ ସାଂସଦ ଖେଳ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହା ଦୁଇଦିନ ଧରି ଚାଲିବାକୁ ଥିବାବେଳେ ଏଥିରେ ତାଳଚେର ବ୍ଲକ କ୍ଷେତ୍ରର ବିଭିନ୍ନ ସ୍କୁଲର କନିଷ୍ଠ ବିଭାଗରେ ୧୪ ରୁ ୧୭ ବର୍ଷ…
ସରକାରୀ ବିମାନ ଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାଙ୍ଗିଲା ହାତୀ।
ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ ଫରେଷ୍ଟ ସେକ୍ସନ ବିରାଶାଳ ଏୟାରଷ୍ଟ୍ରିପସ ବା ସରକାରୀ ବିମାନ ଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଗତି ର ପାଚେରି କାନ୍ଥକୁ ଭାଙ୍ଗିଛନ୍ତି ହାତୀ ପଲ। ଗତ ରାତିରେ ଏକ ହାତୀ ପଲ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ଆସି…
ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ; ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ହେବ ଆଲୋଚନା
ରାଜ୍ୟରେ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ବିଭିନ୍ନ ବିଭାଗରୁ ଆସିଥିବା କିଛି ମହତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟରେ ମୋହର…
ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ, ୧୨ ମୃତ
ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ । ଭ୍ୟାନ ଓଲଟି ୧୨ ମୃତ, ୬ଟି ଗୋରି ଉଦ୍ଧାର । ଗୋ-ଚାଲାଣ ବେଳେ ଭଦ୍ରକ ଗେଲଟୁଆ ବରମୁଣ୍ଡା ନିକଟରେ ଦୁର୍ଘଟଣା । ଦୁର୍ଘଟଣା ପରେ ଗାଡ଼ିକୁ ପୋଡି ଦେଲେ ଉତ୍ୟକ୍ତ ଲୋକ । ଆଜି ଭୋର…
ହୀରାକୁଦରେ ଦ୍ରୁତ ଗତିରେ ବଢ଼ୁଛି ପର୍ଯ୍ୟଟନ ସୁବିଧା: ବଡ଼ ହୋଟେଲ, କ୍ରୁଜ୍ ଟର୍ମିନାଲ ଓ ହାଉସବୋଟ ପାଇଁ ମିଳିଲା ଏନଓସି
ହୀରାକୁଦକୁ ଆଧାର କରି ବଡ଼ ପର୍ଯ୍ୟଟନ ଆୟୋଜନ ସୃଷ୍ଟି ପାଇଁ ଜଳସମ୍ପଦ ବିଭାଗ ଦ୍ୱାରା ଏକ ଶୃଙ୍ଖଳାଗତ ଏନଓସି ଜାରି ହୋଇଛି। ସିଙ୍ଗିଲ ୱିଣ୍ଡୋ ସିଷ୍ଟମ୍ ମାଧ୍ୟମରେ ୨୦ ଜଣ ହୋଟେଲ ବ୍ୟବସାୟୀ ହୀରାକୁଦ ଅଞ୍ଚଳରେ ହୋଟେଲ ଗଠନ ପାଇଁ ଆବେଦନ କରିଥିବାବେଳେ ତାହାକୁ…
