ଏମିତି ବି ଆସେ ମୃତ୍ୟୁ l ମୃତ୍ୟୁ ଯେତେବେଳେ ଆସେ କାହାକୁ କହିକି ଆସେ ନାହିଁ ଯେତେବେଳେ ଆସେ ସେତେବେଳେ କେଉଁଠି ଆସିବ କେମିତି ଆସିବ କେହି ଜାଣି ନାହାନ୍ତି ଯେପରି ତାଳଚେର ସୋଲଡା ଗ୍ରାମର ମଥୁରା ବେହେରା ସାଇକେଲରେ ନିଜ କର୍ମ କ୍ଷେତ୍ର ହିଙ୍ଗୁଳା କୋଇଲା ଖଣିକୁ କାମ କରିବାକୁ ଯାଉଥିବା ବେଳେ ମଲ୍ଲିବନ୍ଧ ଗ୍ରାମ ନିକଟରେ ହଠାତ ସାଇକେଲରୁ ଖସି ପଡି ମୃତ୍ୟୁବରଣ କରିଛନ୍ତି ଯାହାର ସିସିଟିଭି ଭିଯୁଆଲ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ।
