Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ଗଛକୁ ପିଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

Posted on November 22, 2025

ଗଛକୁ ପିଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ । ୨ ଆହାତ ମେଡିକାଲରେ ଭର୍ତ୍ତି । ଢେଙ୍କାନାଳ – କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ କନକ ଦୁର୍ଗା ମନ୍ଦିର ପାଖରେ ଏକ ନାଇଟ୍ କୋଚ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭୋର ୪ଟା…

୨୪ରେ ଅବପାତ, ସମ୍ଭାବ୍ୟ ବାତ୍ୟା ଭୀଷଣ ହେବା ନେଇ ଆଶଙ୍କା

Posted on November 22, 2025

ମାଲେସିଆ ପାଖ ମାଲାକ୍କା ସମୁଦ୍ର ସନ୍ଧି (ଷ୍ଟ୍ରେଟ୍ ଅଫ୍ ମାଲାକ୍କା) ନିକଟରେ ଘୂର୍ଣ୍ଣିବଳୟ ରହିଛି । ଶନିବାର ଏହା ଲଘୁଚାପ ରୂପ ନେଇପାରେ । ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ଅବପାତରେ ପରିଣତ ହେବା ସମ୍ଭାବନା ଅଛି । ତା’ପରେ ଆହୁରି ଘନୀଭୂତ…

ତାଳଚେର ସେଣ୍ଟ୍ରାଲ ୱାର୍କସପ ଠାରେ ଥିବା ଜଗନ୍ନାଥ ମନ୍ଦିର ଠାରେ ଦେବ ଦୀପାବଳୀ ଉଛବ ପାଳିତ

Posted on November 21, 2025

ତାଳଚେର ସାଉଥ ବଲଣ୍ଡା ସେଣ୍ଟ୍ରାଲ ୱାର୍କସପ ଠାରେ ଥିବା ଜଗନ୍ନାଥ ମନ୍ଦିର ଠାରେ ଦେବ ଦୀପାବଳୀ ଉଛବ ପାଳିତ ହୋଇଯାଇଛି । ତିନିଦିନ ଧରି ପାଳିତ ହେଉଥିବା ଏହି ଉଛବରେ ମହାପ୍ରଭୁ ମାନବୀୟ ନୀଳା କରୁଥିବା ବିଶ୍ୱାସ ରହିଛି । ଏହିଦେଵ ଦୀପାବଳୀରେ ମହାପ୍ରଭୁ…

ଭିଜିଲାନ୍ସ ଯିବାକୁ ଅରାଜି ଅଫିସର୍‌

Posted on November 21, 2025

ସବ୍ଇନ୍ସପେକ୍ଟର୍‌ରୁ ଇନ୍ସପେକ୍ଟର ପାହ୍ୟାକୁ ଦେଢ଼ ମାସ ତଳୁ ପଦୋନ୍ନତି ପାଇଥିଲେ ସୁଦ୍ଧା ଥାନା, ଫାଣ୍ଡିରେ ସବ୍ଇନ୍ସପେକ୍ଟର ଭାବେ କାମ କରୁଥିବା ୪୨୬ ଇନ୍ସପେକ୍ଟର୍ ଏବେ ଆଶ୍ୱସ୍ତ ହୋଇଛନ୍ତି । ନୂଆ କରି ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ସହ ଆଉ ୪୯ ଜଣଙ୍କୁ ମିଶାଇ ମୋଟ…

ବିଡିଏ ଉପାଧ୍ୟକ୍ଷଙ୍କ କଡ଼ା ନିର୍ଦ୍ଦେଶ: ରିଙ୍ଗରୋଡ୍‌ କାମ ତୁରନ୍ତ ସାର

Posted on November 21, 2025

ରିଙ୍ଗ ରୋଡ୍ କାମକୁ ଯୁଦ୍ଧକାଳୀନ ଭିତ୍ତିରେ ସାର । ଦୈନିକ ଆସୁଥିବା ଫ୍ଲାଏ ଆସ୍ ଗାଡି ସଂଖ୍ୟାକୁ ଦୁଇ ଗୁଣ କର । ଆଗାମୀ ବର୍ଷକ ଭିତରେ ରାସ୍ତା କାମ ସାରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରଣା । ବିଏମ୍‌ସି…

ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ

Posted on November 21, 2025

ଅଳ୍ପକେ ବର୍ତିଲେ ଯବାନ। ସୁରକ୍ଷାକର୍ମୀମାନଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ଦଶ କିଲୋର ଲ୍ୟାଣ୍ଡମାଇନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଭୈରମଗଡ଼ ଜଙ୍ଗଲରେ ମାଓବାଦୀ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ। ସୁରକ୍ଷାକର୍ମୀ ମାଓ ଦମନ ଅପରେସନ ବେଳେ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର…

ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା

Posted on November 21, 2025

ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ବିଦ୍ୟାଳୟ ସମ୍ମୁଖରେ ଧାରଣା। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ପଥରପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏହି ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ୨ ମାସ ହେବ ଶିଶୁ ବାଟିକାରୁ ପଞ୍ଚମ…

ଫୁଲ ତୋଳିବାକୁ ଯାଇ ବିଦ୍ୟୁତ୍ ଆଘାତରେ ଯୁବକ ମୃତ

Posted on November 21, 2025

ଠାକୁରଙ୍କ ପାଇଁ ଫୁଲ ତୋଳିବାକୁ ଯାଇ ଠାକୁରଙ୍କ ପାଖକୁ ଚାଲିଗଲେ ଯୁବକ। ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ଆଘାତର ଶିକାର ହେଲେ ଯୁବକ। ଘର ମାଲିକଙ୍କ ବର୍ବର କାଣ୍ଡ। ଫୁଲଚୋରି ପାଇଁ ଫୁଲଗଛରେ ଦେଇଦେଲେ କରେଣ୍ଟ। ଫୁଲ ତୋଳିବାକୁ ଆସିଥିବା ସମୟରେ ଗଲା ପଡ଼ୋଶୀଙ୍କ…

ଥିମେଟ୍ ଖାଇ ୩ ଶିଶୁ ଗୁରୁତର

Posted on November 21, 2025

ଲୁଣ ଭାବି ଥିମେଟ୍ ଖାଇଦେଲେ । ଗୁରୁତର ୩ ଜଣ ଶିଶୁ ଡାକ୍ତରଖାନାରେ ଭର୍ତ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ ଘଟିଛି ଅଘଟଣ । ପରିବାର ଲୋକେ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ କିଛି ପିଲା ଗାଁ…

ବିଶ୍ବର ସବୁଠାରୁ ଭଲ ସହର, ଜାଣନ୍ତୁ ଲିଷ୍ଟରେ ରହିଛି ଭାରତର କେଉଁ ସହର ?

Posted on November 21, 2025

ବିଶ୍ୱର ଶ୍ରେଷ୍ଠ ୧୦୦ ସହରର ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ଲଣ୍ଡନ ଶୀର୍ଷରେ ଅଛି। ତାଲିକାରେ ନ୍ୟୁୟର୍କ ଦ୍ୱିତୀୟ ସ୍ଥାନରେ ଅଛି, ତା’ପରେ ପ୍ୟାରିସ୍ ତୃତୀୟ ସ୍ଥାନରେ ଅଛି। ଇପସୋସ୍ ସହିତ ସହଭାଗୀତାରେ ରେଜୋନେନ୍ସ କନସଲଟାନ୍ସି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଲଣ୍ଡନ…

Posts pagination

Previous 1 … 88 89 90 … 168 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme