ବଙ୍ଗୋପସାଗରରେ ବାତ୍ୟା ଭୟ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ଏବେ କେନ୍ଦ୍ରୀଭୂତ ହୋଇଛି ଅବପାତ । ଏହା ପରବର୍ତ୍ତୀ ୧୨ ରୁ ୧୮ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରେ ଏହା ଆହୁରି ବଳ ଗୋଟାଇବା ସହ…
Month: November 2025
ଦୁଇ ଦିନ ହାଡ଼ଭଙ୍ଗା ଜାଡ଼, ୪ଟି ସ୍ଥାନରେ ୧୨ ଡିଗ୍ରୀ ତଳେ ପାରଦ
କିଛିଦିନର ବିରତି ପରେ ରାଜ୍ୟକୁ ଫେରିଛି ଶୀତ । ୧୫ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୪ଟି ସ୍ଥାନର ତାପମାତ୍ରା ୧୨ ଡିଗ୍ରୀ ବା ଏହାଠାରୁ ତଳକୁ ଖସିଯାଇଛି । ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୨ରୁ…
ଡାଳିମ୍ବର ଚମତ୍କାରୀ ଗୁଣ
ଡାଳିମ୍ବରେ ତ୍ୱଚାକୁ ସୁନ୍ଦର ରଖିବା, ରକ୍ତଚାପକୁ ନିୟନ୍ତ୍ରଣ କରିବା ତଥା ମାନସିକ ଚାପରୁ ମୁକ୍ତି ଦେବାରେ ବେଶ୍ ଚମତ୍କାରୀ ଗୁଣ ଭରି ରହିଥାଏ। ତା’ଛଡ଼ା ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାଭୋନାଏଡ୍ ନାମକ ତତ୍ତ୍ୱ ଥିବାରୁ, ଏହା ଗଣ୍ଠିମାନଙ୍କରେ ଥିବା ଫୁଲାକୁ ଦୂର କରିଥାଏ। ଯଦ୍ଦ୍ବାରା…
ବିଦ୍ୟୁତ ଆଘାତରେ ଦୁଇ ଛାତ୍ରଛାତ୍ରୀ ଗୁରୁତର।
ବିଦ୍ୟାଳୟକୁ ଯିବା ବାଟରେ ଦୁଇ ଛାତ୍ରଛାତ୍ରୀଙ୍କ ଉପରେ ଛିଣ୍ଡି ପଡିଲା ବିଦ୍ୟୁତ ସର୍ଭିସ୍ ତାର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ରେଣଦାପାଟଣା ଗ୍ରାମରେ । ଗ୍ରାମର ବାବୁଲି ଦେହୁରୀଙ୍କ ଦୁଇ…
ବରଯାତ୍ରୀଙ୍କ ଉପରେ ମାଡ଼ିଗଲା କାର୍
ବାହା ହେବାକୁ ବରବେଶରେ ବାଣଫୁଟାଇ ନାଚି ନାଚି ବରଯାତ୍ରୀଙ୍କ ମେଳରେ କନ୍ୟା ଘରକୁ ଯାଉଥିଲେ ଯୁବକ। ସେହି ସମୟରେ ଘଟିଥିଲା ବଡ଼ ଅଘଟଣ। ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା କାର୍। ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି…
ସୋଗର ଗାଁରେ ୮ଟିକିଆ ହାତୀ ପଲଙ୍କ ଉତ୍ପାତ।
ଢେଙ୍କାନାଳ ବନଖଣ୍ଡ ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୋଗର ଗାଁରେ ୮ ଟିକିଆ ହାତୀ ପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଁରେ ପ୍ରାୟ ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ଲୋକଙ୍କ ଚିନ୍ତା ବଢ଼ାଇଛି। ଲୋକ ମାନେ ହାତୀ ଆତଙ୍କକୁ ନେଇ…
ଉପରମୁହାଁ ହେଉଛି ସୁନା ଓ ରୁପା ଦର, କିଣିବା ପୂର୍ବରୁ ପକାନ୍ତୁ ନଜର…
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୭,୯୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୭,୨୫୦ ଟଙ୍କା ଛୁଇଁଛି । ସେହିପରି…
କେନାଲକୁ ଖସିଲା କାର୍, ୫ ମୃତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଯୋଗୀ
ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେର ଜିଲ୍ଲାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଧାଖେରୱା-ଗିର୍ଜାପୁରୀ ରାଜପଥରେ ଏକ କାର ନିୟନ୍ତ୍ରଣ ହରାଇ ଏକ କେନାଲକୁ ଖସି ପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି…
ତ୍ରିରଙ୍ଗାର ଅପମାନ କଲେ ଆତଙ୍କବାଦୀ
କନାଡ଼ାର ଅଟୱା ସହରରେ ଖଲିସ୍ତାନୀ ଆତଙ୍କବାଦୀମାନେ ଜନମତ ସଂଗ୍ରହ କରିବା ଅବସରରେ ଭାରତୀୟ ପତାକା ତ୍ରିରଙ୍ଗାର ଅପମାନ କରିଛନ୍ତି । ଖାଲି ସେତିକି ନୁହେଁ ଏମାନେ ଭାରତର ପ୍ରଧାନମନ୍ତ୍ରୀ ଓ ଅଧିକାରୀଙ୍କୁ ମାରିଦିଅ ବୋଲି ସ୍ଲୋଗାନ ଦେଇଛନ୍ତି । ଆତଙ୍କବାଦୀମାନେ ଏକ ଅନୌପଚାରିକ ତଥା…
ପ୍ରକାଶ ପାଇଲା ଟେଣ୍ଡର, ଦୁଇଟି ପ୍ୟାକେଜରେ ୧୬୦ କିମି ରାସ୍ତା
ବହୁ ପ୍ରତୀକ୍ଷିତ ଉପକୂଳ ରାଜପଥ ପାଇଁ ମଙ୍ଗଳବାର ଟେଣ୍ଡର ପ୍ରକାଶ ପାଇଛି । ଦୁଇଟି ପ୍ୟାକେଜରେ ଟେଣ୍ଡର ଆହ୍ୱାନ କରାଯାଇଛି । ଖୋର୍ଦ୍ଧା ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ପ୍ରସ୍ତାବିତ ୧୬୦ କିଲୋମିଟର ଲମ୍ବ ଏହି ଉପକୂଳ ରାଜପଥ ପାଇଁ ୫୫୦୦ କୋଟି…
