Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: November 11, 2025

ରିଲିଫ୍ ନେଇ ଯାଉଥିବାବେଳେ ବିମାନ ଦୁର୍ଘଟଣା, ୨ ମୃତ

Posted on November 11, 2025

ଆମେରିକା ଫ୍ଲୋରିଡାର କୋରାଲ ସ୍ପ୍ରିଙ୍ଗସ୍ ଅଞ୍ଚଳରେ ଗତକାଲି ସକାଳେ ଏକ ଛୋଟ ଟର୍ବୋପ୍ରପ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନାନୁଯାୟୀ, ବିମାନଟି ଜାମାଇକାର ହରିକେନ୍ ମେଲିସା…

ପୁଣି ଉପରମୁହାଁ ହେଲା ସୁନା, ଗହଣା କିଣିବା ପୂର୍ବରୁ ଜାଣନ୍ତୁ ଦାମ୍

Posted on November 11, 2025

ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୬,୨୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…

ଧର୍ମେନ୍ଦ୍ରଙ୍କ ବିୟୋଗ ଖବରକୁ ଖଣ୍ଡନ କଲେ ଝିଅ, ଇନଷ୍ଟାଗ୍ରାମରେ ଦେଲେ ସୂଚନା

Posted on November 11, 2025

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ମଧ୍ୟରେ ବର୍ତ୍ତମାନ ଅଭିନେତାଙ୍କ ଝିଅ ଇଶା ଦେଓଲଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏଶା କହିଛନ୍ତି ଯେ ତାଙ୍କ ବାପାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ମିଥ୍ୟା ଖବର…

ଆତଙ୍କୀ ଷଡ଼ଯନ୍ତ୍ରରେ ଡାକ୍ତରଙ୍କ ଲିଙ୍କ: ୪ ଅଭିଯୁକ୍ତ ଗିରଫ

Posted on November 11, 2025

ଦେଶକୁ ଦୋହଲାଇ ଦେବାକୁ ଆତଙ୍କୀ ଡାକ୍ତରଙ୍କ ଭୟଙ୍କର ଷଡ଼ଯନ୍ତ୍ର । ସନ୍ଦେହ ନ ହେବା ଭଳି ବୃତ୍ତିରେ ରହି ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ।  ଏଭଳି ପ୍ରମୁଖ ବୃତ୍ତିଧାରୀଙ୍କୁ ପାକିସ୍ତାନ ସମର୍ଥିତ ଆତଙ୍କୀ ସଙ୍ଗଠନ ଭାରତରେ  ଆତଙ୍କବାଦ ବିସ୍ତାର ଲାଗି ବ୍ୟବହାର  କରିବା ଦେଶର ସୁରକ୍ଷା ବ୍ୟବସ୍ଥା ପ୍ରତି  ବଡ଼…

ନୂଆପଡା ଉପନିର୍ବାଚନରେ ଶାନ୍ତିପୂର୍ଣ୍ଣ ଭୋଟିଂ – ସକାଳ ୯ଟା ସୁଦ୍ଧା ୧୪.୯୯% ମତଦାନ

Posted on November 11, 2025

ନୂଆପଡା ଉପନିର୍ବାଚନ ପାଇଁ ଆଜି ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ଚାଲିଛି । ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ଭୋଟ ହୋଇସାରିଛି । ମୋଟ ୩୫୮ଟି ବୁଥରେ ମତଦାନ ଚାଲିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପରିବାର ସହ ସକାଳୁ ସକାଳୁ…

ଦିଲ୍ଲୀ ବିସ୍ଫୋରଣ: “ସବୁ ଦିଗରୁ ତଦନ୍ତ ହେବ” – ଅମିତ ଶାହ

Posted on November 11, 2025

ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ ସୁଭାଷ ମାର୍ଗ ଟ୍ରାଫିକ୍ ସିଗନାଲ ନିକଟରେ ରବିବାର ସନ୍ଧ୍ୟା ସାତଟା ସମୟରେ ଏକ ହୁଣ୍ଡାଇ ଆଇ-୨୦ କାର୍‌ରେ ଭୟାବହ ବିସ୍ଫୋରଣ ଘଟିଥିଲା । ଘଟଣାରେ ଅନେକ ଲୋକ ମୃତାହତ ହୋଇଥିଲେ ଓ ଗାଡ଼ି ଜଳି ଖାକ ହୋଇଯାଇଥିଲା । ଘଟଣା…

ବଳକା ତେଲ ସ୍ବାସ୍ଥ୍ୟ ପାଇଁ କେତେ ଭଲ ?

Posted on November 11, 2025

ଚଟପଟା ଖାଦ୍ୟ ସଭିଙ୍କୁ ବେଶ୍‌ ପସନ୍ଦ। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ଆଗ୍ରହରେ ଖାଇ ଥାଆନ୍ତି। ଏପଟେ ଭାରତୀୟ ଖାଦ୍ୟରେ ତେଲର ଭୂମିକା ମଧ୍ୟ ଯଥେଷ୍ଟ ଅଧିକ। ପକୁଡ଼ି ତିଆରିଠୁ ନେଇ ଛୁଙ୍କ ଲଗାଇବା ପର୍ଯ୍ୟନ୍ତ ସବୁଥିରେ ତେଲର ବ୍ୟବହାର ହୁଏ। ଏହା ଖାଦ୍ୟର…

ଟ୍ରେନ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

Posted on November 11, 2025

ଦକ୍ଷିଣ-ପୂର୍ବତଟ୍ଟ ରେଳପଥର ଗଡ଼ମଧୁପୁର ଷ୍ଟେସନ ନିକଟରେ ଅଘଟଣ। ଏକ୍ସପ୍ରେସ ଟ୍ରେନ ଧକ୍କାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ମୃତକ ନିକଟସ୍ଥ ମଧୁପୁରଗଡ଼ ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଯୁବକ ଜଣକ କୌଣସି କାମରେ ରେଳଧାରଣା ପାର ହୋଇ ଚଢ଼େଇଧରାକୁ ଯାଉଥିଲେ। ଅସାବଧାନତା ଭାବେ…

 ନିଆଁରେ ସେକି ହେଉଥିଲେ, ସାର୍ଟରେ ଲାଗିଲା ନିଆଁ

Posted on November 11, 2025

କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆବାସିକ ଛାତ୍ରାବାସର ଜଣେ ୨ୟ ଶ୍ରେଣୀ ଛାତ୍ରୀ ସୋମବାର ରାତିରେ ନିଆଁ ପୁଇଁ ହେଉଥିବା ବେଳେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ରୀ ଜଣଙ୍କ ହେଉଛନ୍ତି ତୁରୁମୁଙ୍ଗା ଥାନା…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଫାଇନାଲ, ଟ୍ରମ୍ପ କ’ଣ ଦେଲେ ସଙ୍କେତ?

Posted on November 11, 2025

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ହେବାକୁ ଥିବା ଏକ ବାଣିଜ୍ୟ ଚୁକ୍ତି ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ବି ସମୟରେ ଆମେରିକା ଭାରତ ଉପରେ ଶୁଳ୍କ ହ୍ରାସ କରିପାରେ। ଭାରତରେ ରାଷ୍ଟ୍ରଦୂତ ଭାବରେ ସର୍ଗିଓ ଗୋରଙ୍କ ଶପଥ ଗ୍ରହଣ…

Posts pagination

1 2 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct   Dec »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme