Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଦ୍ୟୁତ ଆଘାତରେ ଦୁଇ ଛାତ୍ରଛାତ୍ରୀ ଗୁରୁତର।

Posted on November 26, 2025

ବିଦ୍ୟାଳୟକୁ ଯିବା ବାଟରେ ଦୁଇ ଛାତ୍ରଛାତ୍ରୀଙ୍କ ଉପରେ ଛିଣ୍ଡି ପଡିଲା ବିଦ୍ୟୁତ ସର୍ଭିସ୍ ତାର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ରେଣଦାପାଟଣା ଗ୍ରାମରେ । ଗ୍ରାମର ବାବୁଲି ଦେହୁରୀଙ୍କ ଦୁଇ ପୁଅଝିଅ ଶୁଭମ ଦେହୁରୀ ପ୍ରଥମ ଶ୍ରେଣୀ ଛାତ୍ର ଓ ବର୍ଷାରାଣୀ ଦେହୁରୀ ଦ୍ବିତୀୟ ଶ୍ରେଣୀ ଛାତ୍ରୀ, ପ୍ରତିଦିନ ପରି ଆଜି ଘରୁ ପାଠ ପଢିବାକୁ ବିଦ୍ୟାଳୟକୁ ବାହାରିଯାଇଥିଲେ । ତେବେ ଯିବା ବାଟରେ ହଠାତ ତାଙ୍କ ଉପରେ ବିଦ୍ୟୁତ ସର୍ଭିସ୍ ତାରଟି ଛିଣ୍ଡି ପଡିଥିଲା ।ଫଳରେ ଦୁଇ ଭାଇଭଉଣୀ ବିଦୂତ ସଂସ୍ପର୍ଶରେ ଆସିଥିଲେ ପରେ ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଘର ଲୋକଙ୍କୁ ଖବର କରିଥିଲେ । ପରେ ଘର ଲୋକେ ଦୁଇ ଭାଇଭଉଣୀଙ୍କର ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ। ଦୁଇ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି । ଦୁଇ ଭାଇଭଉଣୀ ରେଣଦାପାଟଣା ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀ ବୋଲି ଜଣାପଡିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme