Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: November 2025

ପରକୀୟା ସନ୍ଦେହରୁ ବୀଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀଙ୍କୁ ମାରିଲା ସ୍ବାମୀ

Posted on November 26, 2025

ଜମନକିରା ଥାନା ଅନ୍ତର୍ଗତ ପାଲୋଖମନ୍ ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ମଙ୍ଗଳବାର ରାତି ୭ଟା ୩୦ରେ ଏକ ନିଆଁ ଫୁଁଙ୍କା ଲୁହା ନଳାରେ ସ୍ତ୍ରୀ ମୁଣ୍ଡକୁ ସ୍ଵାମୀ ଜୋର୍ ରେ ବାଡ଼େଇ ହତ୍ୟା କରିଛି।  ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ୭ଟା ୩୦ରେ…

ବୃଦ୍ଧଙ୍କୁ ୧ କିଲୋମିଟର ଯାଏ ଘୋଷାଡ଼ି ନେଲା ଟ୍ରକ

Posted on November 26, 2025

ସ୍କୁଟିକୁ ପିଟିଲା ଟ୍ରକ ।  ବୃଦ୍ଧଙ୍କ ମୃତ୍ୟୁ । ୧ କିଲୋମିଟର ଯାଏ ବୃଦ୍ଧଙ୍କୁ ଘୋଷାଡ଼ି ନେଲା ଟ୍ରକ ।  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ତିନି ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ମୃତକ ହେଲେ କୁମାରକେଳି ଗାଁର ଶରତ ମହାପାତ୍ର ।…

ପ୍ରେମିକା ପାଇଁ ବାଇକ୍‌ ଚୋରି କଲା ପ୍ରେମିକ

Posted on November 26, 2025

ପ୍ରେମିକାର ଇଚ୍ଛା ଥିଲା ପ୍ରେମିକ ସହ ସୁପର ବାଇକ୍‌ ପଛରେ ବସି ବୁଲିବାକୁ । ନିଜର ବାଇକ୍‌ ନଥିବା ବେଳେ ପ୍ରେମିକାର ଇଚ୍ଛା ପୂରଣ କରିବାକୁ ଲାଗିପଡ଼ିଲେ ପ୍ରେମିକ ପ୍ରବର । ଶେଷରେ ଏକ ସୁପରବାଇକ୍‌ ଚୋରି କରି ଆଣିଲେ । ଆଉ ବାଇକ…

କ୍ଷୀରରେ ମିଶୁଛି ବିଷ,ସଚେତନ ହେବାକୁ ଡାକ୍ତରଙ୍କ ପରାମର୍ଶ

Posted on November 26, 2025

ପ୍ରତିଦିନ ଆପଣ କ୍ଷୀରରେ ବିଷ ପିଉଛନ୍ତି । ଗାଈ ପହ୍ନାରୁ ଅଧିକ କ୍ଷୀର ନିଗାଡ଼ିବା ପାଇଁ ଚାଷୀ ଏକ ଦେଢ଼ ଟଙ୍କିଆ ଔଷଧ ପହ୍ନାରେ ଫୋଡୁଛି । ଯାହାର ନାଁ ହେଲା ଅକ୍ସିଟୋସିନ୍‌ । ଅକ୍ସିଟୋସିନ୍‌ ଦିଆଯାଇ ଅପ୍ରାକୃତିକ ଭାବରେ ବାହାର କରାଯାଉଥିବା କ୍ଷୀର…

ଏକମାସୀୟ ଶୀତ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା, ରାଜନୈତିକ ଉଷ୍ମା ବଢ଼ିଲା

Posted on November 26, 2025

୨୭ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରାୟ ଏକମାସ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଐତିହାସିକ ହେବାକୁ ଯାଉଛି । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହେବ । ଆସନ୍ତା ୨୭ ତାରିଖ ଅପରାହ୍ନ ୪ଟା ୩୦ରୁ…

ଶ୍ରୀମନ୍ଦିରରେ ପାଳିତ ହେଉଛି ଓଢଣ ଷଷ୍ଠୀ, ଶୀତବସ୍ତ୍ର ପରିଧାନ କରିବେ ମହାପ୍ରଭୁ

Posted on November 26, 2025

ଆଜି ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ । ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଓଢ଼ଣ ଷଷ୍ଠୀ ନୀତି । ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଘୋଡ଼ ଲାଗି ବା ଶୀତବସ୍ତ୍ର ପରିଧାନ କରିଥାନ୍ତି । ଦରଜି…

କୁନ୍ଦୁରାରେ ଭାଲୁ ଆତଙ୍କ, ସନ୍ଧ୍ୟା ହେଲେ ବନ୍ଦ ହେଉଛି ଗାଁର ଘର କବାଟ।

Posted on November 26, 2025

କୋରାପୁଟ ଜିଲ୍ଲାର କୁନ୍ଦୁରା ଅଞ୍ଚଳରେ ଭାଲୁ ଆତଙ୍କ ଦିନକୁ ଦିନ ବଢ଼ିଚାଲିଛି। ସନ୍ଧ୍ୟା ହେବାମାତ୍ରେ ଲୋକଙ୍କର ଘରୁ ବାହାରିବା ବନ୍ଦ ହୋଇଯାଇଛି। ଗତ ଦୁଇ ସପ୍ତାହ ହେବ ଲଗାତାର ପ୍ରତିଦିନ ୭ରୁ ୮ଟି ଭାଲୁ ଗାଁକୁ ପହଞ୍ଚୁଛନ୍ତି। ଖାଦ୍ୟ ଅନ୍ବେଷଣରେ ଏହି ଭାଲୁମାନେ ହୋଟେଲ,…

ଦେଶର ଷଷ୍ଠ ପ୍ରଦୂଷିତ ସହର ଅନୁଗୁଳ; ଏକ୍ୟୁଆଇ ୩୪୦କୁ ବୃଦ୍ଧି

Posted on November 26, 2025

ଅନୁଗୁଳ ସହରରେ ପ୍ରଦୂଷଣ ସ୍ତର ଭୟଙ୍କର ସ୍ଥିତିକୁ ଯାଇଛି । ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁର ମାନ ୩୪୦କୁ ବଢ଼ିଯାଇଛି । ମଙ୍ଗଳବାର ଏହା ଦେଶର ଷଷ୍ଠ ପ୍ରଦୂଷିତ ସହର ପାଲଟିଛି । ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ…

ମହାନଦୀରୁ ଶିଶୁର ମୃତଦେହ ଉଦ୍ଧାର

Posted on November 26, 2025

କଟକ ମହାନଦୀର ଯୋବ୍ରା ଆନିକଟରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀର ଟିମ ପହଞ୍ଚି ଆନିକଟରେ ଭାସୁଥିବା ମୃତଦେହକୁ ଉଦ୍ଧାର କରିଛି। ଉଦ୍ଧାର ପରେ ଏହା ଏକ ଶିଶୁକନ୍ୟାର ମୃତଦେହ ବୋଲି ଜଣାପଡିଥିଲା। ଶିଶୁଟିର ବୟସ ୬ ମାସରୁ ୧ ବର୍ଷ…

ଅନୁଗୁଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍ ଓଲଟି ୧୦ ଯାତ୍ରୀ ଗୁରୁତର

Posted on November 26, 2025

ଅନୁଗୁଳ ଜିଲ୍ଲା ଜେରେଙ୍ଗ ଦେହୁରୀସାହି ନିକଟରେ ଥିବା ଜାତୀୟ ରାଜପଥ-୫୫ରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିବାରୁ ଅତି କମରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗାଡିରେ ଥିଲେ ୫୦ ଜଣ ଯାତ୍ରୀ…

Posts pagination

Previous 1 … 7 8 9 … 66 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct   Dec »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme