Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜାମୁ ଝାଡ଼ି ତାରିଣୀ ପୋଲ ନିକଟରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା

Posted on October 7, 2025

୨୦ ଆହତ

ସିମୁଳିଆ : ପୁରୀରୁ ମେଦିନପୁର ଯାଉଥିବା ତୀର୍ଥ ଯାତ୍ରୀ ବସଜାମୁ ଝାଡ଼ି ତାରିଣୀ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ୨୦ରୁ ଉର୍ଦ୍ଧ ଯାତ୍ରୀ
ଆହତ, ୫ ଗୁରୁତର ଅବସ୍ଥା ରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ପୁରୀ ଜଗନ୍ନାଥ ଦର୍ଶନ ସାରି ରୁ ପଶ୍ଚିମବଙ୍ଗ ର ମେଦିନୀପୁରକୁ ୬୫ଜଣ ଯାତ୍ରୀକୁ ନେଇ ଯାଉଥିବା ଘରୋଇ ତାରିଣୀ ଟ୍ରାଭେଲ ବସ ଟି ୧୬ନଂ ଜାତୀୟ ରାଜପଥ ସିମୁଳିଆ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରେ ଡିଭାଇଡରକୁ ଧକ୍କା ଦେଇଥିଲା, ଫଳରେ ବସ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା, ସିମୁଳିଆ ଆଇଆଇସି ଶ୍ରବଣ କୁମାର ମହାରଣା ଖବର ପାଇ ଯାତ୍ରୀ ମାନଙ୍କୁ ସିମୁଳିଆ, ସୋର ଓ ବାଲେଶ୍ୱର ମେଡିକାଲ କୁ ପଠାଇଥିଲେ l ଡ୍ରାଇଭର କୁ ନିଦ ଆସିଯାଇଥିବା ଯୋଗୁଁ ଏହି ଭଳି ବଡ଼ ଦୁର୍ଘଟଣା ହୋଇଥିବା ନେଇ ସନ୍ଦେହ କରାଯାଉଛି l ସମସ୍ତ ଯାତ୍ରୀ ମେଦିନୀପୁର ହୋଇଥିବା ବେଳେ ସୁସ୍ଥ ଥିବା ଯାତ୍ରୀ ମାନଙ୍କୁ ଅନ୍ୟ ଏକ ଗାଡି ମାଧ୍ୟମରେ ତାଙ୍କ ଗନ୍ତବ୍ୟ ସ୍ଥଳ କୁ ପଠାଇବା ର ବ୍ୟବସ୍ଥା କରୁଛନ୍ତି ପୋଲିସ l

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme