Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ସୃଷ୍ଟି ହେଲା ଲଘୁଚାପ, ୪୮ ଘଣ୍ଟାରେ ଅବପାତ ସମ୍ଭାବନା

Posted on November 22, 2025

ମାଲେସିଆ ପାଖ ମାଲାକ୍କା ସମୁଦ୍ର ସନ୍ଧି ନିକଟରେ ସୃଷ୍ଟ ଘୂର୍ଣ୍ଣିବଳୟ ନେଲା ଲଘୁଚାପ ରୂପ ।। ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ଅବପାତରେ ପରିଣତ ହେବା ସମ୍ଭାବନା ଅଛି । ତା’ପରେ ଆହୁରି ଘନୀଭୂତ ହୋଇପାରେ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ…

ସମଗ୍ର ରାଜ୍ୟରେ ବାଲି ପାଇଁ MSP ଲାଗୁ — ଦରକୁ ନିୟନ୍ତ୍ରଣ କରିବେ ସରକାର

Posted on November 22, 2025

ସରକାର ରାଜ୍ୟରେ ବାଲି ବିକ୍ରିରେ Minimum Support Price (MSP) ଲାଗୁ କରିବାକୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାଫଳରେ ଲିଜ୍ ଧାରୀମାନେ ମନ ଇଚ୍ଛା ଦର ବଢାଇପାରିବେ ନାହିଁ। ସରକାର ନିର୍ଦ୍ଧାରିତ MSP ଦରରେ ହିଁ ବାଲି ବିକ୍ରି କରିବାକୁ ପଡିବ। ସମଗ୍ର ରାଜ୍ୟରେ…

ଏଥର ହେବନି ପ୍ରଭୁ ଲିଙ୍ଗରାଜଙ୍କର ଓଢ଼ଣ ଷଷ୍ଠୀ ନୀତି

Posted on November 22, 2025

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଓଢଣ ଷଷ୍ଠୀକୁ ଆଉ ମାତ୍ର ୪ଦିନ ବାକି ରହିଲା । ହେଲେ ଏଯାଏ ଏହି ନୀତି କିପରି ପାଳନ କରାଯିବ ତାର ସ୍ପଷ୍ଟୀକରଣ ମନ୍ଦିର ଟ୍ରଷ୍ଟ ବୋର୍ଡ ରଖୁ ନାହାନ୍ତି ବୋଲି ପୂଜାପଣ୍ଡା ନିଯୋଗର ସେବାୟତମାନେ କହିଛନ୍ତି । ସେମାନେ କହିଛନ୍ତି,…

ପୁଲିସର ବିଭିନ୍ନ ସ୍ଥାନରେ ଚଢ଼ଉ, ୮ ବାଂଲାଦେଶୀ ଅଟକ !

Posted on November 22, 2025

ଜଟଣୀ ପୁଲିସ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବାଲାଂଦେଶୀ ସନ୍ଦେହରେ ୮ ଜଣଙ୍କୁ ଅଟକ ରଖି ତନାଘନା ଚଳାଇଛି । ବିଶେଷ କରି ବିଭିନ୍ନ ସ୍ଥାନରେ ଚାଲିଥିବା ନିର୍ମାଣ ସ୍ଥଳରେ ପୁଲିସ ଚଢ଼ାଉ କରିଥିଲା । ସେଠାରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକଙ୍କୁ…

କୋଣାର୍କ ପରିଦର୍ଶନ କଲେ ମୁଖ୍ୟ ବିଚାରପତି, ବିମୋହିତ କଲା ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ

Posted on November 22, 2025

ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ ବ୍ରାଜିଲର ମୁଖ୍ୟ ବିଚାରପତି। ଶନିବାର ମୁଖ୍ୟ ବିଚାରପତି ଆଣ୍ଟୋନିଅ ହରମାନ ବୋଞ୍ଜାମିନ କୋଣାର୍କରେ ପହଞ୍ଚିବା ପରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ସ୍ବୀକୃତିପ୍ରାପ୍ତ ଗାଇଡ ବିଶେଶ୍ୱର ଦାଶ ସୂର୍ଯ୍ୟମନ୍ଦିରର ଐତିହାସିକ ତଥ୍ୟ ବୁଝାଇ ଦେଖାଇଥିଲେ। କୋଣାର୍କର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ସେ…

ଭାରସାମ୍ୟ ହରାଇ ଗଛରେ ପିଟିଲା ସଂଯୁକ୍ତା ନାମକ ନାଇଟ୍ କୋଚ ବସ୍।

Posted on November 22, 2025

ଭାରସାମ୍ୟ ହରାଇ ଗଛରେ ପିଟିଲା ସଂଯୁକ୍ତା ନାମକ ନାଇଟ୍ କୋଚ ବସ୍। ଅଳ୍ପକେ ବର୍ତ୍ତିଲେ ପଚାଶରୁ ଉର୍ଦ୍ଧ୍ୱ ଯାତ୍ରୀ। ଢେଙ୍କାନାଳ, କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ କନକ ଦୁର୍ଗା ମନ୍ଦିର ପାଖରେ ନାଇଟ୍ କୋଚ ବସଟି ଭୋର ୪ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ରାଉରକେଲାରୁ…

୬୯ ଲକ୍ଷ ହଡପ, ପୂର୍ବତନ କିରାଣି ଗିରଫ ।

Posted on November 22, 2025

୬୯ ଲକ୍ଷ ହଡପ, ପୂର୍ବତନ କିରାଣି ଗିରଫ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଟ୍ରେଜେରୀ ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ । ଟ୍ରେଜେରୀର ୬୮ଲକ୍ଷ ୮୫ ହଜାର ୪୯୭ ଟଙ୍କା ହଡ଼ପ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ । ମନୋରଞ୍ଜନ ସାହୁ…

ଧାନ କ୍ଷେତ ଜଗିବା ସମୟରେ ଯୁବକଙ୍କୁ ଦଳିଦେଲା ଦନ୍ତା

Posted on November 22, 2025

ଯୁବକଙ୍କୁ ଦଳିଦେଲା ଦନ୍ତା ହାତୀ । ଧାନ କ୍ଷେତ ଜଗିବା ସମୟରେ ଦଳିଦେଲା ଦନ୍ତା । ସମ୍ବଲପୁର ଜିଲ୍ଲା ସାପଡ଼ଗର ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଯୁଯୁମୁରା ବ୍ଲକ୍ ସାପଡ଼ଗର ଗାଁର ଇସ୍ରାଏଲ ଲୁଗୁନ…

ବାପା ଓ ମା’ଙ୍କୁ ଛୁରି ଭୁସି ହତ୍ୟା

Posted on November 22, 2025

ଦରଘାବଜାର ଜେଲ୍‌ କଲୋନିରେ ଆଜି ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ବାପା ଓ ସାବତ ମା’ଙ୍କୁ ଛୁରି ଭୁସି ହତ୍ୟା କରିଛି ପୁଅ। ଏହି ଘଟଣାରେ ହତ୍ୟାକାରୀ ପୁଅ ମଧ୍ୟ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ପୁଲିସ ଶବ ଉଦ୍ଧାର…

ହାଇୱାକୁ ପିଟିଲା ଆମ୍ବୁଲାନ୍ସ,, ଜଣେ ମୃତ

Posted on November 22, 2025

୫୫ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଆଜି ଭୋର ପ୍ରାୟ ୫ଟାରେ ରାସ୍ତା ପାର୍ଶ୍ବରେ ଛିଡ଼ା ଥିବା ହାଇୱାର ପଛ ପଟେ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୨ ଜଣ ଗୁରୁତର…

Posts pagination

Previous 1 … 87 88 89 … 168 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme