Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସମଗ୍ର ରାଜ୍ୟରେ ବାଲି ପାଇଁ MSP ଲାଗୁ — ଦରକୁ ନିୟନ୍ତ୍ରଣ କରିବେ ସରକାର

Posted on November 22, 2025

ସରକାର ରାଜ୍ୟରେ ବାଲି ବିକ୍ରିରେ Minimum Support Price (MSP) ଲାଗୁ କରିବାକୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାଫଳରେ ଲିଜ୍ ଧାରୀମାନେ ମନ ଇଚ୍ଛା ଦର ବଢାଇପାରିବେ ନାହିଁ। ସରକାର ନିର୍ଦ୍ଧାରିତ MSP ଦରରେ ହିଁ ବାଲି ବିକ୍ରି କରିବାକୁ ପଡିବ।

ସମଗ୍ର ରାଜ୍ୟରେ ଏବେ ଗୋଟିଏ ଦରରେ ବାଲି ବିକ୍ରି ହେବା ନିଶ୍ଚିତ ହେବାରୁ ଦର କମିବା ସହିତ ଲୋକମାନେ ସୁଲଭ ମୂଲ୍ୟରେ ବାଲି ପାଇପାରିବେ। ଏହାସହ ଲିଜ୍ ବଣ୍ଟନ ପ୍ରକ୍ରିୟାକୁ ପାରଦର୍ଶୀ କରିବା ପାଇଁ e-Lottery ମାଧ୍ୟମରେ ଲିଜ୍ ଦିଆଯିବ।

ସରକାର ଏହାସହ ବାଲି କିମ୍ବା ଅନ୍ୟ ଲଘୁ ଖଣିଜ ପଦାର୍ଥ ଗଚ୍ଛିତ କରି ରଖିବା ପାଇଁ Storage License ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । Storage License ବିନା କେହି ମଧ୍ୟ ବେଆଇନ ଭାବରେ ବାଲି ଗଚ୍ଛିତ କରି ରଖିପାରିବେ ନାହିଁ।

ଗତକାଲି ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ସମସ୍ତ ବୈଶିଷ୍ଟ୍ୟପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଗଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme