Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ବାଲି ବୋଝେଇ ଟ୍ରାକ୍ଟର ଓଲଟି ନାବାଳକ ମୃତ

Posted on November 23, 2025

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭ୍ରମରପୁର ବାହୁଦା ନଦୀ ପଠାରେ ବାଲି ଚାଲାଣ ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର। ବାଲିଗାଡ଼ି ସହ ତଳେ ଚାପିହୋଇ ନାବାଳକ ମୃତ। ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଆହତ ସୂଚନା। ଜେସିବି ସାହାଯ୍ୟରେ ଟ୍ରାକ୍ଟରକୁ ଉଠାଇ…

ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ଏନ୍‌କାଉଣ୍ଟର

Posted on November 23, 2025

ରାଉରକେଲାରେ ଏକ ବଡ଼ ଏନକାଉଣ୍ଟର ହୋଇଛି । ଶନିବାର ବିଳମ୍ବିତ ରାତିରେ ୩ ଦୁର୍ଦ୍ଦାନ୍ତଙ୍କୁ ଏନକାଉଣ୍ଟର କରିଛି ରାଉରକେଲା ପୁଲିସ୍ । ଗୁରୁତର ୩ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଚକ୍‌ମା ଦେଇ ଖସି ଯିବାକୁ ଉଦ୍ୟମ…

ବସ ଧକ୍କାରେ ୪ ଗୁରୁତର

Posted on November 23, 2025

ଯାଜପୁର ଜିଲ୍ଲା ସଦର ଥାନା ଧୋବାଗଳି ଛକ ନିକଟରେ ଦୁର୍ଘଟଣା ଘଟିଛି। ମର୍ଣ୍ଣିଂୱାକ୍‌ କରୁଥିବା ସମୟରେ ୪ ଜଣଙ୍କ ଉପରେ ଯାତ୍ରୀବାହୀ ବସ୍ ମାଡ଼ି ଯାଇଛି। ଏଥିରେ ଗୁରୁତର ଆହତ ହୋଇଥିବା ୪ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଯାଜପୁର ଜିଲ୍ଲା ମୁଖ୍ୟ…

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

Posted on November 23, 2025

ସ୍ୱାମୀ ଆରପାରିକୁ ଚାଲି ଯାଇଥିଲା । ଶ୍ୱଶୁର ଘର ଲୋକଙ୍କ ସହ ମନୋମାଳିନ୍ୟ ହେବାରୁ ପୁଅ ସହ ବାପଘରେ ରହୁଥିଲେ । ଆଜି ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ । ଦେବଗଡ଼ ଜିଲ୍ଲା ଲୋଇମୁରା ଥାନା ଅନ୍ତର୍ଗତ ବଜାର ସାହି ଘର ନିକଟସ୍ଥ ଜଙ୍ଗଲରୁ…

ଓଡ଼ିଶାରେ ମାଡ଼ ହେବ କି ବାତ୍ୟା ?

Posted on November 23, 2025

ସମ୍ଭାବ୍ୟ ବାତ୍ୟା ମାଡ଼ରୁ ଓଡ଼ିଶା ବର୍ତ୍ତି ଯାଇପାରେ । ଏହା ଓଡ଼ିଶା ଉପକୂଳକୁ ଆସିବା ଆଗରୁ ଦିଗ ବଦଳାଇ ବାଂଲାଦେଶ ଆଡ଼କୁ ପଳାଇବ । ଏହା ପ୍ରଭାବରେ ଓଡ଼ିଶାରେ ବିଶେଷ ବର୍ଷା ଆଶଙ୍କା ନାହିଁ । ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ ଏଭଳି ପୂର୍ବାନୁମାନ…

ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ

Posted on November 22, 2025

ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ହେଲେ ଗର୍ଭବତୀ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଖାଇରପୁଟ ବ୍ଲକର ଏସଏସଡି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଜଣାପଡିଛି। ଗତ ଦଶହରା ଛୁଟିରେ ଛାତ୍ରୀ…

ବସ୍- ସ୍କୁଟି ମୁହାଁମୁହିଁ ଧକ୍କା, ଦୁଇ ଆରୋହୀ ମୃତ

Posted on November 22, 2025

ଭଦ୍ରକ ଚାନ୍ଦବାଲି ରାସ୍ତାର କମାରିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘରୋଇ ବସ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଦୁଇ ଜଣ ସ୍କୁଟି ଆରୋହୀ ରାସ୍ତା କଡକୁ ଛିଟିକି ପଡିଥିଲେ। ଘଟଣା ସ୍ଥଳରେ ଦୁଇ ଜଣ ମୃତ୍ୟୁ ଘଟିଛି। ମୃତକ…

ଫର୍ଜୀ ଡକ୍ୟୁମେଣ୍ଟରେ ଅସଲି ଅଧ୍ୟାପକ ଚାକିରୀ ଅଭିଯୋଗ।

Posted on November 22, 2025

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ସ୍ଥିତ ପଳାଶୁଣି ବିଶ୍ୟ ମହିମା ମହାବିଦ୍ୟାଳୟ ବା PBM କଲେଜରୁ ଆସିଛି ସଙ୍ଗୀନ ଅଭିଯୋଗ। ଯୁକ୍ତ ଦୁଇ ଓଡ଼ିଆ ବିଭାଗର ଅଧ୍ୟାପକ ସନ୍ତୋଷ କୁମାର ସାହୁ ଫର୍ଜରି କରି ଅଧ୍ୟାପକ ଚାକିରୀ ହାତେଇଥିବା ଅଭିଯୋଗ ହୋଇଛି। ତେବେ RTI ତଥ୍ୟରେ…

ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିପର୍ଯ୍ୟସ୍ତ ଚିତ୍ର ପୁଣିଥରେ ସ୍ପଷ୍ଟ

Posted on November 22, 2025

ଯାଜପୁର ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ, ସିକୁରିଟି ଗାର୍ଡ ରୋଗୀଙ୍କ ବ୍ଲଡ଼ ପ୍ରେସର ମାପୁଥିବା ଘଟଣା ନେଇ ଚର୍ଚ୍ଚା। ଅଭିଯୋଗ ଅନୁଯାୟୀ, ଡ୍ୟୁଟିରେ ଥିବା ଡାକ୍ତର ବିନ୍ଦୁସାଗର ସାମଲ ଭିଡ଼ ହେବାରୁ ଜଣେ ବୃଦ୍ଧ ରୋଗୀଙ୍କୁ ଗାର୍ଡଙ୍କ ପାଖକୁ ପ୍ରେସର ମାପିବାକୁ…

ରାସ୍ତାରେ ଛିଣ୍ଡିଲା ବିଦ୍ୟୁତ ତାର — ଜଣେ ଦମ୍ପତି ବଞ୍ଚାଇଲେ ଅନେକ ପ୍ରାଣ

Posted on November 22, 2025

ରାସ୍ତା ଉପରେ ଛିଣ୍ଡିଲା ବିଦ୍ୟୁତ ତାର । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ପୁକୁଡା ଗାଁର ମୁଖ୍ୟ ରାସ୍ତାର ଦୃଶ୍ୟ । ଆଜି ସକାଳୁ ସୁଶାନ୍ତ ସେଠ ଓ ସ୍ତ୍ରୀ ଆରତୀ ସେଠ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ…

Posts pagination

Previous 1 … 86 87 88 … 168 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme