ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେବେ ଏହି ୨ ଦିନର ରହଣି ମଧ୍ୟରେ ସେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସାଂଗଠନିକ ଦିଗକୁ ନେଇ ବରିଷ୍ଠ ନେତାଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି…
Category: ରାଜ୍ୟ
ପୋଖରୀରେ ଗାଧୋଉଥିବାବେଳେ ବୁଡ଼ି ଗଲେ ଦୁଇ ଭାଇ
ସୁନ୍ଦରଗଡ଼ ହେମଗିରି ଥାନା ଅନ୍ତର୍ଗତ ଝୁମ୍ପୁରୁଙ୍ଗା ଗାଁରେ ଅଘଟଣ । ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଗଲେ ଦୁଇ ଭାଇ । ସାନ ଭଇ ପୋଖରୀ ବୁଡ଼ି ଯାଉଥିବା ଦେଖି ବଡ଼ ଭାଇ ବଞ୍ଚାଇବାକୁ ଯାଇ ବୁଡ଼ି ଯାଇ ଥିଲା । ଖବରପାଇ ଘଟଣାସ୍ଥଳରେ…
ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ପୋଲିସର ଲାଠି ଚାର୍ଜ ,୮ ଆହତ।
ଦଶହରା ଭସାଣି ଅବସରରେ କଟକ ସହର ଅଶାନ୍ତିତ । ଦରଘାବଜାର ସ୍ଥିତ ହାତୀପୋଖରୀ ନିକଟରେ ମାଆଙ୍କ ମେଳାଣି ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ସୃଷ୍ଟି ହୋଇଛି। ନାରାବାଜିକୁ ନେଇ ଘଟିଥିବା ଏହି ଗଣ୍ଡଗୋଳରେ ଦୁଇପକ୍ଷ ମଧ୍ୟରେ ଢେଲା ମାଡ଼ ଓ…
ଆଖ ପାଖରେ ବୁଲୁଛି ଦୁର୍ଦ୍ଦାନ୍ତ ଚୋର, ଚୋର ଧରାଇଲେ ମିଳିବ ୫୦ ହଜାର ଟଙ୍କା
୨୪ ଘଣ୍ଟା ପରେ ବି ଚୌଦ୍ୱାର ଜେଲରୁ ଫେରାର ଦୁଇ ଦୁର୍ଦ୍ଦାନ୍ତ ଡକାୟତଙ୍କ ମିଳିନି ଟେର। ଧରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଏଥିରେ ବଛାବଛା ପୋଲିସ ଅଧିକାରୀ ଅଛନ୍ତି । ଚୌଦ୍ବାର ଜେଲ ରୋଡ଼ରୁ ଚାରିବାଟିଆ ରାସ୍ତାରେ…
ଭଦ୍ରକରୁ ଅପହୃତ ମହିଳା କେନ୍ଦୁଝରରୁ ଉଦ୍ଧାର, ଧରାପଡିଲା ପିଶାଚ ଟ୍ରକ ଡ୍ରାଇଭର
ଭଦ୍ରକ ଜିଲ୍ଲାରୁ ଅପହୃତ ହୋଇଥିବା ଜଣେ ମାନସିକ ଭିନ୍ନକ୍ଷମ ମହିଳାକୁ କେନ୍ଦୁଝର ଝୁମ୍ପୁରା ଅଞ୍ଚଳରୁ ପୋଲିସ ଉଦ୍ଧାର କରିଛି। ଏହି ଘଟଣାରେ ଜଡିତ ଟ୍ରକ ଡ୍ରାଇଭରକୁ ଗିରଫ କରିଛି ପୋଲିସ। ଉଦ୍ଧାର ହୋଇଥିବା ମହିଳାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲକୁ ପଠାଯାଇଛି। ସୂଚନା ଅନୁସାରେ,…
ବିନିକା ବନ ବିଭାଗ ପକ୍ଷରୁ ବିପୁଳ ପରିମାଣର କାଠ ଜବତ
ସୁବଣ୍ଣପୁର: ବିନିକା ବନ ବିଭାଗ ପକ୍ଷରୁ ପିକପ୍ ସହ ପ୍ରାୟ ୬୬ ହଜାର ଟଙ୍କା ହେବ ରେଙ୍ଗାଲ (ସାଲ ସାଇଜ କାଠ)ଗଛର ଜବତ କରିଛି। ଚାଳକ ଓ ସହଯୋଗୀ ଫେରାରହୋଇଥିବା ବିନିକା ଫରେଷ୍ଟର ବନମାଳୀ ପଣ୍ଡେ ସୁଚନା ଦେଇଛନ୍ତି। ସୁଚନା ଯୋଗ୍ୟ ଗତକାଲି ରାତିରେ…
ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
ଅନୁଗୁଳ: ନାଲକୋ ନଗର ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଆଜି ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ। ବ୍ୟକ୍ତିଙ୍କ ବୟସ ଆନୁମାନିକ ୩୫ ବର୍ଷ ହୋଇଥିବା ବେଳେ ସେ ଫୁଲ ସାର୍ଟ ଏବଂ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା…
ଜଗତସିଂହପୁରର ପୂର୍ବତନ ବିଧାୟକଙ୍କ ପରଲୋକ
ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ମାନ୍ଯଗଣ୍ଯ ବ୍ଯକ୍ତିବିଧାନସଭା ପରିସରରେ ଦିଆଗଲା ଗାର୍ଡ ଅଫ ଅନରଜଗତସିଂହପୁର : ଜଗତସିଂହପୁରର ପୂର୍ବତନ ବିଧାୟକ କୃଷ୍ଟଚନ୍ଦ୍ର ମଲିକଙ୍କର ଗତକାଲି ପୂର୍ବାହ୍ନରେ ତାଙ୍କ ପୁନଙ୍ଗସ୍ଥିତ ବାସ ଭବନରେ ୯୦ ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ପରଲୋକରେ…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳକ ଛାତ୍ରକୁ ହତ୍ୟା
ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡ ତଇଲା ସାହିରେ ଜଣେ ଦଶମ ଶ୍ରେଣୀର ଛାତ୍ରକୁ ହତ୍ୟା ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛିl ମୃତ ଛାତ୍ର ଜଣଙ୍କ ହେଲେ ଚନ୍ଦନ ଖଟୁଆ (୧୫) ତାଙ୍କ ବାପା ଦୀନବନ୍ଧୁ ଖଟୁଆ କୁହନ୍ତି, ପୂର୍ବ…
ବର୍ଷାରେ ଭାଙ୍ଗିଲା ଅସହାୟ ଦର୍ପଣୀଙ୍କ ଘର
ତେଲକୋଇ,: ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାର ଉପାନ୍ତ ବାଂଶପାଳ ବ୍ଲକ ଗୋନାଶିକା ପଞ୍ଚାୟତ ଅନ୍ତର୍ଗତ ଗୁପ୍ତଗଙ୍ଗା ଗାଁରେ ଅସହାୟା ବିଧବା ଦର୍ପଣୀ ପେଣ୍ଠେଇଙ୍କ ଟାଇଲି ଛପର ଘର ଭାଙ୍ଗିଯାଇଛି।ଫଳରେ ଘର ଭିତରେ ଆଶ୍ରୟ ନେଇଥିବା ଦୁଇଟି ଛେଳିଙ୍କ ଶୋଚନୀୟ ମୃତ୍ୟୁ ଘଟିବା ସହିତ…
