ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରୁ ଜଣାଯାଇଛି ଯେ ମା’ ସମଲେଶ୍ବରୀ ମନ୍ଦିର ବିକାଶ କାମ ୩୧୬ କୋଟି ଟଙ୍କା ବିନିଯୋଗରେ ୮୨ ଏକର ପରିମିତ ଅଞ୍ଚଳରେ…
Category: ରାଜ୍ୟ
ସିଂହଦ୍ଵାର ରେ ଶୁଭୁଛି ହବିଷିଆଳିଙ୍କ ହୁଳହୁଳି : ଶ୍ରଦ୍ଧା ଓ ଭକ୍ତିର ସହ ପାଳୁଛନ୍ତି କାର୍ତ୍ତିକ ବ୍ରତ
ଆରମ୍ଭ ହୋଇଯାଇଛି ପବିତ୍ର କାର୍ତ୍ତିକ ମାସ । ପୁଣ୍ୟ ମାସରେ ଧର୍ମ ଅର୍ଜନ କରିବାକୁ ଶ୍ରୀକ୍ଷେତ୍ରରେ ଜମୁଛି ହବିଷିଆଳିଙ୍କ ଭିଡ଼ । ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ କରିବା ପରେ ତୁଳସୀ ଚଉଁରା ମୂଳେ ରାଇ ଦାମୋଦରଙ୍କୁ ପୂଜା କରିଛନ୍ତି ବ୍ରତଧାରୀ…
ଦେଢ କ୍ଵିଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ଗାଡି ଛାଡ଼ି ମାଫିଆ ଫେରାର୍
ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୁଲିସକୁ ବଡ଼ ସଫଳତା। କାର୍ରୁ ଦେଢ କ୍ଵିଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ। ଗାଡି ଛାଡ଼ି ମାଫିଆ ଓ ଡ୍ରାଇଭର୍ ଫେରାର୍। ରାମପୁର ଥାନା ସାଲେପାଲି ଗାଁ ରାସ୍ତାରୁ ଏହି ଗଞ୍ଜେଇ ଜବତ ହୋଇଛି । ସୂଚନାନୁଯାୟୀ, ବିନିକା ପଟରୁ ସମର…
ଡାଲି ବୋଝେଇ ଟ୍ରକ୍ରେ ଲାଗିଲା ନିଆଁ, ଡ୍ରାଇଭର ଗୁରୁତର
କଟକ ମାଲଗୋଦାମଠାରେ ଏକ ଡାଲି ବୋଝେଇ ଟ୍ରକ୍ରେ ଲାଗିଲା ନିଆଁ । ନିଆଁ ଲାଗିବା କାରଣରୁ ଟ୍ରକ୍ କ୍ୟାବିନ୍ ଭିତରେ ଶୋଇବା ଥିବା ଚାଳକ ଗୁରୁତର ହୋଇଛନ୍ତି । ଅକ୍ଳାନ୍ତ ପରିଶ୍ରମ କରି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ।…
ଆଜିଠୁ ୧୧ ଯାଏ ବିକ୍ଷିପ୍ତ ବର୍ଷା, ୩ ଜିଲ୍ଲାକୁ ଆଲର୍ଟ ଜାରି
ଗୁରୁବାର ଉପକୂଳ ଓଡ଼ିଶାରେ ଭାରି ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ବର୍ଷା ସମ୍ଭାବନା ଅଛି । ଉପକୂଳ ଓଡ଼ିଶାର ଅନ୍ୟ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୯ରୁ ୧୧ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ପ୍ରବଳ…
କେସିସି ବ୍ୟାଙ୍କରେ ବ୍ୟାପକ ଅନିୟମିତତା
ବ୍ୟାଙ୍କର ନିର୍ଦ୍ଦେଶକ ଓ ସଂପର୍କୀୟଙ୍କୁ ଋଣ ପ୍ରଦାନ କେନ୍ଦୁଝର: କେନ୍ଦୁଝର ସେଣ୍ଟ୍ରାଲ୍ କୋଅପରେଟିଭ ବ୍ୟାଙ୍କ (କେସିସି)ରେ ବ୍ୟାପକ ଅନିୟମିତତା ହୋଇଛି। ଏ ନେଇ ଗଠନ ହୋଇଥିବା ଟିମ୍ର ରିପୋର୍ଟ ଆଧାରରେ କୋଅପରେଟଟିଭ ସୋସାଇଟିର ରେଜିଷ୍ଟ୍ରାରଙ୍କ ପକ୍ଷରୁ ବ୍ୟାଙ୍କ ସଭାପତି ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ କାରଣଦର୍ଶାଅ…
ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା: କୋର୍ଟରେ ହାଜର ହେଲେ ୪ ଅଭିଯୁକ୍ତ
ବାଲେଶ୍ବର: ବହୁ ଚର୍ଚ୍ଚିତ ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଆଜି ଶେଷଥର ପାଇଁ ଏସ୍ଡିଜେଏମ୍ କୋର୍ଟରେ ୪ ଅଭିଯୁକ୍ତଙ୍କୁ ହାଜର କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜିଲ୍ଲା କୋର୍ଟରେ ହେବ ବୋଲି ଜଣାପଡ଼ିଛି। ଆଜି ଅପରାହ୍ଣ ପ୍ରାୟ ୧ଟା ବେଳେ ମୁଖ୍ୟ ଅଭିଯୁକ୍ତ…
ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ
ରାଉରକେଲା : ଅଜଣା ଟ୍ରେନ୍ ଧକାରେ ବେଦବ୍ୟାସ ଟିସିଆଇ ନିକଟ ରେଳଧାରଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ ବୟସ ପାଖାପାଖି ୩୦ ହେବ ବୋଲି ଜଣାପଡ଼ିଛି। ରେଳବାଇ ପୁଲିସ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ…
ବାଙ୍କୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା
ବାଙ୍କୀ: ବାଙ୍କୀ ମହୋତ୍ସବର ରୌପ୍ୟ ଜୟନ୍ତୀ ବୁଧବାର ଦ୍ୱିତୀୟ ସନ୍ଧ୍ୟା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଯୋଗଦାନ କରି ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ଏହି ବାଙ୍କୀ ମାଟିରୁ ଆରମ୍ଭ ହୋଇଥିଲା ଏବଂ ବାଙ୍କୀ ଅଞ୍ଚଳର ଗୌରବମୟ ଐତିହକୁ…
ଲଷ୍ମୀ ପୂଜା କରୁଥିବା ବେଳେ ପୂଜକଙ୍କ ବଜ୍ରାଘାତରେ ମୃତ୍ୟୁ
ସିମୁଳିଆ: ମଇତା ପୁର ପଂଚାୟତ ର ରାମବିନ୍ଧା ଗ୍ରାମ ର ପଦ୍ମଲୋଚନ ଦାଶ ଙ୍କ ୨୪ ବର୍ଷ ର ପୁତ୍ର ତଥା ପୂଜକ ସୁରେନ୍ଦ୍ର ଦାଶ କଳାଶୁଣିରେ ପୂଜା କରୁଥିବା ସମୟରେ ବ୍ରଜ୍ରାପାତରେ ତାଙ୍କର ଦେହାନ୍ତ ହୋଇଯାଇଛି। କଳାଶୁଣୀ ରେ ଲଷ୍ମୀପୂଜା କରୁଥିଲେ ପୂଜକ…
