Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍

Posted on October 16, 2025

ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍। ଗୁରୁବାର ଭୋର୍ ୩ଟା ବେଳେ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ନିକଟ ଜାତୀୟ ରାଜପଥ ଉପରେ ଏହି ଘଟଣା ଘଟିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।  ସୂଚନାନୁଯାୟୀ, ଗୁରୁବାର…

୧୮ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

Posted on October 16, 2025

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ।  ଆସନ୍ତା ଅକ୍ଟୋବର ୧୮ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  ଜୁଲାଇ ୧ରୁ ଶିମିଳିପାଳ ବୁଲିବା ଉପରେ କଟକଣା ଲାଗୁ ହୋଇଥିଲା।  ଏବେ କଟକଣା ହଟିବା ପରେ ପର୍ଯ୍ୟଟକମାନେ ଶିମିଳିପାଳ ବୁଲି ଏହାର ସୌନ୍ଦର୍ଯ୍ୟ…

କୋଣାର୍କରୁ ଅପହରଣ, ପାରାଦୀପରୁ ଉଦ୍ଧାର

Posted on October 16, 2025

କୋଣାର୍କ ନିକଟସ୍ଥ ବନାଖଣ୍ଡି ଏଚପି ପେଟ୍ରୋଲ ପମ୍ପ ସମ୍ମୁଖରୁ ଫିଲ୍ମ ଷ୍ଟାଇଲ୍‌ରେ ଅପହରଣ। କାର୍‌କୁ ଅଟକାଇ ଜୟ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକଙ୍କୁ ଉଠାଇନେଲେ ୭ ଯୁବକ। ପାରାଦୀପଗଡ଼ରୁ ଅପହୃତ ଯୁବକ ଉଦ୍ଧାର। ରାଜ୍ୟ ଓ ରାଜ୍ୟ ବାହାର ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ…

୨୧ରେ ଲଘୁଚାପ: ଉତ୍ତର- ପଶ୍ଚିମ ଦିଗରେ ମୁହାଁଇବା ନେଇ ଆକଳନ

Posted on October 16, 2025

ଆସନ୍ତା ୨୧  ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ  ସୃଷ୍ଟି ହୋଇପାରେ । ଲଘୁଚାପ ପରେ ଏହା ଉତ୍ତର  ପଶ୍ଚିମ ଦିଗରେ ମୁହାଁଇବ । ପରେ ଏହା ତାମିଲନାଡୁ  ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବ । ୨୩  ତାରିଖ ବେଳକୁ ଏହା…

ଡକାୟତି ଯୋଜନା ବେଳେ ଧରାପଡିଲେ ୩

Posted on October 16, 2025

ବୋଲେରୋ, ବନ୍ଧୁକ, ମୋବାଇଲ, ଟଙ୍କା ଜବତ ସୁନ୍ଦରଗଡ଼: ବଡ଼ଗାଁ ଥାନା ଅନ୍ତର୍ଗତ ମରଚିମୁଣ୍ଡା ପାଖରେ ସୋମବାର ରାତିରେ ଡକାୟତି ଯୋଜନା ଚାଲିଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ଅପରାଧୀଙ୍କୁ ଧରିବା ସହ ଡକାୟତି ଯୋଜନା କୁ ପଣ୍ଡ କରିଥିଲା । ଡକାୟତି ଯୋଜନା…

ଜୁଆ ଅଡ୍ଡା ଉପରେ ଚଢ଼ାଉ ୫ ଅଭିଯୁକ୍ତ ଗିରଫ

Posted on October 16, 2025

ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ପୁଲିସ ପକ୍ଷରୁ ଅପରେସନ ନେତ୍ର ଆଧାରରେ ଚାଲିଥିବା ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ୫ ଜୁଆଡ଼ି ଙ୍କୁ ଗିରଫ।ଗିରଫ ମାନେ ହେଲେ ଲମଟିବାହାଲ ନୂଆପଡା ର ଧର୍ମେନ୍ଦ୍ର ୟାଦବ(୩୩), ଓ ପି ଏମ କଲୋନୀ…

ଗାଁରେ ପଶି ଦୁଇଜଣ ମହିଳାଙ୍କୁ କାମୁଡୁଲା ବିଲୁଆ

Posted on October 16, 2025

ଏରସମା,: ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମରେ ୨ ଜଣ ମହିଳା ଙ୍କୁ ବିଲୁଆ ଆକ୍ରମଣ କରିଥିବା ବେଳେ ଜଣେ ପୁରୁଷ ବିଲୁଆ ଆକ୍ରମଣରୁ ଅଳ୍ପକେ ବତ୍ତୀ ଯାଇଥିଲେ।ସୂଚନାଯୋଗ୍ୟା କି ସଂଧ୍ୟା ସମୟରେ କଙ୍କରଦିଆ ଗ୍ରାମର ପୁଷ୍ପଲତା ପ୍ରଧାନ ନିଜର ବାଡି…

ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ

Posted on October 16, 2025

ମାଡ଼ି ବସିଲା ଅବକାରୀ ବିଭାଗ, ୨ ଗିରଫ ସମ୍ବଲପୁର, : ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ୫୩ କେଜି ଗଞ୍ଜେଇ ଜବତ। ଗଞ୍ଜେଇ ଚୋରା ଚାଲଣ କରୁଥିବା ମଧ୍ୟପ୍ରଦେଶ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ସେମାନେ ହେଲେ ସଞ୍ଜୀବ ପୁରୋହିତ (୫୪)…

ରାସ୍ତା କଡ଼କୁ ଓଲଟି ପଡିଲା ଟ୍ରାକ୍ଟର

Posted on October 16, 2025

ଟ୍ରାକ୍ଟର ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ରାଜଗାଙ୍ଗପୁର : ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଲିଡ଼ିହି ପଞ୍ଚାୟତ ନିକଟରେ ଟ୍ରାକ୍ଟର ଓଲିଟି ପଡିବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ଜଣ ମାଲିଡିହି ରାନି ପିଆ ସଙ୍ଗପାନି…

ବାସୁଦେବପୁର ବ୍ଲକ କୃଷି ଅଧିକାରିଣୀଙ୍କ ଆତ୍ମହତ୍ୟା ସନ୍ଧେହ ଘେରରେ

Posted on October 16, 2025

ବାସୁଦେବପୁର : ବାସୁଦେବପୁର ବ୍ଲକରେ କାର୍ଯ୍ୟରତ କୃଷି ଅଧିକାରିଣୀ ନିହାରିକା ଦଳେଇ ତାଙ୍କ ଭଡ଼ା ଘରେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଆଜି କୃଷି ଅଧିକାରିଣୀ କାର୍ଯ୍ୟାଳୟକୁ ଆସି ନଥିବା ବେଳେ ରହୁଥିବା ଭଡାଘରେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି…

Posts pagination

Previous 1 … 142 143 144 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme