Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu
ନାବାଳକ ହତ୍ୟା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳକ ଛାତ୍ରକୁ ହତ୍ୟା

Posted on October 3, 2025

ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡ ତଇଲା ସାହିରେ ଜଣେ ଦଶମ ଶ୍ରେଣୀର ଛାତ୍ରକୁ ହତ୍ୟା ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛିl ମୃତ ଛାତ୍ର ଜଣଙ୍କ ହେଲେ ଚନ୍ଦନ ଖଟୁଆ (୧୫) ତାଙ୍କ ବାପା ଦୀନବନ୍ଧୁ ଖଟୁଆ କୁହନ୍ତି, ପୂର୍ବ ମୋବାଇଲଚୋରୀକୁ କେନ୍ଦ୍ର କରି ମୋ ପୁଅକୁ ପୂର୍ବରୁ ମରଣାତ୍ମକ ଆକ୍ରମଣ କରିଥିଲେ l ପୁଅକୁ କଟକ ବଡ ମେଡିକାଲରେ ଭଲ କରି ଆଣିଥିଲି l ୧୫ୂ ଦିନ ତଳେ ଆମ ପରିବାରକୁ ଧମକ ଦେଇଥିଲେ ମୋ ପୁଅକୁ ମାରିଦେବେ ବୋଲି l ଆଜି ସକାଳେ ସେଇ ସାହିର ପଞ୍ଚୁ ବେହେରାଙ୍କ ସ୍ତ୍ରୀ ପବିନି ବେହେରା ମୋ ପୁଅକୁ ଘରୁ ଡାକି ନେଇଥିଲା l ତା ଘରେ ପୁଅର ଚପଲ ପଡ଼ିଥିବା ବେଳେ ଘର ପାଖ କାଜୁ ବଣରେ ମୋ ପୁଅକୁ ଗାମୁଛାରେ ମାରି ଓଳାଇ ଦେଇଛନ୍ତିl ପଞ୍ଚୁ ସାଥିରେ ଅନ୍ୟ ୨/୩ ଜଣ ସାମିଲ ଥିବା କହିଛନ୍ତି l ଖବର ପାଇ ପର୍ଜଙ୍ଗ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି l

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme