Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: December 2025

ସମୁଦ୍ର ଭିତରେ ମାଛଧରା ଟ୍ରଲରର ଧିବରଙ୍କ ମୃତ୍ୟୁ

Posted on December 26, 2025

ସମୁଦ୍ର ଭିତରେ ମାଛଧରା ଟ୍ରଲରର ଧିବରଙ୍କ ମୃତ୍ୟୁ। ଭଦ୍ରକ ଜିଲ୍ଲା ଧାମରା ମାଛଧରା ଜେଟିରୁ ଏହି ଘଟଣା ସାମ୍ନାକୁ ଆସିଛି। ମାଛଧରା ଜେଟିରୁ ଗତ ୨୩ ତାରିଖରୁ ମା ନାଛିନ୍ଦା ନାମକ ଟ୍ରଲର ୧୧ ଜଣ ଧିବରଙ୍କୁ ସାଙ୍ଗରେ ଧରି ସମୁଦ୍ରକୁ ମାଛ ମାରିବାକୁ…

ଏବେ ଗ୍ରୀନ୍‌ ଏବଂ ହର୍ବାଲ ଟି’କୁ କହିହେବନି ଚା’, ବେଆଇନ ଘୋଷଣା କଲା FSSAI

Posted on December 26, 2025

ଚା’ କାହର ବା ପ୍ରିୟ ନୁହେଁ। ଦିନ ସାରାର ଥକାପଣ ଭିତରେ ଗୋଟେ୍ ଚୁସକି ଚା ପୁରା ଦେହ ମନ ପ୍ରଫୁଲିତ କରିଦିଏ। ସକାଳର ଆରମ୍ଭ ହେଉ କି ସନ୍ଧ୍ୟାର ଖଟି ଚା’ ବିନା ସବୁ ଯେମିତି ଅଧୁରା ଲାଗେ। ଚା’ ଏମିତି ଏକ…

 

Posted on December 26, 2025

ଓଲା, ଉବର ଆପ୍‌ରେ ରହିବ ଜେଣ୍ଡର ଚଏସ୍‌, ଫିମେଲ୍‌ ଡ୍ରାଇଭର ବାଛିପାରିବେ ମହିଳା ଯାତ୍ରୀ ଏବେ ଓଲା, ଉବର ଆପ୍‌ରେ ରହିବ ଜେଣ୍ଡର ଚଏସ୍‌ ବିକଳ୍ପ। କ୍ୟାବ୍‌ ରାଇଡ୍‌ ବୁକ୍‌ କରିବା ବେଳେ ଫିମେଲ୍‌ ଡ୍ରାଇଭର ବାଛିପାରିବେ ମହିଳା। ଟ୍ରିପ୍‌ ଶେଷ ହେବା ପରେ…

ତାଳଚେର ଡବଲ ମର୍ଡର ଘଟଣାର ପର୍ଦାଫାଶ: ସୁରକ୍ଷାକର୍ମୀଙ୍କ ଗୁଳିରେ ଯାଇଥିଲା ୨ ଜୀବନ, ୫ ଗିରଫ

Posted on December 26, 2025

ତାଳଚେର ଲିଙ୍ଗରାଯୋଡ଼ି ଦୁଇ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାଶ କରିଛି ଅନୁଗୋଳ ପୁଲିସ । ଚୋରି କରିବାକୁ ଆସିଥିବା ବେଳେ ସୁରକ୍ଷାକର୍ମୀ ଗୁଳି ମାଡରେ ଉଭୟଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି । ଘଟଣାରେ ପୁଲିସ ପ୍ରଦୀପ ସିକ୍ୟୁରୀଟି ନାମକ ସଂସ୍ଥାର ୫ ସୁରକ୍ଷାକର୍ମୀ…

ନୂଆବର୍ଷରେ ଉପହାର ଆଣିବା ମନା, ମାର୍ଗଦର୍ଶିକା ଜାରି କଲେ ଜିଲ୍ଲାପାଳ

Posted on December 26, 2025

ନୂଆବର୍ଷରେ ଅଫିସକୁ ଉପହାର ଆଣିବା ମନା। ଫୁଲତୋଡ଼ା, ମିଠା ସହ ଉପହାର ଆଣିବାକୁ ବାରଣ। ମାର୍ଗଦର୍ଶିକା ଜାରି କଲେ ଗଞ୍ଜାମ ଜିଲ୍ଲାପାଳ। ‘ଧରିତ୍ରୀ ମା’ଙ୍କ ପାଇଁ ପ୍ରତିଜ୍ଞା’ରେ ସାମିଲ ହେବାକୁ ଆହ୍ବାନ। ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ଵାନ ଦେଲେ ଜିଲ୍ଲାପାଳ। ସେହିପରି ଦିନକ ପାଇଁ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ…

ଗାଡି ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Posted on December 26, 2025

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡରାବଳି ମସାଣି ବନ୍ଧ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଜଣେ ମୃତ। ମୃତ ବ୍ୟକ୍ତି ଜଣକ ଅମର ବିଷୋୟୀ ବୋଲି ଜଣାପଡିଛି। ସେପଟେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି…

 

Posted on December 26, 2025

  ଆଜି ବିଜୁ ଜନତା ଦଳ ପାଳିବ ୨୯ତମ ଜନ୍ମ ଦିନ, ଦଳରେ ଥମୁନି ବୟାନବାଜି, ସଞ୍ଜୀବନୀ ଦେବେ କି ନବୀନ ? ଶଙ୍ଖ ପତାକା ଉଡ଼ିବ, କେକ୍ କଟିବ । ଫୁଲ, ବେଲୁନ ସବୁ ପ୍ରସ୍ତୁତ । ସଜେଇ ହେଲାଣି ଶଙ୍ଖ ଭବନ…

୨୦ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ, ୧୦ ଡିଗ୍ରୀ ତଳେ ୧୦ ଅଞ୍ଚଳରେ ପାରଦ

Posted on December 26, 2025

ରାଜ୍ୟରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏମିତି ଘନ କୁହୁଡ଼ି ଜାରି ରହିବ । ଆଜି ୨୦ ଜିଲ୍ଲାକୁ ପାଣିପାଗ ବିଭାଗ ଏନେଇ ସତର୍କ କରିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଅନୁଗୁଳ, ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ କୁହୁଡ଼ି…

ଗୁଜରାଟରେ ଭୂକମ୍ପ ଅନୁଭୂତ, ତୀବ୍ରତା ୪.୪

Posted on December 26, 2025

ଆଜି ଗୁଜରାଟରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୪ ରହିଛି । ଭୂକମ୍ପ ପ୍ରାୟ ଭୋର ୪ ଟା ୩୦ମିନିଟ୍ ସମୟରେ ଅନୁଭୂତ ହୋଇଥିବା ଜଣାପଡିଛି । ଯାହାଦ୍ବାରା ଭୟରେ ଲୋକମାନେ ଘରୁ ବାହାରକୁ ବାହାରି ଯାଇଥିଲେ । ସୂଚନାନୁଯାୟୀ, ଗୁଜରାଟର…

ପଦ୍ମପୁରରେ ଚାଷୀଙ୍କ ହକ୍‌ ପାଇଁ ଗର୍ଜନ: ୧୨ ଘଣ୍ଟିଆ ବନ୍ଦ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

Posted on December 26, 2025

ପଦ୍ମପୁର: ଚାଷୀଙ୍କ ସମସ୍ୟାକୁ ନେଇ ଆଜି ପଦ୍ମପୁର ସହର ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଛି। ଧାନ କ୍ରୟରେ ଅବ୍ୟବସ୍ଥା, ଟୋକନ ସମସ୍ୟା ଏବଂ ମଣ୍ଡିରେ ବ୍ୟାପକ ‘କଟନୀ-ଛଟନୀ’କୁ ବିରୋଧ କରି ସ୍ଥାନୀୟ କୃଷକ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦିଆଯାଇଛି। ଏହି…

Posts pagination

Previous 1 … 7 8 9 … 64 Next

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov   Jan »

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme