ମହାନଦୀ କୋଇଲା କ୍ଷେତ୍ର (MCL) ଅଧୀନରେ ଥିବା ତାଳଚେରର ବଳରାମ କୋଇଲା ଖଣିରେ ଚୋରା କୋଇଲା ଚାଲାଣ ଏବଂ ‘ପ୍ରଥମେ ଆସ, ପ୍ରଥମେ ସେବା’ (First Come First Serve) ନିୟମ ଭାଙ୍ଗିବା ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଜଣେ MCL କର୍ମଚାରୀ…
Day: December 12, 2025
ଚଞ୍ଚକତା କରି ଟ୍ରକ ହାତେଇଲା ଦାଦା ପୁଅ ଭାଇ। ହୃଦୟସ୍ପର୍ଶୀ ଭିଡିଓ କରି ଆତ୍ମହତ୍ୟା କଲେ ଦିବ୍ୟାଙ୍ଗ ଯୁବକ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବାମ ବନ୍ଧ କେନାଲ ନଂ -୨ର ବଡ଼ଝରା ଗାଁ ନିକଟରୁ ଶହ ଶହ ଟ୍ରିପ ମାଟି ଚୋରି ହୋଇଥିବା ଦେଖିବାକୁ ମିଳିଛି। ଜାତୀୟ ରାଜପଥ ନଂ- ୫୩ ବଡ଼ଝରା ଗାଁ ନିକଟରେ ଏକ ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ମାଟି…
ଅଳିଆ ବୁହା ଗାଡି ଧକ୍କାରେ ଦୁଇ ବର୍ଷର ଶିଶୁ କନ୍ୟାର ମୃତ୍ୟୁ
ତାଳଚେର ପୌରପରିଷଦର ଅଳିଆ ବୁହା ଗାଡି ଧକ୍କାରେ ଦୁଇ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ମୃତ ଶିଶୁ କନ୍ୟା ହେଲେ ବାଘୁଆବୋଲ ଗଣେଶ ବିହାର ଅଞ୍ଚଳର ଅନ୍ୱେସା ରାୟ । ଅନ୍ୱେସା ଘର ଆଗରେ ଛିଡା ହୋଇଥିବା ବେଳେ ଅଳିଆ ବୁହା…
ପୁଣି ଉପରମୁହାଁ ସୁନା, ଜାଣି ନିଅନ୍ତୁ ଆଜିର ସୁନା ଦର ତେବେ
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୨,୬୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ପ୍ରସ୍ତୁତ ହେବ ଓଡ଼ିଶା ମାଷ୍ଟର ପ୍ଲାନ, BISAG-N ସହିତ ବୁଝାମଣାପତ୍ର ସ୍ୱାକ୍ଷର
ପ୍ରଧାନମନ୍ତ୍ରୀ ଗତି ଶକ୍ତି ଅଧୀନରେ ପ୍ରସ୍ତୁତ ହେବ ଓଡ଼ିଶା ମାଷ୍ଟର ପ୍ଲାନ। BISAG-N ସହିତ MOU ସ୍ୱାକ୍ଷର। ବାଣିଜ୍ୟ ଏବଂ ପରିବହନ ବିଭାଗ ମାଧ୍ୟମରେ ରାଜ୍ୟ ସରକାର ଭାସ୍କରାଚାର୍ଯ୍ୟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍ ଆପ୍ଲିକେସନ୍ସ ଆଣ୍ଡ୍ ଜିଓ-ଇନଫର୍ମେଟିକ୍ସ (BISAG-N) ସହିତ ଏକ ବୁଝାମଣାପତ୍ର…
ରାଜଧାନୀରେ ଲଜ୍ଜା: ଘରେ ପଶି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ରାଜଧାନୀରେ ଜଣେ ୧୧ ବର୍ଷର ନାବାଳିକା ଦୁଷ୍କର୍ମ ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳିକାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପାଇ ମହିଳା ଥାନା ପୁଲିସ ଏକ ମାମଲା ରୁଜୁକରି ଦୁଷ୍କର୍ମକାରୀକୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ କରିଦେଇଛି । ମିଳିଥିବା ଅଭିଯୋଗ…
ପଶ୍ଚିମବଙ୍ଗ ରାଜନୀତିରେ ‘SIR’ ଝଡ଼: ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ପରିସ୍ଥିତି
ପଶ୍ଚିମବଙ୍ଗରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ‘SIR’ (ସିଷ୍ଟମାଟିକ୍ ଇଲେକ୍ଟୋରାଲ୍ ରିଭିଜନ୍) କାର୍ଯ୍ୟକ୍ରମକୁ ନେଇ ରାଜନୀତି ସରଗରମ ହୋଇଛି। ଅନ୍ୟ ରାଜ୍ୟରେ ଏହି କାର୍ଯ୍ୟର ସମୟସୀମା ବଢ଼ାଯାଇଥିବାବେଳେ ପଶ୍ଚିମବଙ୍ଗରେ ଏହା ପରିବର୍ତ୍ତନ ହୋଇନାହିଁ। ନିର୍ବାଚନ କମିସନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…
ବଢ଼ିଲା ଦିଲ୍ଲୀରେ ଜିଲ୍ଲା ସଂଖ୍ୟା: ଏବେ ୧୧ ନୁହେଁ ୧୩ ଜିଲ୍ଲା
ଦିଲ୍ଲୀର ଅନେକ ଲୋକଙ୍କ ଠିକଣା ଏବେ ବଦଳିବାକୁ ଯାଉଛି । କାହିଁକି ନା ଦିଲ୍ଲୀରେ ଏବେ ଆଉ ୧୧ ଜିଲ୍ଲା ନୁହେଁ ବରଂ ରହିବ ୧୩ ଜିଲ୍ଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦିଲ୍ଲୀର ପୂର୍ବରୁ ଥିବା ୧୧ଟି ରାଜସ୍ୱ ଜିଲ୍ଲାର…
ଆଜି ଛତିଶା ନିଯୋଗ ବୈଠକ
ଶ୍ରୀମନ୍ଦିରରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପହିଲି ଭୋଗ । ଏହି ପହିଲି ଭୋଗ ନୀତି ନିର୍ଦ୍ଧାରିତ ସମୟରେ ସମ୍ପାଦନ କରିବା ନିମନ୍ତେ ଶୁକ୍ରବାର ଛତିଶା ନିଯୋଗ ବୈଠକ ବସିବାକୁ ଯାଉଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି…
ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ପରଲୋକ
ଭାରତୀୟ ରାଜନୀତିର ଜଣେ ବରିଷ୍ଠ ତଥା ଅଭିଜ୍ଞ ବ୍ୟକ୍ତିତ୍ୱ, ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଲୋକସଭାର ପୂର୍ବତନ ବାଚସ୍ପତି ଶ୍ରୀ ଶିବରାଜ ପାଟିଲଙ୍କ ଆଜି ୯୦ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି (ଶୁକ୍ରବାର) ସକାଳ ପ୍ରାୟ ୬.୩୦…
