Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସମୁଦ୍ର ଭିତରେ ମାଛଧରା ଟ୍ରଲରର ଧିବରଙ୍କ ମୃତ୍ୟୁ

Posted on December 26, 2025

ସମୁଦ୍ର ଭିତରେ ମାଛଧରା ଟ୍ରଲରର ଧିବରଙ୍କ ମୃତ୍ୟୁ। ଭଦ୍ରକ ଜିଲ୍ଲା ଧାମରା ମାଛଧରା ଜେଟିରୁ ଏହି ଘଟଣା ସାମ୍ନାକୁ ଆସିଛି। ମାଛଧରା ଜେଟିରୁ ଗତ ୨୩ ତାରିଖରୁ ମା ନାଛିନ୍ଦା ନାମକ ଟ୍ରଲର ୧୧ ଜଣ ଧିବରଙ୍କୁ ସାଙ୍ଗରେ ଧରି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ଆଜି ସମୁଦ୍ର ଭିତରେ ଜାଲ ଉଠାଉ ଥିବା ବେଳେ ପିଟି ହୋଇ ନୃସିଂହ ଦଳେଇ ନାମକ ଯୁବକଙ୍କ ଫସି ଯାଇ ମୃତ୍ୟୁ ହୋଇଛି। ଘଟଣା ପରେ ତୁରନ୍ତ ଅନ୍ୟ ଧିବରମାନେ ଟ୍ରଲରକୁ ଧାମରା ଜେଟିକୁ ଫେରାଇ ଆଣିଛନ୍ତି। ତେବେ ମୃତକଙ୍କ ଘର କେନ୍ଦାପଡା ଜିଲ୍ଲା ରଂଗଣି ଗ୍ରାମରେ ବୋଲି ସୂଚନା ମିଳିଛି। ସେପଟେ ଘଟଣାକୁ ନେଇ ଧାମରା ମେରାଇନ ଥାନାରେ ମୃତକଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme