ଆଜି ମାର୍ଗଶିର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ୫ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗମଣ୍ଡପ…
Month: November 2025
ଲଦାଖ ଏବଂ ଚୀନରେ ଶକ୍ତିଶାଳୀ ଭୂକମ୍ପ, ତୀବ୍ରତା ୪.୪
ଲଦାଖର ଲେହରେ ଆଜି ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ତର ସ୍କେଲରେ ଭୂକମ୍ପର ତୀବ୍ରତା ୩.୭ ରେକର୍ଡ କରାଯାଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସିଜ୍ମୋଲୋଜି (NCS) ସୂଚନା ଦେଇଛି। କେନ୍ଦ୍ରସ୍ଥଳ ପୃଥିବୀର ୧୦ କିଲୋମିଟର ଗଭୀରତାରେ ଥିଲା। ଘଟଣା ସମୟରେ ଲୋକମାନେ…
ଢେଙ୍କାନାଳ ୧୨ ଘଣ୍ଟିଆ ବନ୍ଦ; TPCODL ବିରୋଧରେ ଜନତାର କ୍ରୋଧ
TPCODLର ମନମୁଖୀ କାର୍ଯ୍ୟ, ଉଚ୍ଚ ବିଦ୍ୟୁତ ବିଲ ଓ ସ୍ମାର୍ଟ ମିଟର ବିରୋଧରେ ଢେଙ୍କାନାଳରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବା ଏହି ବନ୍ଦକୁ ଢେଙ୍କାନାଳ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ଡାକରା ଦେଇଛି।…
ଆମେରିକାରୁ ମୁହଁ ଫେରାଉଛନ୍ତି ଭାରତୀୟ ଛାତ୍ର
ଆମେରିକାରୁ ମୁହଁ ଫେରାଉଛନ୍ତି ଭାରତୀୟ ଛାତ୍ର। ବିଶ୍ଵବିଦ୍ୟାଳୟ ଗୁଡ଼ିକରେ କମିଲା ଭାରତୀୟ ଛାତ୍ରଙ୍କ ସଂଖ୍ୟା। ବିଶ୍ୱସନୀୟତା ହରାଉଛି ବିଶ୍ୱର ସର୍ବବୃହତ ଶିକ୍ଷା ଅର୍ଥନୀତି। ଭିସା ପ୍ରକ୍ରିୟାର ବର୍ଦ୍ଧିତ ଜଟିଳତା, କଠୋର ସୁରକ୍ଷା ଯାଞ୍ଚ ଏବଂ H-1B ୱାର୍କ ପରମିଟ୍ ସମ୍ପର୍କରେ ଅନିଶ୍ଚିତତା ଯୋଗୁଁ ବହୁ…
କୋରାପୁଟରେ ଭାଲୁ ଆତଙ୍କ, ସ୍ଥାନୀୟ ଲୋକେ ହେଉଛନ୍ତି ଭୟଭୀତ
କୋରାପୁଟରେ ଭାଲୁ ଭୟ । କୋରାପୁଟ କୁନ୍ଦୁରାରେ ବୁଲୁଛି ଭାଲୁ । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଛନ୍ତି ଭାଲୁ । କେତେବେଳେ ଦୁଇ ଟିକିଆ ଭାଲୁ ତ ଆଉ କେତେବେଳେ ୩ ଟିକିଆ ଭାଲୁ ଆସୁଥିବା ଦେଖି ଆତଙ୍କୀତ ଅବସ୍ଥାରେ ଅଞ୍ଚଳବାସୀ ।…
୫.୮ ଡିଗ୍ରୀକୁ ଖସିଲା ପାରଦ, ୧୨ ଡିଗ୍ରୀ ତଳେ ୧୩ ସହର
ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଦେହ, ହାତ ଥରାଇ ଦେବ । ୧୦ରୁ ଅଧିକ ସ୍ଥାନର ପାରଦ ୧୨ ଡିଗ୍ରୀ ତଳକୁ ଖସିପାରେ । ଫୁଲବାଣୀରେ ୯ ଡିଗ୍ରୀ ରହିବ । ଉତ୍ତର ଓ ଆଭ୍ୟନ୍ତରୀଣ…
ପୁଅ ଜନ୍ମ ନହେବାରୁ ମା ସହିତ ପାଞ୍ଚ ଝିଅ ଗଲେ ସୁଧାର କେନ୍ଦ୍ର ।
ପୁଅ ଜନ୍ମ ନହେବାରୁ ମା ସହିତ ପାଞ୍ଚ ଝିଅ ଗଲେ ସୁଧାର କେନ୍ଦ୍ର । ତୁ ମତେ ପୁଅ ଦେଇ ପାରୁନୁ ,ଏହି ଘରେ ରହିବାର ଅଧିକାର ତୋର ନାହିଁ ।ପଞ୍ଚମ ଝିଅ ଜନ୍ମ ପରେ ସ୍ୱାମୀ ଆକ୍ରୋଶର ଶିକାର ହେଲା ମା, ମାଡ଼…
ଆଜି ସ୍ଥିର ରହିଛି ସୁନା ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୫,୦୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୪,୬୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ…
ୟୁକ୍ରେନ୍ ଉପରେ ରୁଷ୍ର ପ୍ରଚଣ୍ଡ ଆକ୍ରମଣ; ୯ ମୃତ
ବନ୍ଧୁକର ଗର୍ଜନ ଥମୁନାହିଁ । ରକ୍ତପାତ ରୋକୁନାହିଁ । ଯୁଦ୍ଧ ଥମିବାର କୌଣସି ବାଟ ଫିଟୁନାହିଁ । ଶାନ୍ତି ଫେରିବା ଆଶା ଆଶଙ୍କାରେ ରହିଛି । ପୁଣି ୟୁକ୍ରେନ୍ ଉପରେ ପ୍ରଚଣ ଆକ୍ରମଣ କରିଛି ରୁଷ୍ । ଶୁକ୍ରବାର ରାତିରୁ ଶନିବାର ଯାଏ ରୁଷ୍ର…
ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା,୯ ମୃତ
ଅଶୁଭ ରବିବାର। ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ଗ୍ୱାଲିୟରରେ ବାଲି ବୋଝେଇ ଟ୍ରାକ୍ଟର ସହିତ କାର ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଜାମ୍ମୁ ଓ କାଶ୍ମୀରର ବଡଗାମରେ ଟ୍ରକ…
