ରାଜଧାନୀର ବୁଦ୍ଧ ପାର୍କ ନିକଟରେ ଆଜି ଘଟିଥିବା ଏକ ହୃଦୟବିଦାରକ ଘଟଣା ଅଞ୍ଚଳରେ ତହଲକା ସୃଷ୍ଟି କରିଛି। ପୂର୍ବତନ ପ୍ରେମିକ ନିଜ ପ୍ରେମିକାଙ୍କୁ ଆକ୍ରମଣ କରି ତାଙ୍କ ତଣ୍ଟି କାଟିଦେଇଛି। ଆହତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ…
Month: November 2025
ବିଟରୁଟ୍ ର ଫାଇଦା…
ଶରୀରରେ ରକ୍ତ ଅଭାବ କିମ୍ବା ରକ୍ତହୀନତା କଥା ଆସିଲେ ଲୋକଙ୍କ ମନରେ ପ୍ରଥମେ ବିଟ୍ ରୁଟ୍ ଆସେ । ଡ଼ାକ୍ତରମାନେ ମଧ୍ୟ ଏହାକୁ ରକ୍ତହୀନତା ପାଇଁ ଖାଦ୍ୟରେ ସାମିଲ କରିବାକୁ ପରାମର୍ଶ ଦିଅନ୍ତି । ବିଟ୍ ରୁଟ୍ କେବଳ ଅଳ୍ପ ସମୟ ମଧ୍ୟରେ ହିମୋଗ୍ଲୋବିନ୍…
ମା’କୁ ଖଣ୍ଡ ଖଣ୍ଡ କରି କାଟିଲା ପୁଅ, ଅଭିଯୁକ୍ତ ଥାନାରେ ଅଟକ
ତନ୍ତ୍ର ସାଧନା ପାଇଁ ମା’କୁ ବଳି ପକାଇଲା ପୁଅ। ଶରୀରକୁ ଖଣ୍ଡଖଣ୍ଡ କରି କାଟିଲା। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସହର ଉପରସାହିରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ପୁଲିସ ଅଭିଯୁକ୍ତ ପୁଅକୁ ଉଠାଇ ଆଣି ଥାନାରେ ଅଟକ ରଖିବା ସହ ପଚରାଉଚରା ଜାରି ରଖିଛି।…
ଖବର ପ୍ରସାରଣ ପରେ ଆକ୍ସନ ଦେଖାଇଛି ଭୁବନେଶ୍ୱର ମହାନଗର ନିଗମ।
ଖବର ପ୍ରସାରଣ ପରେ ଆକ୍ସନ ଦେଖାଇଛି ଭୁବନେଶ୍ୱର ମହାନଗର ନିଗମ। ଢେଙ୍କାନାଳରେ BMC ଅଳିଆ ପଡିବା ଏବଂ ପରିବେଶ ପ୍ରଦୂଷଣକୁ ନେଇ ଆମ ପ୍ରତିନିଧି ଗ୍ରାଉଣ୍ଡ ଜିରୋରୁ ଖବର ପ୍ରସାରଣ କରିଥିଲେ। ଯେଉଁ ଖବର ପ୍ରସାରଣ ପରେ BMC ର ଚିଠି ସଂଖ୍ୟା 58697…
ବୋମା ପକାଇ ଟ୍ରକରୁ ତେଲ ଲୁଟିଲେ ଦୁର୍ବୁତ୍ତ, ପୋଲିସର ତନାଘନା।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ନୂଆପାଣି ଗାଁ ପେଟ୍ରୋଲ ପମ୍ପ ନିକଟରେ ବୋମା ପକାଇ ଗୋଟିଏ ଟ୍ରକରୁ ତେଲ ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଗତ କାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଏକ କାରରେ ଆସି ନୂଆପାଣି ପେଟ୍ରୋଲ…
ଅଧା ରହିଗଲା କାଳିଆ ଦର୍ଶନଓଲଟିଲା ଟ୍ରାଭେଲର, ୭ ଗୁରୁତର
ଅଧାରେ ରହିଗଲା ଜଗନ୍ନାଥ ଦର୍ଶନ । ଓଲଟିଲା ଟ୍ରାଭେଲର, ୭ ଗୁରୁତର । ବିଳମ୍ବିତ ରାତିରେ ଆନ୍ନଦପୁର ରାମଚନ୍ଦ୍ରପୁର ଥାନା ମଛାଳୋ ନିକଟରେ ଦୁର୍ଘଟଣା । ଘସିପୁରା ଥାନା ପୁରୁଣିଆ ଗାଁର ୧୨ ଜଣ ଲୋକ ଏକ ଟ୍ରାଭେଲରରେ ପୁରୀ ବାହାରିଥିଲେ ଜଗନ୍ନାଥ ଦର୍ଶନ…
ବାଂଲାଦେଶରେ ପୁଣି ଭୂକମ୍ପ ଝଟକା: ଗୋଟିଏ ସେକେଣ୍ଡରେ ୨ ଟି ଝଟକା, ତୀବ୍ରତା ୩.୭ ଓ ୪.୩
ବାଂଲାଦେଶରେ ଆଜି ସକାଳେ ପୁଣି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଗୋଟିଏ ସେକେଣ୍ଡ ଅନ୍ତରରେ ୨ଟି ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଏଥିରେ ତୀବ୍ରତା ୩.୭ ଏବଂ ୪.୩ ରହିଥିଲା । ବାଂଲାଦେଶ ପାଣିପାଗ ବିଭାଗର ଭୂମିକମ୍ପ ପର୍ଯ୍ୟବେକ୍ଷଣ ଏବଂ ଗବେଷଣା…
ନୂଆଦିଲ୍ଲୀରେ ନଡ୍ଡାଙ୍କୁ ଭେଟିଲେ ମୋହନ ମାଝୀ, ରାଜ୍ୟର ଉନ୍ନତି ଉପରେ କଲେ ଆଲୋଚନା
ନୂଆପଡ଼ା ଉପନିର୍ବାଚନରେ ବିଜୟ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଲେ । ସୌଜନ୍ୟ ମୂଳକ ଏହି ସାକ୍ଷାତକାଳରେ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି, ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ…
ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬୦ ମିଟର ଖାଇକୁ ଖସିଲା ଗାଡ଼ି, ୩ ମୃତ
ଉତ୍ତରାଖଣ୍ଡ ନୈନିତାଲରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗାଡ଼ିଟି ୬୦ମିଟର ଖାଇକୁ ଖସିପଡିଥିବାରୁ ଏପରି ଦୁର୍ଘଟଣା ଘଟିଛି । ଆହତଙ୍କ ଚିକିତ୍ସା ପାଇଁ ତାଙ୍କୁ ଏକ ହସ୍ପିଟାଲରେ…
କୋଟାରେ ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ
ମେଡିକାଲ ଓ ଇଞ୍ଜିନିୟରିଂ କୋଚିଂ ସେଣ୍ଟରର କେନ୍ଦ୍ର ଭାବେ ପରିଚିତ ରାଜସ୍ଥାନର କୋଟାରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ୯ ମହଲା କୋଠାରୁ ସେ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ୧୭ ବର୍ଷୀୟ ଏହି ଛାତ୍ରଙ୍କ ଘର ମଧ୍ୟପ୍ରଦେଶର ଭୋପାଳରେ ।…
