ରାଜଧାନୀର ରାଜରାସ୍ତାରେ ଏକାଠି ହୋଇ ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାରତୀୟ ମଜଦୂର ସଂଘ ସହ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱର୍କର୍ସ ସଂଘଙ୍କ ଅନୁଷ୍ଠାନରେ କର୍ମୀମାନେ ୧୧ ଦଫା ଦାବି ସମ୍ବନ୍ଧୀୟ ଆନ୍ଦୋଳନ କରୁଛନ୍ତି।…
Month: November 2025
ଆମେରିକାରେ ଜୋର୍ ଧରିଲା ଟ୍ରମ୍ପ ବିରୋଧୀ ଆନ୍ଦୋଳନ, ୱାଶିଂଟନ ଡିସିରେ ହଜାର ହଜାର ଆନ୍ଦୋଳନକାରୀ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବଡ଼ ଆନ୍ଦୋଳନ ଜୋର୍ ଧରିଛି। ୱାଶିଂଟନ ଡିସିରେ ହଜାର ହଜାର ଆନ୍ଦୋଳନକାରୀ ରାଷ୍ଟ୍ରପତି ଗାଦିରୁ ତାଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି।ଗତ କିଛି ମାସ ଧରି ଚାଲିଥିବା ଏହି ଆନ୍ଦୋଳନ ବର୍ତ୍ତମାନ ଏକ ବିଶାଳ ରୂପ ନେଇଛି।…
ସ୍ତନ୍ୟପାନ କରାଉଥିବା ମହିଳାଙ୍କ କ୍ଷୀରରେ ୟୁରାନିୟମ
ବିହାରରେ ସ୍ତନ୍ୟପାନ କରାଉଥିବା ୪୦ ମହିଳାଙ୍କ କ୍ଷୀରରେ ବିଷାକ୍ତ ୟୁରାନିୟମ। ନେଚର ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ମା’ କ୍ଷୀରରେ ଥିବା ୟୁରାନିୟମ ସ୍ତର ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରିପାରେ ।…
ଜଷ୍ଟିସ ସୂର୍ଯ୍ୟ କାନ୍ତ ୫୩ତମ ପ୍ରଧାନ ବିଚାରପତି ଭାବେ ନେଲେ ଶପଥ
ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ଶପଥ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଜଷ୍ଟିସ ବି.ଆର. ଗଭାଇଙ୍କ ପରେ ଦାୟିତ୍ବ ନେଇଛନ୍ତି ଏବଂ ୨୦୨୭ ଫେବ୍ରୁଆରୀ ୯ ପର୍ଯ୍ୟନ୍ତ ରହିବେ।…
ଗୋବିନ୍ଦପୁରସ୍ଥିତ ସରକାରୀ ବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ ।
ସମ୍ବଲପୁର ବାମରା ବ୍ଲକ ଗୋବିନ୍ଦପୁରସ୍ଥିତ ସରକାରୀ ବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ତଦନ୍ତ କରୁଛି ଗୋବିନ୍ଦପୁର ପୋଲିସ । ହଷ୍ଟେଲରୁ ରବିବାର ଅପରାହ୍ନରେ ନବମ ଶ୍ରେଣୀର ୨ ଜଣ ଛାତ୍ରୀ ଓ ଦଶମ ଶ୍ରେଣୀର ଜଣେ…
ପିନ୍ଧା ଲୁଗାରେ ଝୁଲି ପଡ଼ିଲେ ଯୁବକ
ବାଲିପାଟଣା ଥାନା ଅଠାନ୍ତର ମହାନ୍ତି ସାହିର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ବିଶ୍ୱଜିତ ଦାସ ଓରଫ ଚିକୁନ ଘର ଭିତରେ ପିନ୍ଧା ଲୁଗା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି | ବାପା ଓ ମାଆ ତୀର୍ଥରେ ଯାଇଥିଲେ| ଚିକୁନଙ୍କ ପତ୍ନୀ ବାପ ଘରକୁ ଯାଇଥିଲେ…
ମ୍ୟାନେଜରଙ୍କୁ ହାଣି ଟଙ୍କା ଲୁଟ୍
ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଷ୍ଟେସନ ରୋଡ଼ରେ ଥିବା ଏକ ବାର୍ର ମ୍ୟାନେଜର ଓ ତାଙ୍କ ସହଯୋଗୀ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ତାଙ୍କୁ ଆକ୍ରମଣ କରି ଟଙ୍କା ସହିତ ମୋବାଇଲ ଲୁଟିନେଲେ ଦୁର୍ବୃତ୍ତl ଗତକାଲି ବିଳମ୍ବିତ ରାତିରେ ୩ଜଣ…
ଆହୁରି ବଳ ଗୋଟାଉଛି ଲଘୁଚାପ,୨୬ ସୁଦ୍ଧା ବାତ୍ୟା
ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ସୃଷ୍ଟି ହୋଇଛି । ସୋମବାର ଏହା ଅବପାତ ଓ ୨୬ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିବା ଆଗରୁ ଦିଗ ବଦଳାଇ ମିଆଁମାର ପଳାଇବ । ଓଡ଼ିଶାରେ ବିଶେଷ ପ୍ରଭାବ…
ଟଙ୍କାର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ…
ତାଳଚେର ଶିବରାମପୁର ଗାଁ ଶିବ ମନ୍ଦିର ପଛ ପାଖରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅବିଯୋଗ ।ଟଙ୍କାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ଯୁବକଙ୍କୁ କାବୁ କଲେ ପରିବାର ଲୋକେ । ନିସ୍ତୁକ ମାଡ଼ ପରେ ଯୁବକକୁ ତାଳଚେର…
ସୁନା କିଣିବା ପୂର୍ବରୁ ଦାମ୍ ଉପରେ ପକାନ୍ତୁ ନଜର
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୫,୮୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
