ଋତୁ ଅନୁଯାୟୀ ମିଳୁଥିବା ଫଳ ଖାଇଲେ ଅନେକ ଶାରୀରିକ ସମସ୍ୟାକୁ ଦୂରେଇ ଦେଇହୁଏ। ବିଶେଷ କରି ଖରାଦିନେ ଓ ବର୍ଷାଦିନେ ଟିକେ ଅଧିକ ପରିମାଣରେ ସପୁରୀ ମିଳିଥାଏ। ଏହି ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।-ସପୁରୀ ରସରରେ…
Month: October 2025
ଗାଁ ମଧ୍ୟରେ କୋଇଲା ଟ୍ରକ ଚଳାଚଳକୁ ନେଇ ଗ୍ରାମବାସୀଙ୍କ ବିରୋଧ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁରେ କୋଇଲା ଟ୍ରକ ଚଳାଚଳକୁ ନେଇ ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଛି।ଯାହାକୁ ନେଇ ଗ୍ରାମବାସୀ ମାନେ ନିଜର ସମସ୍ୟାକୁ ପ୍ରଶାସନକୁ ଜଣାଇବା ସହ କୋଇଲା ଟ୍ରକ ଗୁଡିକ ଗାଁ ମଧ୍ୟରେ ଯିବାଆସିବାକୁ ବନ୍ଦ କରିବାକୁ ଦାବି କରିଛନ୍ତି।…
ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମଦିନରେ ହେବ ପରେଡ୍, ଘୋଷଣା କଲେ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀରେ ସ୍ମରଣ କରି ଘୋଷଣା କରିଛନ୍ତି ଯେ, ପ୍ରତିବର୍ଷ ଜନ୍ମଦିନରେ ଏକ ପରେଡ୍ ଅନୁଷ୍ଠିତ ହେବ। ଏହି ବର୍ଷ ପରେଡ୍ ୩୧ ଅକ୍ଟୋବର ରେ ହେବ, ଯାହାରେ ଅର୍ଦ୍ଧସାମରିକ ବାହିନୀ, ସଶସ୍ତ୍ର ବାହିନୀ…
ମେଲବର୍ଣ୍ଣରେ ଅଭ୍ୟାସ ସମୟରେ ଚାଲିଗଲା କ୍ରିକେଟର ବେନ୍ ଅଷ୍ଟିନଙ୍କ ଜୀବନ, ବେକରେ ବାଜିଥିଲା ବଲ୍
ଟିମ୍ ଇଣ୍ଡିଆ ଏବେ ୫ଟି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଛି। ପ୍ରଥମ ଟି୨୦ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଛି, ଏହାପରି ମଧ୍ୟରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣରୁ ଏକ ଦୁଃଖଦ ଖବର ଆସିଛି। ୧୭ ବର୍ଷୀୟ କ୍ରିକେଟର ବେନ୍ ଅଷ୍ଟିନ ଅଭ୍ୟାସ…
ରାଜରାସ୍ତାରେ ଲୁଟ୍ ପରେ ଏବେ ଘର ମୁହାଁ ଚୋର
ଧର୍ମଶାଳା ପରେ ଏବେ ଜେନାପୁର ଥାନା ଅଞ୍ଚଳରେ ଚୋରଙ୍କ ଉତ୍ପାତ। ରାଜରାସ୍ତାରେ ଲୁଟ୍ ପରେ ଏବେ ମାଲଗୋଦାମ ଓ ଘର ମୁହାଁ ଚୋର। ପାନ ମସଲା ଗୋଦାମରୁ ଲୁଟ୍। ସଟର୍ ଭାଙ୍ଗି ଲୁଟିନେଲେ ୧୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ପାନ ମସଲା। ଏନେଇ ଜେନାପୁର…
୧୭୧ କିଲୋ ଗଞ୍ଜେଇ ଜବତ, ଜଣେ ଅଟକ
ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଭୁବନେଶ୍ୱର ଜୋନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦଳ । କାର୍ରୁ ଜବତ ହେଲା ୧୭୧ କେଜି ଗଞ୍ଜେଇ । ଧରାପଡ଼ିଲା ଚାଲାଣକାରୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।…
କ୍ରେନ ଓଲଟିବା ଯୋଗୁଁ ଗଲା ୨ ଜୀବନ
ମଧ୍ୟପ୍ରଦେଶ ଧାର ଜିଲ୍ଲାରେ କ୍ରେନ ଓଲଟିବା ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଖବର ମୁତାବକ, ଧାର ଜିଲ୍ଲାର ପିତମପୁରର ସାଗୌର ନିକଟରେ ରେଲୱେର…
ପୋଡ଼ି ପାଉଁଶ ହୋଇଗଲା ୩୦ ଲକ୍ଷ ଟଙ୍କାର ସମ୍ପତ୍ତି
ରାଜଧାନୀ ଭୁବନେଶ୍ୱରର ପଳାସୁଣୀ ଅଞ୍ଚଳର ଏକ କୋଠାରେ ଗୁରୁବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ସପ୍ତସତୀ ବିହାରରେ ଏହି ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ଭୋର ପ୍ରାୟ ୪ଟା ସମୟରେ, ଭୁବନେଶ୍ୱର ପଳାସୁଣୀର ସପ୍ତସତୀ ବିହାର ଅଞ୍ଚଳରେ ଥିବା ଇକ୍ୱିପେଜ୍ ଇନଫ୍ରା କୋ….
୧୫ ଫୁଟ ଅହିରାଜ ଉଦ୍ଧାର, ସାପକୁ ଦେଖି ଭୟଭୀତ ପରିବାର ଲୋକେ
ରାୟଗଡା ଜିଲ୍ଲାର ମୁନିଗୁଡା ଉପକଣ୍ଠ ଏଜ ଘରେ ଗୋଟିଏ ୧୫ ଫୁଟ ଲମ୍ବା ଅହିରାଜ (କିଙ୍ଗ କୋବ୍ରା) ଦେଖି ଅଞ୍ଚଳରେ ଭୟ ଓ ଉତ୍ସୁକତା ସୃଷ୍ଟି ହୋଇଥିଲା। ପରିବାରଲୋକେ ତୁରନ୍ତ ମୁନିଖୋଲ ଅଞ୍ଚଳର ସାପ ଧରୁଥିବା ଯୁବକ ଜଳନ୍ଧର ଗୁମ୍ଫାଙ୍କୁ ସୂଚନା ଦେଇଥିଲେ। ଜଳନ୍ଧର…
ଭାରସାମ୍ୟ ହରାଇ ଓଲଟିଲା ଲକ୍ଷ୍ମୀ ବସ, ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଲକ୍ଷ୍ମୀ ବସ୍। ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ। ଗୁରୁବାର ସକାଳେ କୋଣାର୍କ ଥାନା ସନ୍ତରସ ସମା ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ଏକ ଲକ୍ଷ୍ମୀ ବସ୍ ୨୦ ଜଣ ଯାତ୍ରୀଙ୍କୁ ନେଇ…
