Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା

Posted on December 11, 2025

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା । ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କଲେ ଚାନ୍ଦବାଲି ବିଇଓ । ନିଲମ୍ବିତ ଶିକ୍ଷକ ହେଲେ ଭଦ୍ରକ କିସମତ ସ୍କୁଲର ପ୍ରଧାନଶିକ୍ଷକ ବ୍ରଜକିଶୋର ଦାସ । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥରୁଛି କୋରାପୁଟ, ୫ଂ ତଳକୁ ଖସିଲା ପାରଦ

Posted on December 11, 2025

ଜାଡ଼ରେ ଥରୁଛି କୋରାପୁଟ। ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ତଳକୁ ଖସିବା ପରେ କୋରାପୁଟର ରାଜୁଗୁଡ଼ାରେ ଚଳିତବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ରାଜୁଗୁଡ଼ା ଗ୍ରାମର ଧାନଖଳାରେ ଥିବା ଧାନ କେଣ୍ଡା ଉପରେ ମଙ୍ଗଳବାର ରାତିରେ ତୁଷାରପାତ ହୋଇଥିଲା। ବୁଧବାର ସକାଳେ ସ୍ଥାନୀୟ ଲୋକମାନେ ଦେଖିବା…

ସୁଧାରଗୃହରେ ଚାଲିଛି କ’ଣ ? ସୁଧାର ହେବାକୁ ଯାଉଛନ୍ତି ନା ବିଗିଡ଼ିବାକୁ

Posted on December 11, 2025

ସୁଧାରଗୃହରେ ଚାଲିଛି କ’ଣ ? ସୁଧାର ହେବାକୁ ଯାଉଛନ୍ତି ନା ବିଗିଡ଼ିବାକୁ । ରାଜ୍ୟର ଏକମାତ୍ର ସୁରକ୍ଷିତ ଆଶ୍ରୟ କେନ୍ଦ୍ରରୁ ଆସିଛି ସାଂଘାତିକ ଚିତ୍ର । ସୁଧାର କେନ୍ଦ୍ରରେ ବେଧଡ଼କ ଚାଲିଛି ରିଲ୍ସ । ଆଉ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି ।…

ଅନୁଗୋଳ ଇକୋ ପାର୍କ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଗୁଳି ମାଡ଼

Posted on December 11, 2025

ଅନୁଗୋଳ ଇକୋ ପାର୍କ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଗୁଳି ମାଡ଼ ହୋଇଛି । ଗୁଳି ମାଡରେ ଭବାନୀ ସଙ୍କର ପ୍ରଧାନ ଗୁରୁତର ଆହତ ହୋଇଛନ୍ତି ।ଭବାନୀ ଶିକ୍ଷକପଡା ସ୍ଥିତ ଇକୋ ପାର୍କ ସମ୍ମୁଖରେ ଯାଉଥିବାବେଳେ ଗୁଳି ମାଡ଼ ହୋଇଛି । ତାଙ୍କୁ ଗଗୁରୁତର ଅବସ୍ଥାରେ…

ବୃଦ୍ଧଙ୍କୁ ଚପଲ ମାଳ ପିନ୍ଧାଇ ଲଣ୍ଡା କରି ବୁଲାଇଲେ

Posted on December 11, 2025

କଳାହାଣ୍ଡି ଭବାନୀପାଟଣା ବାଦିଲି ଗାଁରେ କଙ୍ଗାରୁ କୋର୍ଟ । ବୃଦ୍ଧଙ୍କୁ ଚପଲ ମାଳ ପିନ୍ଧାଇ ଚଲେଇ ଚଲେଇ ନେଲେ, ଲଣ୍ଡା କଲେ । ଭବାନୀପାଟଣା ସଦର ମହକୁମା ଠାରୁ ମାତ୍ର ୮ କିମି ଦୂର ବାଦିଲି ଗାଁର ଜଣେ ବୃଦ୍ଧ, ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ…

ମୋଦୀଙ୍କ ଉତ୍ତରାଧିକାରୀ କିଏ? 

Posted on December 11, 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ତାଙ୍କ ଉତ୍ତରାଧିକାରୀ କିଏ? କିଏ ନେବ ବିଜେପିର ନେତୃତ୍ୱ? କିଏ ସାଜିବ ଚେହେରା? ଏହି ପ୍ରଶ୍ନ ଅନେକ ସମୟରେ ବିଜେପି ନେତାଙ୍କ ପଚରାଯାଏ । ହେଲେ ଏବେ ମୋହନ ଭାଗବତ ଦେଇଛନ୍ତି ଏହି ପ୍ରଶ୍ନର ଉତ୍ତର । ପ୍ରଧାନମନ୍ତ୍ରୀ…

ହାତୀ ଉପଦ୍ରବ: ଘରୁ ଟାଣି ନେଇ ମହିଳାଙ୍କୁ ଦଳିଦେଲେ ହାତୀପଲ, ବଲାଙ୍ଗିରରେ ଉତ୍ତେଜନା

Posted on December 11, 2025

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ୍ ଅଞ୍ଚଳରେ ୩୦ ଟିକିଆ ହାତୀପଲଙ୍କ ଉତ୍ପାତ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଗତକାଲି ରାତିରେ ସାନବାଙ୍କି ଗାଁରେ ଏହି ହାତୀପଲ ଜଣେ ମହିଳାଙ୍କୁ ଘରୁ ଟାଣି ଆଣି ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତକ…

୧୬ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମଡିଆ ମନା, ଆକାଉଣ୍ଟ ଥିଲେ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ

Posted on December 11, 2025

ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା । ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ ହୋଇଛି । ଆଜିଠୁ ନୂଆ ନିୟମ ଲାଗୁ ହୋଇଛି । ଫେସବୁକ୍, ଇନ୍ଷ୍ଟାଗ୍ରାମ୍, ୟୁଟ୍ୟୁବ୍‌ରେ ଆକାଉଣ୍ଟ ଥିଲେ ହଟାଇବାକୁ ପଡ଼ିବ ନଚେତ୍ କମ୍ପାନୀକୁ ୩୩ ମିଲିୟନ…

ପିଏଚଡି ପାଇପ ଫାଟିଯିବାରୁ ବସ୍ତା ବସ୍ତା ଧାନ ନଷ୍ଟ

Posted on December 11, 2025

ପାଣିରେ ଭାସିଲା ବସ୍ତା ବସ୍ତା ଧାନ । ପିଏଚଡି ପାଇପ ଫାଟିଯିବାରୁ ପ୍ରାୟ ୭୦୦ ବସ୍ତା ଧାନ ପାଣିରେ ଭିଜି ନଷ୍ଟ ହୋଇଯାଇଛି । ସମ୍ବଲପୁର ଭତରା ହସ୍ପିଟାଲ ରୋଡ ପାଖ ଖଳାରେ ଥିବା ଚାଷୀ କୁବେର ଭୁକ୍ତାଙ୍କ ଖଳାରେ ଏଭଳି ଘଟଣା ଘଟିଛି…

୩ ବେଳାଭୂମି ହେବ ‘ବ୍ଲୁ ଫ୍ଲାଗ୍‌ ବିଚ୍‌’: ପୀରଜାହାନିଆ, ବେଲେଶ୍ୱର, ଫୁଲପାଟଣା ପାଇଁ ଡିପିଆର୍‌ ମାଗିଲା ପୁରୀ ବନଖଣ୍ଡ କାର୍ଯ୍ୟାଳୟ

Posted on December 11, 2025

ପୁରୀ ଜିଲ୍ଲାର ୩ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍‌ରେ ରୂପାନ୍ତର କରାଯିବ । ଏନେଇ ପ୍ରଶାସନିକ ପଦକ୍ଷେପ ନିଆଯାଇଛି । ଯାହା ମଧ୍ୟରେ ରହିଛି ଅସ୍ତରଙ୍ଗର ପୀରଜାହାନିଆ ବେଳାଭୂମି, ପୁରୀର ବେଲେଶ୍ୱର ବେଳାଭୂମି ଓ ଫୁଲପାଟଣା ପର୍ଯ୍ୟଟନ ବେଳାଭୂମି । ଏନେଇ ଆଗ୍ରହୀ ସଂସ୍ଥାଙ୍କ ଠାରୁ…

Posts pagination

Previous 1 … 95 96 97 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme