କମୁନି ଇଣ୍ଡିଗୋ ଯନ୍ତ୍ରଣା। ଅହେତୁକ ଉଡ଼ାଣ ବାତିଲ, ଯାତ୍ରୀ ହନ୍ତସନ୍ତ। ଭୁବନେଶ୍ଵର ବିମାନବନ୍ଦରରୁ ଗୁରୁବାର ୮ଟି ଉଡ଼ାଣ ବାତିଲ ଥିଲା। ଆଜି ୭ ଇଣ୍ଡିଗୋ ବିମାନ ଉଡାଣ ବାତିଲ ରହିଛି। ଭୁବନେଶ୍ୱର-ଇନ୍ଦୋର, ଭୁବନେଶ୍ୱର-କୋଲକାତା, ଭୁବନେଶ୍ୱର-ଚେନ୍ନାଇ, ଭୁବନେଶ୍ୱର-ମୁମ୍ବାଇ, ଭୁବନେଶ୍ୱର-ବାଙ୍ଗାଲୋର, ଭୁବନେଶ୍ୱର-ହାଇଦ୍ରାବାଦ, ଭୁବନେଶ୍ୱର-ଦିଲ୍ଲୀ ଉଡ଼ାଣ ବାତିଲ ରହିଛି।
ଜାଡ଼ରେ ଥରୁଛି ଓଡ଼ିଶା : ଆହୁରି ଦୁଇ ସପ୍ତାହ ଶୀତ ଲହରି
ଆସନ୍ତା ଦୁଇ ସପ୍ତାହ ଯାଏ ରାଜ୍ୟରେ ଶୀତ ଲହରି ବହିପାରେ । ୧୨ରୁ ୧୮ ତାରିଖ ଯାଏ ରାଜ୍ୟରେ ଶୀତ ଲହରିର ସମ୍ଭାବନା ଅଧିକ । ସେହିଭଳି ୧୯ରୁ ୨୫ ତାରିଖ ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବା ସହ ଶୀତ ଲହରି…
ପେଟ୍ରୋଲ ପମ୍ପ ପାଇଁ ମାଟି ଚୋରି, ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବାମ ବନ୍ଧ କେନାଲ ନଂ -୨ର ବଡ଼ଝରା ଗାଁ ନିକଟରୁ ଶହ ଶହ ଟ୍ରିପ୍ ମାଟି ଚୋରି ହୋଇଥିବା ଦେଖିବାକୁ ମିଳିଛି। ଜାତୀୟ ରାଜପଥ ନଂ- ୫୩ ବଡ଼ଝରା ଗାଁ ନିକଟରେ ନିର୍ମାଣ ହେଉଥିବା ଏକ ପେଟ୍ରୋଲ ପମ୍ପ ପାଇଁ…
ଦୀପାବଳିକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟ ତାଲିକାରେ ଯୋଡ଼ିଲା ୟୁନେସ୍କୋ
ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଆଲୋକର ପର୍ବ ଦୀପାବଳିକୁ ଏହାର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନିତ କରିଛି। ଏହି ପର୍ବ ବିଷୟରେ ବର୍ଣ୍ଣନା କରି ୟୁନେସ୍କୋ ଏହାର ଅଫିସିଆଲ୍ ୱେବସାଇଟରେ କହିଛି, ଦୀପାବଳି ହେଉଛି ଏକ ଆଲୋକ ପର୍ବ ଯାହା…
ବାଇକକୁ ଧକ୍କା ଦେଲା ଟ୍ରାକ୍ଟର, ଜେଜେ ମୃତ, ନାତି ଆହତ
ଭଦ୍ରକ ବ୍ଲକ ଆମ୍ବରୋଲି କେନାଲ ପୋଲ ଉପରେ ଦୁର୍ଘଟଣା ଘଟିଛି । ବାଇକକୁ ଧକ୍କା ଦେଲା ଟ୍ରାକ୍ଟର । ଦୁର୍ଘଟଣାରେ ଜେଜେ ମୃତ, ନାତି ଆହତ । ମୃତକ ହେଲେ ବାଲେଶ୍ୱର ସିମୁଳିଆ ବ୍ଲକ ଅନ୍ତରାର ପର୍ଶୁରାମ ଜେନା । ପର୍ଶୁରାମ ସକାଳୁ ଭଦ୍ରକରୁ…
ଇଣ୍ଡିଗୋ ଏୟାରଲାଇନ୍ସର ସ୍ଥିତିରେ ସୁଧାର
ବିଗତ କିଛି ଦିନ ଧରି ଅବ୍ୟବସ୍ଥା ହୋଇପଡିଥିବା ଇଣ୍ଡିଗୋ ଏୟାରଲାଇନ୍ସର ସ୍ଥିତି ଏବେ ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ବିମାନ ଚଳାଚଳ ପୁଣିଥରେ ନିଜର ପୁରୁଣା ଧାରାକୁ ଫେରୁଥିବା ଦେଖିବାକୁ ମିଳିଛି । ଏୟାରଲାଇନ୍ସର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଗତ କିଛି…
ଯଦି ସୁନା କିଣିବାକୁ ଚାହୁଁଛନ୍ତି, ଜାଣନ୍ତୁ କେତେ ରହିଛି ଦର…
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୦,୦୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ସକାଳୁ ଉଠି ଫୋନ୍ ଚଳାଉଛନ୍ତି କି?
ଦିନ ସାରା ଫୋନର ଲାଗି ରହିବା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ସୁସ୍ଥତା, ଉତ୍ପାଦ କ୍ଷମତା ଓ ନିଦ୍ରାକୁକ୍ଷତି ପହଞ୍ଚାଇଥାଏ ବୋଲି ଏମ୍ସର ନ୍ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟଙ୍କା ଶେରାୱତ୍ କହିଛନ୍ତି ।ଆଜିର ଅତ୍ୟାଧୁନିକ ଦୁନିଆରେ ଆମ ମଧ୍ୟରୁ ଅନେକ ଲୋକ ସକାଳୁ ଉଠିବା…
ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ….
ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର କରାଯାଇ ଶିକାରୀକୁ ଧରିବାକୁ ବନ ବିଭାଗର ପ୍ରୟାସ ସଫଳ ହୋଇଛି। ଶିକାରୀମାନେହେଲେ ମୟୂରଭଞ୍ଜ ଜିଲା ଖୁଣ୍ଟା…
କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା…
ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିଥିଲା। ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟା କମ୍ପାନୀର ଭୁଲକୁ ସ୍ୱୀକାର କରିଥିଲେ ଏବଂ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ ଯେ ଇଣ୍ଡିଗୋ ବିମାନଗୁଡ଼ିକ ଏବେ ସ୍ୱାଭାବିକ…
