Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମେଲବର୍ଣ୍ଣରେ ଅଭ୍ୟାସ ସମୟରେ ଚାଲିଗଲା କ୍ରିକେଟର ବେନ୍ ଅଷ୍ଟିନଙ୍କ ଜୀବନ, ବେକରେ ବାଜିଥିଲା ବଲ୍

Posted on October 30, 2025

ଟିମ୍ ଇଣ୍ଡିଆ ଏବେ ୫ଟି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଛି। ପ୍ରଥମ ଟି୨୦ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଛି, ଏହାପରି ମଧ୍ୟରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣରୁ ଏକ ଦୁଃଖଦ ଖବର ଆସିଛି। ୧୭ ବର୍ଷୀୟ କ୍ରିକେଟର ବେନ୍ ଅଷ୍ଟିନ ଅଭ୍ୟାସ…

ରାଜରାସ୍ତାରେ ଲୁଟ୍ ପରେ ଏବେ ଘର ମୁହାଁ ଚୋର

Posted on October 30, 2025

ଧର୍ମଶାଳା ପରେ ଏବେ ଜେନାପୁର ଥାନା ଅଞ୍ଚଳରେ ଚୋରଙ୍କ ଉତ୍ପାତ। ରାଜରାସ୍ତାରେ ଲୁଟ୍ ପରେ ଏବେ ମାଲଗୋଦାମ ଓ ଘର ମୁହାଁ ଚୋର। ପାନ ମସଲା ଗୋଦାମରୁ ଲୁଟ୍। ସଟର୍ ଭାଙ୍ଗି ଲୁଟିନେଲେ ୧୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ପାନ ମସଲା। ଏନେଇ ଜେନାପୁର…

୧୭୧ କିଲୋ ଗଞ୍ଜେଇ ଜବତ, ଜଣେ ଅଟକ

Posted on October 30, 2025

ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଭୁବନେଶ୍ୱର ଜୋନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦଳ । କାର୍‌ରୁ ଜବତ ହେଲା ୧୭୧ କେଜି ଗଞ୍ଜେଇ । ଧରାପଡ଼ିଲା ଚାଲାଣକାରୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।…

କ୍ରେନ ଓଲଟିବା ଯୋଗୁଁ ଗଲା ୨ ଜୀବନ

Posted on October 30, 2025

ମଧ୍ୟପ୍ରଦେଶ ଧାର ଜିଲ୍ଲାରେ କ୍ରେନ ଓଲଟିବା ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଖବର ମୁତାବକ, ଧାର ଜିଲ୍ଲାର ପିତମପୁରର ସାଗୌର ନିକଟରେ ରେଲୱେର…

ପୋଡ଼ି ପାଉଁଶ ହୋଇଗଲା ୩୦ ଲକ୍ଷ ଟଙ୍କାର ସମ୍ପତ୍ତି

Posted on October 30, 2025

ରାଜଧାନୀ ଭୁବନେଶ୍ୱରର ପଳାସୁଣୀ ଅଞ୍ଚଳର ଏକ କୋଠାରେ ଗୁରୁବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ସପ୍ତସତୀ ବିହାରରେ ଏହି ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ଭୋର ପ୍ରାୟ ୪ଟା ସମୟରେ, ଭୁବନେଶ୍ୱର ପଳାସୁଣୀର ସପ୍ତସତୀ ବିହାର ଅଞ୍ଚଳରେ ଥିବା ଇକ୍ୱିପେଜ୍ ଇନଫ୍ରା କୋ….

୧୫ ଫୁଟ ଅହିରାଜ ଉଦ୍ଧାର, ସାପକୁ ଦେଖି ଭୟଭୀତ ପରିବାର ଲୋକେ

Posted on October 30, 2025

ରାୟଗଡା ଜିଲ୍ଲାର ମୁନିଗୁଡା ଉପକଣ୍ଠ ଏଜ ଘରେ ଗୋଟିଏ ୧୫ ଫୁଟ ଲମ୍ବା ଅହିରାଜ (କିଙ୍ଗ କୋବ୍ରା) ଦେଖି ଅଞ୍ଚଳରେ ଭୟ ଓ ଉତ୍ସୁକତା ସୃଷ୍ଟି ହୋଇଥିଲା। ପରିବାରଲୋକେ ତୁରନ୍ତ ମୁନିଖୋଲ ଅଞ୍ଚଳର ସାପ ଧରୁଥିବା ଯୁବକ ଜଳନ୍ଧର ଗୁମ୍ଫାଙ୍କୁ ସୂଚନା ଦେଇଥିଲେ। ଜଳନ୍ଧର…

ଭାରସାମ୍ୟ ହରାଇ ଓଲଟିଲା ଲକ୍ଷ୍ମୀ ବସ, ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ

Posted on October 30, 2025

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଲକ୍ଷ୍ମୀ ବସ୍। ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ। ଗୁରୁବାର ସକାଳେ କୋଣାର୍କ ଥାନା ସନ୍ତରସ ସମା ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ଏକ ଲକ୍ଷ୍ମୀ ବସ୍ ୨୦ ଜଣ ଯାତ୍ରୀଙ୍କୁ ନେଇ…

WHOର ସାଙ୍ଘାତିକ ରିପୋର୍ଟ, ଭାରତରେ ପ୍ରଦୂଷଣରେ ମଲେଣି ୧୭ ଲକ୍ଷ ଲୋକ

Posted on October 30, 2025

ନାଳରେ ଭାସୁଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ

Posted on October 30, 2025

ମୁକୁଳା ନାଳରେ ଭାସୁଛି ଅଜଣା ମୃତଦେହ। ଗଞ୍ଜାମ ସଦର ଥାନା ମାୟାପୁରୀର ବଡ଼ ନାଳରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମୃତଦେହଟି ଜଣେ ବୟସ୍କ ବ୍ୟକ୍ତିଙ୍କର ହୋଇଥିବା ପୁଲିସ ସୂଚନା ଦେଇଛି। ସୂଚନାନୁଯାୟୀ, ଗୁରୁବାର ଭୋର୍ ସମୟରେ…

ଆଜି ଭକ୍ତ ପାଇବେ ଲିଙ୍ଗରାଜଙ୍କ ମହାପ୍ରସାଦ, ୨୪ ଘଣ୍ଟା ଧରି ଉପବାସ ପରେ ଆଜି ସବୁ ସ୍ବାଭାବିକ

Posted on October 30, 2025

ଆଜି ଭକ୍ତ ପାଇବେ ଲିଙ୍ଗରାଜ ଙ୍କ ମହାପ୍ରସାଦ । ଗୋଟେ ଦିନର ଉପବାସ ପରେ ଆଜି ଲିଙ୍ଗରାଜଙ୍କ ପାଖରେ ଲାଗୁ ହେବ ମହାପ୍ରସାଦ । ହବିଶିଆଳି ପାଇପାରିବେ ଲିଙ୍ଗରାଜଙ୍କ ଅଭଡ଼ା । ଲିଙ୍ଗରାଜ ମନ୍ଦିର ରେ ୨୪ ଘଣ୍ଟା ଧରି ଉପବାସ ରହିବା ପରେ…

Posts pagination

Previous 1 … 178 179 180 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme