ନିପାତ ହେବ ମାରାତ୍ମକ ନିପା ଭାଇରସ୍। ଭୂତାଣୁ ବିରୋଧରେ ଲଢିବ ସ୍ଵଦେଶୀ ଆଣ୍ଟିବଡି। ଆଇସିଏମଆରର ବଡ଼ ଘୋଷଣା। ଏବେ ଭାରତରେ ତିଆରି ହେବ ମୋନୋକ୍ଲୋନିକ ଅଣ୍ଟିବଡି। ପ୍ରତି ସପ୍ତାହରେ ତିଆରି ହେବ ଲକ୍ଷେ ଡୋଜ୍। କରୋନା ଠାରୁ ବି ମାରାତ୍ମକ ନିପା ସଂକ୍ରମଣ ମୁକାବିଲା…
ଆଜବେଷ୍ଟ ଭାଙ୍ଗି ଦୋକାନରୁ କଳାକନା ବୁଲାଇଲେ ଚୋର
ରାଉରକେଲାରେ ମାତିଲେ ଚୋର । ଆଜବେଷ୍ଟ ଭାଙ୍ଗି ଦୋନାକରୁ କଳାକନା ବୁଲାଇଛନ୍ତି । ସେକ୍ଟର -୭ ଥାନା ଅନ୍ତର୍ଗତ ସେକ୍ଟର – ୬ ଏଚ୍ ବ୍ଲକ୍ ମାର୍କେଟରେ ୬ଟି ଦୋକାନରୁ ଚୋରି ହୋଇଛି । ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ କଳାକନା ବୁଲାଇଛନ୍ତି ଚୋର…
ଟ୍ରକ ଧକ୍କାରେ ଚାଲିଗଲା ହୋମଗାର୍ଡଙ୍କ ଜୀବନ
ଏକ କଣ୍ଟେନର ଧକ୍କାରେ ସୋର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କର ମୃତ୍ୟୁ ହୋଇଛି। କଣ୍ଟେନର ଡ୍ରାଇଭର ଏବଂ ହେଲ୍ପରକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ଏଭଳି…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳକକୁ ଅପହରଣ ଓ ନିସ୍ତୁକ ମାଡ଼, ୭ ଗିରଫ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୧୪ ବର୍ଷୀୟ ନାବାଳକକୁ ଅପହରଣ କରି ନିସ୍ତୁକ ମାଡ଼ ମାରୁଥିବା ଭିଡିଓ ଭାଇରାଲ l ମାଡ଼ମାରିବାର ଭିଡିଓ ଭାଇରାଲ ପରେ ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଅଭିଯୁକ୍ତକୁ ଗିରଫ କରିଛି l…
ଶୀତ ଆସିଲା, ୨ରୁ କମିବ ରାତି ତାପମାତ୍ରା
ବାତ୍ୟା, ବର୍ଷାର ପ୍ରଭାବ କମିଲା । ଏବେ ଥଣ୍ଡା । ଆସନ୍ତା ୨ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ହେବ । ମେଘୁଆ ପାଗ ଦୂରେଇଯିବ । ପାଗ ଶୁଖିଲା ସହ ରାତିର ପାରଦ ବି ତଳମୁହାଁ ହେବ । ରାତି ତାପମାତ୍ରା ପ୍ରାୟ…
ସିଂହଦ୍ୱାର ଦେଇ ପ୍ରବେଶ, ଅନ୍ୟ ୩ ଦ୍ଵାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ
ପଞ୍ଚୁକରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ, ଦର୍ଶନ ଶୃଙ୍ଖଳା ଓ ନିର୍ଦ୍ଧାରିତ ସମୟରେ ମହାପ୍ରସାଦ ବ୍ୟବସ୍ଥା ନିମନ୍ତେ ସଅଳ ନୀତି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରାକ୍ ପ୍ରସ୍ତୁତି କରିଛି । ଭିଡ଼ ନିୟନ୍ତ୍ରଣ ପାଇଁ ପଞ୍ଚୁକ ସମୟରେ ଶ୍ରଦ୍ଧା କେବଳ ସିଂହଦ୍ୱାରରେ ପ୍ରବେଶ ଓ…
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର…
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର । ଆଜି ଭାରତୀୟ…
ଶରୀର ପାଇଁ ଉପକାରୀ, ସପୁରୀ
ଋତୁ ଅନୁଯାୟୀ ମିଳୁଥିବା ଫଳ ଖାଇଲେ ଅନେକ ଶାରୀରିକ ସମସ୍ୟାକୁ ଦୂରେଇ ଦେଇହୁଏ। ବିଶେଷ କରି ଖରାଦିନେ ଓ ବର୍ଷାଦିନେ ଟିକେ ଅଧିକ ପରିମାଣରେ ସପୁରୀ ମିଳିଥାଏ। ଏହି ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।-ସପୁରୀ ରସରରେ…
ଗାଁ ମଧ୍ୟରେ କୋଇଲା ଟ୍ରକ ଚଳାଚଳକୁ ନେଇ ଗ୍ରାମବାସୀଙ୍କ ବିରୋଧ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁରେ କୋଇଲା ଟ୍ରକ ଚଳାଚଳକୁ ନେଇ ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଛି।ଯାହାକୁ ନେଇ ଗ୍ରାମବାସୀ ମାନେ ନିଜର ସମସ୍ୟାକୁ ପ୍ରଶାସନକୁ ଜଣାଇବା ସହ କୋଇଲା ଟ୍ରକ ଗୁଡିକ ଗାଁ ମଧ୍ୟରେ ଯିବାଆସିବାକୁ ବନ୍ଦ କରିବାକୁ ଦାବି କରିଛନ୍ତି।…
ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମଦିନରେ ହେବ ପରେଡ୍, ଘୋଷଣା କଲେ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀରେ ସ୍ମରଣ କରି ଘୋଷଣା କରିଛନ୍ତି ଯେ, ପ୍ରତିବର୍ଷ ଜନ୍ମଦିନରେ ଏକ ପରେଡ୍ ଅନୁଷ୍ଠିତ ହେବ। ଏହି ବର୍ଷ ପରେଡ୍ ୩୧ ଅକ୍ଟୋବର ରେ ହେବ, ଯାହାରେ ଅର୍ଦ୍ଧସାମରିକ ବାହିନୀ, ସଶସ୍ତ୍ର ବାହିନୀ…
