Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କେନବେରାରେ ବର୍ଷାରେ ବାତିଲ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି–୨୦ ମ୍ୟାଚ

Posted on October 30, 2025

ବର୍ଷା ଯୋଗୁଁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି–୨୦ ମ୍ୟାଚ ବାତିଲ ହୋଇଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁଁ ଦୁଇଥର ଖେଳ ବାଧାପ୍ରାପ୍ତ ହେବା ପରେ ୧୮ ଓଭରର ମ୍ୟାଚ ରଖାଯାଇଥିଲା, କିନ୍ତୁ ପୁନର୍ବାର ବର୍ଷା ହେବାରୁ ମ୍ୟାଚ ବାତିଲ କରାଯାଇଥିଲା।…

ନୂଆପଡାରେ ଗରମିଲା ରାଜନୀତି, ଭୋଟର ମନ ଜିତିବାକୁ ମାରାଥନ ପ୍ରଚାର…

Posted on October 30, 2025

ନୂଆପଡା ଉପନିର୍ବାଚନକୁ ନେଇ ରାଜନୀତିକ ତାପମାତ୍ରା ବଢ଼ିଯାଇଛି। ତିନି ପ୍ରମୁଖ ଦଳ — ବିଜେଡି, ବିଜେପି ଓ କଂଗ୍ରେସ । ନିଜ ନିଜ ରଣନୀତି ସହିତ ଭୋଟରଙ୍କୁ ପ୍ରଭାବିତ କରିବାରେ ବ୍ୟସ୍ତ। ସବୁ ବର୍ଗର ମତଦାତାଙ୍କ ହୃଦୟ ଜିତିବା ପାଇଁ ଦଳଗୁଡିକ ଆଦିବାସୀ ସମ୍ମିଳନୀ…

ଘରୋଇ ଯାତ୍ରୀବାହୀ ବସ୍ କୁ ଧକ୍କା ଦେଲା ଟ୍ରକ , ୩ ଗୁରୁତର

Posted on October 30, 2025

ଘରୋଇ ଯାତ୍ରୀବାହୀ ବସ୍ କୁ ଧକ୍କା ଦେଲା ଟ୍ରକ । ୩ ଯାତ୍ରୀ ଗୁରୁତର, ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଦୁର୍ଘଟଣା । ଏହେସାନ୍ ନାମକ ଘରୋଇ ବସ୍ କୁ ଧକ୍କା ଦେଲା ଟ୍ରକ ।…

ଗାଁରେ ବାଘ ଆତଙ୍କ, ଲୋକେ ଭୟଭୀତ

Posted on October 30, 2025

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଗାଁ ନିକଟରେ ବାଘ ବୁଲୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି l ସୂଚନା ପାଇ ଫରେଷ୍ଟର ବାବୁଲା ସେଠୀ ଘଟଣା ସ୍ଥଳକୁ ଯାଇ ବୁଲି ଦେଖିବା ସହ ଚାଷ ଜମିରେ ପଡ଼ିଥିବା ପାଦ ଚିହ୍ନ ଦେଖିଛନ୍ତି । ଏହା…

ଲଗାଣ ବର୍ଷାରେ ପଥର ଖସି ଭାଙ୍ଗିଲା ମନ୍ଦିର

Posted on October 30, 2025

ଲଗାଣ ବର୍ଷାରେ ପାହାଡ଼ରୁ ଖସିଲା ପଥର। ଭାଙ୍ଗିଲା ଶନି ମନ୍ଦିର। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ ସ୍ଥିତ ଐତିହାସିକ ଉପର-ବାଗଦେବୀ ମନ୍ଦିରକୁ ଲାଗିଥିବା ପାହାଡ଼ରୁ ଖସିଲା ବିରାଟକାୟ ପଥର । ଫଳରେ ବାଗଦେବୀଙ୍କ ମନ୍ଦିରକୁ ଲାଗି ରହିଥିବା ଶନି ଦେବଙ୍କ ମନ୍ଦିର ଭାଙ୍ଗିଯାଇଛି…

ଟ୍ରମ୍ପଙ୍କ ବଡ଼ ଘୋଷଣା, ଚୀନ୍ ଶୁଳ୍କ ୧୦% ହ୍ରାସ

Posted on October 30, 2025

ସି ଜିନପିଙ୍ଗଙ୍କ ସହ ବୈଠକ ଆମେରିକା-ଚୀନ ସମ୍ପର୍କରେ ଏକ ନୂତନ ଆରମ୍ଭ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଏକ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ବୁଝାମଣା ଘୋଷଣା କରିଛନ୍ତି । ଯେଉଁଥିରେ…

ରାଜଧାନୀରେ ଅଣାୟତ୍ତ ବାୟୁ ପ୍ରଦୂଷଣ

Posted on October 30, 2025

ଦିଲ୍ଲୀରେ ଅଣାୟତ୍ତ ବାୟୁ ପ୍ରଦୂଷଣ। ନିଶ୍ୱାସ, ପ୍ରଶ୍ୱାସ ନେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ। ଗତ କିଛି ଦିନ ଧରି ଅଧିକାଂଶ ଅଞ୍ଚଳ ରେଡ୍ ଜୋନରେ ରହିଛି। ପ୍ରଦୂଷଣ ସ୍ଥିତି ଏତେ ଭୟଙ୍କର ହୋଇଛି ଯେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି। ସରକାର ଏହାକୁ…

ହିଲୋଇ ଗ୍ରାମ ଉଛେଦକୁ ନେଇ ବିବାଦ: ଏମସିଏଲ ଓ ପ୍ରଶାସନଙ୍କ ସ୍ପଷ୍ଟୀକରଣ, ବିଧାୟକଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ଦାବି

Posted on October 30, 2025

ତାଳଚେର ହିଲୋଇ ଗ୍ରାମରେ ଉଛେଦ ଘଟଣାରେ ତାଳଚେରର ବିଧାୟକ ଓ ଗ୍ରାମବାସୀଙ୍କ ବିରୋଧକୁ ନେଇ ସ୍ପଷ୍ଟୀ କରଣ ରଖିଛି ଜିଲ୍ଲା ପ୍ରଶାସନ ଓ ଏମସିଏଲ । ସୂଚନା ଅନୁସାରେ ଏମସିଏଲ ଦ୍ୱାର ଅଧିକୃତ ଜମି ଉପରେ କିଛି ବାହର ଲୋକ ଆସି ଘର ତିଆରି…

ଘର ଆଗରୁ ଡିକି ଭାଙ୍ଗି ଲୁଟିନେଲେ ୧୦ ଲକ୍ଷ

Posted on October 30, 2025

ଜମି କିଣିବାକୁ ସ୍କୁଟି ଡିକିରେ ରଖିଥିଲେ ୧୦ ଲକ୍ଷ ଟଙ୍କା। ଘର ଆଗରୁ ଡିକି ଭାଙ୍ଗି ସବୁ ଟଙ୍କା ନେଇଗଲେ ଦୁର୍ବୃତ୍ତ। କଟକ ଜିଲ୍ଲା ଟାଙ୍ଗୀ ଥାନା ନପଙ୍ଗ ପଞ୍ଚାୟତ ଇଟୁଆ କୋରକର ଗ୍ରାମରେ ଏଭଳି ଘଟଣା ଘଟିଛି। ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ…

ଦୁର୍ବଳ ହେଉଛି ବାତ୍ୟା, ଆସନ୍ତା ୨ଦିନ ଲାଗି ରହିବ ବର୍ଷା

Posted on October 30, 2025

ଦୁର୍ବଳ ହୋଇଛି ବାତ୍ୟା ମନ୍ଥା । ଗଭୀର ଅବପାତରୁ ଏବେ ପରିଣତ ହୋଇଛି । ଯାହାଫଳରେ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବା…

Posts pagination

Previous 1 … 179 180 181 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme