Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରେଳ ଲାଇନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Posted on November 8, 2025

ଭଦ୍ରକ ଜିଲ୍ଲା ଧାମରା ରେଳ ଲାଇନ୍‌ରେ ଜଣେ ଯୁବକଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି । ମୃତକ ସ୍ଥାନୀୟ ମାଣିପୁର ଗାଁର ଚଗଲା ଦାସଙ୍କ ପୁଅ ହାଉଁ ଦାସ ବୋଲି ଜଣାପଡ଼ିଛି । ଏନେଇ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି । ସୂଚନା…

ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବ

Posted on November 8, 2025

ରାଜ୍ୟରେ ଥଣ୍ଡା ଆହୁରି  ବଢ଼ିବ । ଶନିବାର ଓ ରବିବାର ରାତି ତାପମାତ୍ରା ପ୍ରାୟ  ୩ରୁ ୫ ଡିଗ୍ରୀ ଖସିବ । ରାଉରକେଲା, ତୁରୁମୁଙ୍ଗା,  ବାଲିଗୁଡ଼ା ଓ ଗଜାପୁର  ଭଳି ସ୍ଥାନରେ ପାରଦ  ୧୨ ଡିଗ୍ରୀକୁ ଖସିପାରେ ।  ସମ୍ବଲପୁର, ଭବାନୀପାଟଣା, ଝାରସୁଗୁଡ଼ା ଓ …

ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ, ୨୨ ନଭେମ୍ବର ପର୍ଯ୍ୟନ୍ତ ଚାଲିବ

Posted on November 8, 2025

ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ । ୨୦୨୬ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ସ୍କୁଲର ପ୍ରଧାନଶିକ୍ଷକଙ୍କ ଜରିଆରେ ଅନଲାଇନରେ ଫର୍ମପୂରଣ କରିବେ ଛାତ୍ରଛାତ୍ରୀ । ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ କରିବେ ଛାତ୍ରଛାତ୍ରୀ…

କେନାଲକୁ ଖସିଲା ଓଲିଉଡ୍ ଅଭିନେତା ଅଶ୍ରୁମୋଚନଙ୍କ ଗାଡ଼ି

Posted on November 8, 2025

ଓଲିଉଡ୍ ଅଭିନେତା ଅଶ୍ରୁମୋଚନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବାରଙ୍ଗ ଥାନା ଅଧୀନସ୍ଥ କଳାଝରୀ ସାଇଫନ ନିକଟରେ ଏହି ଘଟଣା ଘଟିଛି । ସୁଟିଂ ସାରି ଗାଡ଼ିରେ ଫେରୁଥିବା ବେଳେ ସାମ୍ନାକୁ ହଠାତ୍ ଏକ କୁକୁର ପଳାଇ ଆସିବାରୁ ଗାଡ଼ିର…

OSRTC ବସ ସହିତ ଟ୍ରକ ମୁହାଁ ମୁହିଁ ଧକ୍କା, ୪ ଜଣ ବସ ଯାତ୍ରୀ ଗୁରୁତର।

Posted on November 8, 2025

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର ଦୋମୁହାଁଣି ଗାଁ ଛକ ନିକଟରେ OSRTC ବସକୁ ଧକ୍କା ଦେଇଛି ଆଇରନ ବୋଝେଇ ଟ୍ରକ। ତେବେ ଦୁର୍ଘଟଣାରେ ୪ ଜଣ ବସ ଯାତ୍ରୀ ଆହାତ ହୋଇଥିବା ସୂଚନା ମିଳିଛି। ଆହାତ ମାନେ ଭୁବନେଶ୍ୱରର…

୧୪ ତାରିଖରେ ଅନ୍ୟଟି ୧୯ ତାରିଖରେ ହେବ ଲଘୁଚାପ

Posted on November 7, 2025

ଆସୁଛି ଡବଲ୍ ଲଘୁଚାପ । ଗୋଟିଏ ଲୋପ୍ରେସର ୧୪ ତାରିଖରେ ଅନ୍ୟଟି ୧୯ ତାରିଖରେ ହେବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ମୋନ୍ଥା ପ୍ରଭାବରେ ବର୍ତ୍ତମାନ ପୂର୍ବକେନ୍ଦ୍ରୀୟ ଏବଂ ତତସଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ…

ବଳଭଦ୍ର କୋଇଲାଖଣି ପାଇଁ ପରିବେଶ ଜନଶୁଣାଣୀ ।ବିସ୍ଥାପିତ ହେବେ ପାଞ୍ଚଖଣ୍ଡ ଗାଁର ଗ୍ରାମବାସୀ ।

Posted on November 7, 2025

ତାଳଚେର କୁମୁଣ୍ଡା ଠାରେ ନୂତନଭାବେ ଏମ.ସି.ଏଲ ଦ୍ବାରା ବଳଭଦ୍ର କୋଇଲାଖଣି ପାଇଁ ଏକ ପରିବେଶ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ଼ର ଜିଲ୍ଲା ଅଡିକାରୀ ଓ ଜିଲ୍ଲା ପ୍ରଶାସନ ଅଧ୍ୟକ୍ଷତା କରିଥିଲେ । ବଳଭଦ୍ର କୋଇଲାଖଣି ସମୁଦାୟ 514.48…

ଶିଶୁପୁତ୍ର ଜନ୍ମ ଦେଲେ କ୍ୟାଟ୍ରିନା

Posted on November 7, 2025

ଚାରି ବର୍ଷର ବିବାହ ପରେ ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ମା’ବାପା ହୋଇଛନ୍ତି। ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। କାଟ୍ରିନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କାଟ୍ରିନା ଏବଂ ଭିକି ସୋସିଆଲ ମିଡିଆରେ ଏକ…

ମାଂସ କାଟୁଥିବା ବେଳେ ମାଡ଼ିବସିଲା ବନବିଭାଗ, କଟା ମାଂସ ସହ ୨ ଗିରଫ

Posted on November 7, 2025

ଛାଡ଼ଖାଇ ପାଇଁ  ବାର୍‌ହାଶିକାର କରି ମାଂସ କାଟୁଥିବା ବେଳେ ମାଡ଼ିବସିଲା ବନବିଭାଗ। କଟା ମାଂସ, ଅସ୍ତ୍ରଶସ୍ତ୍ର ସହ ୨ ଜଣଙ୍କୁ ଗିରଫ କଲା ବନବିଭାଗ। ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ମଧପୁର ରେଞ୍ଜ ଅନ୍ତର୍ଗତ ରାଣୀଗଞ୍ଜ ନିକଟସ୍ଥ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିକଟରେ ଗୁରୁବାର ସନ୍ଧ୍ୟା…

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ

Posted on November 7, 2025

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟଣା । କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ । ଗତକାଲି ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ବାହୁଡିହ ଗାଁର ସନ୍ଦିପ ନାୟକ ଚାକୁଣ୍ଡା ଡାଳ କାଟୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ବର୍ଶରେ ଆସି…

Posts pagination

Previous 1 … 161 162 163 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme