ଖୋର୍ଦ୍ଧା ଜିଲ୍ଲାରେ ଗତବର୍ଷ ତୁଳନାରେ ଚଳିତବର୍ଷ ୧୧.୦୧ ପ୍ରତିଶତ ଅଧିକ ଦୁର୍ଘଟଣା ଘଟିଛି । ୬ଜଣଙ୍କ ଜୀବନ ଗଲାଣି । ଜାତୀୟ ରାଜପଥରେ ହିଁ ସର୍ବାଧିକ ମୁଣ୍ଡ ଗଡି଼ଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକରେ ଏହି ତଥ୍ୟ…
ଦିଲ୍ଲୀ ବିମାନବନ୍ଦରରେ ଯାନ୍ତ୍ରିକ ତ୍ରୁଟି, ବିମାନ ଉଡାଣରେ ବ୍ୟାଘାତ,୭୦୦ ବିମାନ ପ୍ରଭାବିତ
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣ ଓ ଅବତରଣରେ ବ୍ୟାଘାତ ସୃଷ୍ଟି ହୋଇଛି। ସର୍ଭରରେ ଯାନ୍ତ୍ରିକ ତ୍ରୁଟି ହେତୁ ଅନେକ ବିମାନ ଉଡାଣ ବିଳମ୍ବ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ, ଏହି ତ୍ରୁଟି ସାଇବର ଆକ୍ରମଣ ହୋଇପାରେ ବୋଲି ମଧ୍ୟ ସନ୍ଦେହ…
କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ରେଡ୍, ଆକ୍ସନରେ ଖାଦ୍ୟ ସୁରକ୍ଷା ୟୁନିଟ୍
ଆକ୍ସନରେ ଖାଦ୍ୟ ସୁରକ୍ଷା ୟୁନିଟ୍ । କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ରେଡ୍ । କଟକ ବାଲିଯାତ୍ରା ତଳ ପଡ଼ିଆରେ ସିଏମସି ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ । ଅପମିଶ୍ରିତ ଓ ବାସୀ ଖାଦ୍ୟ ଯାଞ୍ଚ କରୁଛି ଟିମ ।…
ଏଣିକି ମେଦବହୁଳତା ଥିଲେ ମିଳିବନି ଆମେରିକା ଭିସା
ଆମେରିକାରେ ରହିବା ପାଇଁ ଆବେଦନ କରୁଥିବା ବିଦେଶୀ ନାଗରିକମାନଙ୍କୁ ଯଦି ମଧୁମେହ, ମେଦବହୁଳତା କିମ୍ବା ହୃଦ୍ରୋଗ ଥାଏ ତେବେ ସେମାନଙ୍କୁ ମିଳି ନ ପାରେ ଭିସା । ଟ୍ରମ୍ପ ପ୍ରଶାସନ ପକ୍ଷରୁ ଜାରି ନୂଆ ନିୟମାବଳୀରେ ଏହା ଉଲ୍ଲେଖ କରାଯାଇଛି । ରିପୋର୍ଟ ଅନୁସାରେ,…
ନୂଆପଡ଼ାରେ ପ୍ରଚାର ଜ୍ୱର, ଆସନ୍ତା ୧୧ ତାରିଖରେ ଭୋଟିଂ
ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ — ଆଜି ଓ କାଲି । ଏହିକାରଣରୁ ନୂଆପଡ଼ା ଉଠୁଛି ଓ ପଡ଼ୁଛି ପ୍ରଚାର ଜ୍ୱରରେ । ସବୁ ପ୍ରାର୍ଥୀ ଜୋରଦାର କ୍ୟାମ୍ପେନିଂରେ ବ୍ୟସ୍ତ ଅଛନ୍ତି । ଦଳୀୟ ପ୍ରାର୍ଥୀମାନେ ପାଟ ପଟୁଆର…
ଗାଧୋଉଥିବା ଓ ପୋଷାକ ବଦଳାଉଥିବା ଯୁବତୀଙ୍କୁ କରୁଛନ୍ତି ଟାର୍ଗେଟ୍
ଯୁବପୀଢିଙ୍କୁ ବାୟା କଲାଣି ରିଲ୍ସ ନିଶା। ଟପିଗଲେଣି ସୀମା ସରହଦ୍। ଏବେ ଡିମାଣ୍ଡ୍ରେ ଅଶ୍ଳୀଳ କଣ୍ଟେଣ୍ଟ। ଭିଡିଓରେ ଯେତେ ନଗ୍ନତା ରହୁଛି ସେତିକି ଭାଇରାଲ୍ ହେଉଛି। ମିଲିଅନ୍ ମିଲିଅନ୍ ଭ୍ୟୁଜ୍ ଆସୁଛି। ଲକ୍ଷ ଲକ୍ଷ ଲୋକ ଦେଖିବାରୁ ଭଲ ରୋଜଗାର ବି ହେଉଛି। ଆଉ…
ଶ୍ରୀମନ୍ଦିର ସେବାରୁ ତିନି ସେବାୟତ ନିଲମ୍ବିତ
ବାହାର କାଠ ନିକଟରେ ଯାତ୍ରୀଙ୍କଠାରୁ ଅର୍ଥ ଆଦାୟ କରିବା ଏବଂ ଅର୍ଥ ଆଦାୟକୁ ନେଇ ପରସ୍ପର ମଧ୍ୟରେ ମାର୍ପିଟ ହୋଇଥିଲେ ଦୁଇ ସେବାୟତ । ଗଣ୍ଡଗୋଳ କରି ଶ୍ରୀମନ୍ଦିରର ଶୃଙ୍ଖଳା, ସୁରକ୍ଷା ଓ ଗରିମାକୁ ଆଘାତ କରିଥିଲେ । ତେଣୁ ସୁଆର ବଡୁ ସେବକ…
ସୂର୍ଯ୍ୟମନ୍ଦିରକୁ ପ୍ରବେଶ ମନା, ପର୍ଯ୍ୟଟକ ନିରାଶ
ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ନାଟ୍ୟ ମନ୍ଦିରରେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଏଣିକି ପର୍ଯ୍ୟଟକମାନେ ଆଉ ନାଟ୍ୟ ମନ୍ଦିର ବୁଲିପାରିବେ ନାହିଁ। ନାଟ୍ୟ ମନ୍ଦିର ବୁଲୁଥିବା ସମୟରେ ଅଧିକାଂଶ ପର୍ଯ୍ୟଟକମାନେ ତଳକୁ…
୧ହଜାର କୁଇଣ୍ଟାଲ ମାଛ ବିକ୍ରି, କମିଲା ଚିକେନ୍ ବେପାର
ଜୋରଦାର ପ୍ରସ୍ତୁତି କରିଥିଲେ । ବରଫ ପେଟିରେ ଭାକୁର, ରୋହି, ଚିଙ୍ଗୁଡ଼ି, କଙ୍କଡ଼ା ଭର୍ତ୍ତ ହୋଇଥିଲା । ଖାସି ବି ମାଳମାଳ ବନ୍ଧା ହୋଇଥିଲେ । କୁକୁଡ଼ା ଗାଡ଼ିର ଲମ୍ବା ଲାଇନ୍ ଲାଗିଥିଲା । ରାତି ୪ଟାରୁ ବେପାରୀମାନେ ଆସି ହାଟରେ ବସି ଆମିଷ ପସରା ଖୋଲିଥିଲେ…
ଟ୍ରେଲର ଦୁର୍ଘଟଣାଗ୍ରସ୍ତ, ଜାତୀୟ ରାଜପଥରେ ଯାତାୟାତ ଠପ୍
ବାରିପଦା ଦାମୋଦରପୁରଠାରେ ଦୁର୍ଘଟଣା । ପାଲବଣୀରୁ ଦାମୋଦରପୁର ପର୍ଯ୍ୟନ୍ତ ଲମ୍ବି ଥିବା ଓଭର ବ୍ରିଜ୍ର ଦାମୋଦରପୁର ନିକଟରେ ଏକ ଟ୍ରଲର ଭୋରରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି l ଦୁର୍ଘଟଣା ଯୋଗୁଁ ଟ୍ରଲରଟିରେ ବୋଝେଇ ହୋଇ ଯାଉଥିବା…
