Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ହିସରା ଗାଁରେ ଗୋଷ୍ଠୀ ସଂଘର୍ଷ, ୫ ଆହତ

Posted on November 27, 2025

ଦହିସରା ଗାଁରେ ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀରୁ ୫ ଆହତ ମେଡିକାଲରେ ଭର୍ତ୍ତି । ଆଠଗଡ଼ ଥାନା ଅନ୍ତର୍ଗତ ଦହିସରା ଗାଁରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇ ରକ୍ତାକ୍ତ ହୋଇଛନ୍ତି । ସମସ୍ତ ଆହାତଙ୍କୁ ଆଠଗଡ଼…

ଆଲୋକୀକରଣ ହେବ ଶ୍ରୀମନ୍ଦିର, ଖର୍ଚ୍ଚ ହେବ ୧୭ କୋଟି ୧୨ ଲକ୍ଷ

Posted on November 27, 2025

ଶ୍ରୀମନ୍ଦିର ଆଲୋକୀକରଣ ହେବ। ଏଥିପାଇଁ ଖର୍ଚ୍ଚ ହେବ ୧୭ କୋଟି ୧୨ ଲକ୍ଷ। ଏହି ଅର୍ଥ ଅବଢ଼ା ଯୋଜନାରେ ଖର୍ଚ୍ଚ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ଅନୁରୋଧ କରିବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ପ୍ରସ୍ତୁତ କରିଥିବା ଡିପିଆର୍‌କୁ ମୋହର ମାରିଛି ପରିଚାଳନା କମିଟି। ସରକାର…

ପହିଲାରୁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ମୁଣ୍ଡପିଛା ୧୦ ଟଙ୍କା ନେବ ଶ୍ରୀମନ୍ଦିର ପ୍ରଶାସନ

Posted on November 27, 2025

ଡିସେମ୍ବର ପହିଲାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ଦୀର୍ଘ ୬ ବର୍ଷ ବନ୍ଦ ରହିବା ପରେ ଏହାକୁ ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି। ୧ ତାରିଖରୁ ଏହାକୁ ପରୀକ୍ଷାମୂଳକ…

ହନୁମାନ ମନ୍ଦିରରୁ ଦ୍ଵିଭାଷୀ ଶିଳାଲେଖ ଠାବ

Posted on November 27, 2025

୩୦୦ ବର୍ଷ ପୁରୁଣା ହନୁମାନ ମନ୍ଦିରରୁ ଦ୍ଵିଭାଷୀ ଶିଳାଲେଖ ଠାବ। ଗଜପତି ଜିଲ୍ଲା ପାରଳଖେମୁଣ୍ଡିର ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ଅନ୍ତର୍ଗତ ଥିବା ହନୁମାନ ମନ୍ଦିରରୁ ଏହି ଦ୍ଵିଭାଷୀ ଶିଳାଲେଖ ଠାବ ହୋଇଛି। ଯାହାକୁ ପୁରୁଣାପାଟଣା ନିବାସୀ ଶିକ୍ଷକ ପି. ଆପଲ୍ ରାଜୁ ଠାବ କରି…

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

Posted on November 27, 2025

ଦଶପଲ୍ଲା ଥାନା ପଙ୍କୁଆ-କଳସାଖମଣ ରାସ୍ତାର ଉଦୁଡ଼ା ଗାଁ ଠାରୁ ୨୦୦ମିଟର ଦୂରରେ ଅଜଣା  ଯୁବକଙ୍କ କ୍ଷତାକ୍ତ ମୃତଦେହ ରାସ୍ତା କଡ଼ରେ ପଡ଼ି ରହିଛି। ପାଖରେ ଏକ ହ୍ୟାଣ୍ଡ ବ୍ୟାଗ୍ ,ହେଲମେଟ ,ବାଇକ୍ ଥିବାବେଳେ  ମୃତ ଯୁବକଙ୍କ ଡାହାଣ ଗୋଡ଼ରେ  ଗଭୀର ଆଘାତ ଲାଗିଛି। ମୁହଁ ତଳକୁ…

ବଙ୍ଗୋପସାଗରରେ ଯୋଡ଼ା ବାତ୍ୟା, ଅଶାନ୍ତ ରହିବ ସମୁଦ୍ର

Posted on November 27, 2025

ବଙ୍ଗୋପସାଗରରେ ବାତ୍ୟା ଭୟ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ଏବେ କେନ୍ଦ୍ରୀଭୂତ ହୋଇଛି ଅବପାତ । ଏହା ପରବର୍ତ୍ତୀ ୧୨ ରୁ ୧୮ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରେ ଏହା ଆହୁରି ବଳ ଗୋଟାଇବା ସହ…

ଦୁଇ ଦିନ ହାଡ଼ଭଙ୍ଗା ଜାଡ଼, ୪ଟି ସ୍ଥାନରେ ୧୨ ଡିଗ୍ରୀ ତଳେ ପାରଦ

Posted on November 27, 2025

କିଛିଦିନର ବିରତି ପରେ ରାଜ୍ୟକୁ ଫେରିଛି ଶୀତ । ୧୫ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୪ଟି ସ୍ଥାନର ତାପମାତ୍ରା ୧୨ ଡିଗ୍ରୀ ବା ଏହାଠାରୁ ତଳକୁ ଖସିଯାଇଛି । ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୨ରୁ…

ବିଦ୍ୟୁତ ଆଘାତରେ ଦୁଇ ଛାତ୍ରଛାତ୍ରୀ ଗୁରୁତର।

Posted on November 26, 2025

ବିଦ୍ୟାଳୟକୁ ଯିବା ବାଟରେ ଦୁଇ ଛାତ୍ରଛାତ୍ରୀଙ୍କ ଉପରେ ଛିଣ୍ଡି ପଡିଲା ବିଦ୍ୟୁତ ସର୍ଭିସ୍ ତାର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ରେଣଦାପାଟଣା ଗ୍ରାମରେ । ଗ୍ରାମର ବାବୁଲି ଦେହୁରୀଙ୍କ ଦୁଇ…

ବରଯାତ୍ରୀଙ୍କ ଉପରେ ମାଡ଼ିଗଲା କାର୍

Posted on November 26, 2025

ବାହା ହେବାକୁ ବରବେଶରେ ବାଣଫୁଟାଇ ନାଚି ନାଚି ବରଯାତ୍ରୀଙ୍କ ମେଳରେ କନ୍ୟା ଘରକୁ ଯାଉଥିଲେ ଯୁବକ। ସେହି ସମୟରେ ଘଟିଥିଲା ବଡ଼ ଅଘଟଣ। ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା କାର୍। ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି…

ପ୍ରକାଶ ପାଇଲା ଟେଣ୍ଡର, ଦୁଇଟି ପ୍ୟାକେଜରେ ୧୬୦ କିମି ରାସ୍ତା

Posted on November 26, 2025

ବହୁ ପ୍ରତୀକ୍ଷିତ ଉପକୂଳ ରାଜପଥ ପାଇଁ ମଙ୍ଗଳବାର ଟେଣ୍ଡର ପ୍ରକାଶ ପାଇଛି । ଦୁଇଟି ପ୍ୟାକେଜରେ ଟେଣ୍ଡର ଆହ୍ୱାନ କରାଯାଇଛି । ଖୋର୍ଦ୍ଧା ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ପ୍ରସ୍ତାବିତ ୧୬୦ କିଲୋମିଟର ଲମ୍ବ ଏହି ଉପକୂଳ ରାଜପଥ ପାଇଁ ୫୫୦୦ କୋଟି…

Posts pagination

Previous 1 … 81 82 83 … 168 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme