ବାଲି ତଥା ଲଘୁ ଖଣିଜ ମାଫିଆଙ୍କୁ ନିସ୍ତାର ନାହିଁ । ଗୋଟିଏ ରାତିରେ ଜବତ ହେଲା ୩୦ ଗାଡି । ଆଠଗଡ଼ ଥାନା ଅଞ୍ଚଳରେ ଚୋରା ମେଟାଲ, ଚିପ୍ସ, ବାଲି ଚାଲାଣକାରୀଙ୍କ ଉପରେ କଡ଼ା ଆକ୍ସନ ନେଇଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ । ଗତକାଲି…
Category: ରାଜ୍ୟ
ଟ୍ରକ ସହ ପିଟି ହେଲା ସ୍କୁଟି, ୩ ମୃତ
ଟ୍ରକ୍-ସ୍କୁଟି ଧକ୍କା; ୩ ମୃତ । ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ୫୫ ନମ୍ବର ଏନଏଚ ଗୋବିନ୍ଦପୁର ନିକଟରେ ଦୁର୍ଘଟଣା । ଗୋଟିଏ ସ୍କୁଟିରେ ୩ଜଣ ଯୁବକ ଯାଉଥିବାବେଳେ ଏକ ଟ୍ରକ ସହ ପିଟି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ…
ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ ଚାଷୀ ମୃତ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗାଁରେ ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ପଥରଖମ୍ବ ଗାଁର ଛକଡି ସାହୁ। ଛକଡି ନିଜ ଧାନ ବିଲରେ ଧାନ କାଟୁଟିବା ବେଳେ ସାପ…
ସ୍କୁଲ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ
ବିପୁଳ ପରିମାଣର ବ୍ରାଉନସୁଗର ଜବତ, ୩ ଗିରଫ । ବୋଲଗଡ କପାସିଆ ଗାଁର ସ୍କୁଲ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି । ତିନିଜଣକୁ ଗିରଫ କଲା ବେଗୁନିଆ ଅବକାରୀ ବିଭାଗ । ଆଜି ସକାଳୁ ଖୋର୍ଦ୍ଧାର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ…
ପାଚିକାଙ୍କ ଶାଢୀରେ ଲାଗିଲା ନିଆଁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ରୋଷେଇ କରିବା ବେଳେ ଶାଢୀରେ ନିଆଁ ଲାଗି ପାଚିକା ଗୁରୁତର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବାଇଲୋ ପଞ୍ଚାୟତ ହାତିବନ୍ଧା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ପାଚିକାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ଆନନ୍ଦପୁର ବ୍ଲକ ହାତିବନ୍ଧା ଗ୍ରାମର…
ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ
ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ପଥରଖମ୍ବ ଗାଁର ଛକଡ଼ି ସାହୁ। ଛକଡ଼ି ଗ୍ରାମଠାରୁ କିଛି ଦୂର ନିଜ…
ଧର୍ମଘଟ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ, ଘରୋଇ ବସ୍ ମାଲିକ ସଂଘ ସମ୍ପାଦକଙ୍କ ସୂଚନା
ଘରୋଇ ବସ୍ ଧର୍ମଘଟ ଡାକରାକୁ ପ୍ରତ୍ୟାହୃତ କଲା ଘରୋଇ ବସ ମାଲିକ ସଙ୍ଘ। ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ଡାକରାକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ, ପୁଲିସକୁ ଗାଡି କାଗଜପତ୍ର ଯାଞ୍ଚ କ୍ଷମତା ପ୍ରଦାନ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଥିଲା।…
କଟକର ୯୧ ସରକାରି ଅଧିକାରୀଙ୍କ ଦରମା ବନ୍ଦ: ଅତିରିକ୍ତ ଜିଲ୍ଲାପାଳଙ୍କ କଠୋର ପଦକ୍ଷେପ
ଜନଶୁଣାଣି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଅବହେଳା ପାଇଁ କଟକ ଜିଲ୍ଲାର ୯୧ ଜଣ ସରକାରୀ ଅଧିକାରୀଙ୍କ ନଭେମ୍ବର ମାସର ଦରମା ବନ୍ଦ କରିବାକୁ ଆଦେଶ ଜାରି କରିଛନ୍ତି କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ। ଏହି ଆଦେଶକୁ ଜିଲ୍ଲା ଟ୍ରେଜେରୀ ଅଫିସରଙ୍କୁ ପଠାଯାଇଛି ଏବଂ ସମ୍ପୂର୍ଣ୍ଣ…
ହାଇକୋର୍ଟଙ୍କ ଜୋର ଝଟକା: ବଦଳିରେ ରାଜନୀତିକୁ ନା…
ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଝଟକା । ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ । ୧୫ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବଦଳି ପାଇଁ ସାଂସଦ, ବିଧାୟକଙ୍କୁ ଦେଇଥିଲେ କ୍ଷମତା । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ…
ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ
ନଭେମ୍ବର ୨୭ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭା ଶୀତ ଅଧିବେଶନ ଆଜି ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ସହିତ ଗୃହରେ ତୀବ୍ର ସଙ୍ଘର୍ଷ ସୂଚନା ମିଳୁଛି। ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହେବାକୁ ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ତିନି ପ୍ରମୁଖ…
