ଅନୁଗୋଳ ବଂଅରପାଳ ନରହରି ପୁର ଗାଁର ଏକ ପରିତକ୍ତ କୂଅରୁ ଏକ ହାତୀ ଛୁଆକୁ ଉଧାର କରିଛି ବନବିଭାଗ । ହାତୀ ଛୁଆଟି ଗାଁ ଭିତରକୁ ଆସି କୂଅ ମଧ୍ୟରେ ପଡିଯାଇଥିଲା । ପରେ ବନ ବିଭାଗ ଖବର ପାଇ ଏକ ଜେସିବି ମେସିନ…
Category: ରାଜ୍ୟ
ସୋସିଆଲ ମିଡିଆରେ ପ୍ରଭୁ ଜଗନ୍ନାଥ ଓ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କୁ ଖରାପ ଭାଷାରେ କମେଣ୍ଟ
ସୋସିଆଲ ମିଡିଆରେ ପ୍ରଭୁ ଜଗନ୍ନାଥ ଓ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କୁ ଖରାପ ଭାଷାରେ କମେଣ୍ଟ ଲେଖିଥିବାରୁ, ତାଳଚେର ହିନ୍ଦୁ ସମାଜ ପକ୍ଷରୁ ତାଳଚେର କୋଲିୟାରୀ ଥାନାରେ କମେଣ୍ଟ ଲେଖିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି । ସୂଚନା ଅନୁଯାୟୀ ଦୁଇ ଦିନ ପୂର୍ବରୁ ଫେସବୁକରେ…
ପୋଖରୀର ପାଣି ନେଲା ଜୀବନ: ୮ ବର୍ଷୀୟା ମୃତ, ସାଙ୍ଗ ଉଦ୍ଧାର
ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଖଣ୍ଡଅଧୀନ ଚୁଡ଼ଙ୍ଗପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡି ଜଣେ ୮ ବର୍ଷୀୟା ନାବାଳିକା ସୋନାଲିଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ସୂତ୍ର ଅନୁସାରେ, ସୋନାଲି ତାଙ୍କ ସାଙ୍ଗ ରାଜେଶ୍ୱରୀ ସହ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହି…
ବିଜୁଳି ଚୋରଙ୍କୁ TPNODLର ଚେତାବନୀ: କଠୋର କାର୍ଯ୍ୟାନୁଷ୍ଠାନ ସହ ଗୋପନରେ ଅଭିଯୋଗ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି
ବିଦ୍ୟୁତ୍ ଚୋରିକୁ ତୃଣମୂଳ ସ୍ତରରୁ ରୋକିବା ପାଇଁ ଟିପିଏନଓଡିଏଲ (TPNODL) ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ, ବାଲେଶ୍ଵର ବୈଦ୍ୟୁତିକ ମଣ୍ଡଳ ଅନ୍ତର୍ଗତ ବିଇଡି ଡିଭିଜନର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଚୋରି ରୋକିବା ପାଇଁ କମ୍ପାନୀର ଚଢାଉ ଅଭିଯାନ ଜାରି ରହିଛି। ଗତ…
ରଙ୍କନାଥ ମନ୍ଦିରରୁ ଚୋରି ଘଟଣା, ତିନି ଗିରଫ
ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପ୍ରସିଦ୍ଧ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର କାର୍ଯ୍ୟାଳୟ ଗୃହର ତାଲା ଭାଙ୍ଗି କିଛି ଦୃର୍ବୁତ୍ତ ମୂର୍ତ୍ତି, ଅଳଙ୍କାର ସହିତ ୨୫୦୦ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏନେଇ ମନ୍ଦିର ପରିଚାଳନା କମିଟିର ସଭାପତି ଦାଶରଥି…
ବନ୍ଧ ନିକଟରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୋହିପିଟା ବନ୍ଧ ନିକଟରେ ଅଭାବନୀୟ ଘଟଣା। ମୁଣ୍ଡରେ ଗୁରୁତର କ୍ଷତାକ୍ତ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତକ ଜଣକ ମନମୁଣ୍ଡା ଥାନା ଦମାମୁଣ୍ଡା ଗ୍ରାମର ଭୂଷଣ ପ୍ରଧାନଙ୍କ ପୁଅ କୈବଲ୍ୟ ପ୍ରଧାନ ବୋଲି ଜଣାପଡିଛି। ମୃତକଙ୍କ ବାଇକ…
ଯୁବକଙ୍କୁ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ଘୋଷାରିଲେ
ଜମିଜମା ବିବାଦକୁ ନେଇ ବାଲେଶ୍ବର ସଦର ଥାନା ଅନ୍ତର୍ଗତ ତେଲଗଡ଼ିଆ ଗାଁରେ ଘଟିଛି ଅମାନବୀୟ ଘଟଣା। ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ସହ ଦଉଡ଼ିରେ ବାନ୍ଧି ଗାଁଦାଣ୍ଡରେ ଘୋଷାରିବା ପରେ ସ୍ଥାନୀୟ ପରିଖି ଫାଣ୍ଡି ସମ୍ମୁଖରେ ଫିଙ୍ଗିଦେଲେ। ଏହି ଘଟଣା ୩ ଦିନ ତଳେ…
ବିଲୁଆ ଆକ୍ରମଣରେ ୫ ଗୁରୁତର, ମେଡିକାଲରେ ଭର୍ତ୍ତି
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ରୋହିଗାଁ ଗ୍ରାମରେ ବିଲୁଆ ଆତଙ୍କ। ଜଙ୍ଗଲି ବିଲୁଆ ଆକ୍ରମଣରେ ୫ ଗ୍ରାମବାସୀ ଗୁରୁତର। ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି । ଗୁରୁତର ଆହାତ ମାନେ ହେଲେ ରୋହିଗାଁ ଗ୍ରାମର ସୁକୁନୁ ଜେନା, ସୋଲି ସ୍ୱାଇଁ ,ତପସ୍ପିନି ଜେନା, ସରମିଲା…
ମା’ ତାରିଣୀଙ୍କ ଦର୍ଶନ ସହ ୩୦୦ କୋଟିର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଆଜି କେନ୍ଦୁଝର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଆଙ୍କୁ ଦର୍ଶନ କରିବା ସହ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରାୟ ୩୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ବିକାଶ ଯୋଜନାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସକାଳ…
ସପ୍ତାହେ ଅସମ୍ଭାଳ ଥଣ୍ଡା, ଆଜିଠୁ କଲବଲ କରିବ କାଲୁଆ ପବନ
ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେବ । କାଲୁଆ ପବନ କଲବଲ କରିବ । ଭୋର୍ରୁ ଘନ କୁହୁଡ଼ିର ଆସ୍ତରଣ ବି ବାଟ ଓଗାଳିବ । ଶୀତ ଲହରିରେ ପୂରା ଓଡ଼ିଶା ଥରିବ । ପାଣିପାଗ ବିଭାଗ(ଆଇଏମଡି) ଏହି ଆକଳନ…
