Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ତାଳଚେର ବଳରାମ ଖଣିରେ ହୃଦୟ ବିଦାରକ ଦୁର୍ଘଟଣା: ଡୁଜର୍ ତଳେ କଟିଗଲା କର୍ମଚାରୀଙ୍କ ଗୋଡ଼

Posted on December 6, 2025

ତାଳଚେର: ତାଳଚେରସ୍ଥିତ ବଳରାମ କୋଇଲା ଖଣିରେ ଆଜି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଏମସିଏଲ୍‌ରେ କାର୍ଯ୍ୟରତ ଜଣେ କର୍ମଚାରୀ ଡ୍ୟୁଟିକୁ ଯାଉଥିବା ସମୟରେ ଏକ ଭାରୀ ଚେନ୍ ଡୁଜର୍ ମେସିନ୍ ତାଙ୍କ ଉପରେ ଚଢ଼ିଯିବାରୁ ତାଙ୍କ ଗୋଡ଼ ଦୁଇ ଖଣ୍ଡ ହୋଇଯାଇଛି। ତେବେ…

ରାଜଧାନୀରୁ ୧୦ ମାଉଜର ଜବତ, ବିହାରରୁ ବ୍ରହ୍ମପୁର ଅଭିମୁଖେ ହେଉଥିଲା ଚାଲାଣ

Posted on December 6, 2025

ରାଜଧାନୀରୁ ୧୦ ମାଉଜର ଜବତ। ବିହାରରୁ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଥିବା ବେଳେ ଗୋଡାଇ ଗୋଡାଇ ଧରିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍। ଖଣ୍ଡଗିରି ଛକରେ ମାଡ଼ି ବସିଲା ପୁଲିସ। ଜଣେ ଅଭିଯୁକ୍ତ ଗିରଫ। ସୂଚନାନୁଯାୟୀ, ଏକ କାରରେ ଚୋରା ମାଉଜର ଓ କାଇବାଇନ୍ ଚାଲାଣ…

ଦେହରେ ପେଟ୍ରୋଲ ଢାଳି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

Posted on December 6, 2025

ଦେହରେ ପେଟ୍ରୋଲ ଢାଳି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ଣ ଫାଣ୍ଡି ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଲାଞ୍ଜିବେର୍ଣ ଫାଣ୍ଡି ଅଞ୍ଚଳର ଜଣେ କଲେଜ ପଢୁଆ…

 ନଦୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ର ମୃତ

Posted on December 6, 2025

ଖରସ୍ରୋତା ନଦୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ର ମୃତ। କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ପଞ୍ଚାୟତ ବରାଂଶ ଗ୍ରାମରେ ଏହି ଘଟଣା ଘଟିଛି। ମୃତକ ଜଣଙ୍କ ରାଜେନ୍ଦ୍ର କଣ୍ଠଙ୍କ ପୁଅ ସାଇ ସାରଥି କଣ୍ଠ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।…

ଚିକେନ୍ ଖାଇଦେବାରୁ ଦୁଇ ପଡୋଶୀଙ୍କ ଭିତରେ ଗଣ୍ଡଗୋଳ

Posted on December 6, 2025

ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ପଡୋଶୀ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି କୃଷ୍ଣଚନ୍ଦ୍ର ମହାନ୍ତି। ଉକ୍ତ ଗାଁର ହତ୍ୟାକାରୀ ନାରାୟଣ ଦାସ ଫେରାର୍। ସୂଚନାନୁଯାୟୀ, ଶୁକ୍ରବାର କୃଷ୍ଣଚନ୍ଦ୍ର ଘରେ ଚିକେନ୍…

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ମିଳିଲା ମଞ୍ଜୁରୀ: ମିଳିବ ₹୫୧ ହଜାର ସହାୟତା

Posted on December 6, 2025

ରାଜ୍ୟ ସରକାରଙ୍କ ବହୁପ୍ରତୀକ୍ଷିତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା (MKBBY)କୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଅଧୀନରେ କନ୍ୟାମାନଙ୍କୁ ବିବାହ ପାଇଁ ମୋଟ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷୁରୁ ସମସ୍ତ…

୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଲୁଟେରା ଛୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ

Posted on December 6, 2025

 ଯାତ୍ରାର ଫାଇଦା ଉଠାଇ ଘରେ କଳାକନା ବୁଲାଇଲେ ଲୁଟେରା। ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଲୁଟେରା ଛୁ। ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ। ଏପରି ଘଟଣା ଘଟିଛି ନୀଳଗିରି ଥାନା ଅଧୀନ କାଂଶ ଗ୍ରାମର ଶୁଭ୍ରାଂଶୁ ମହାନ୍ତିଙ୍କ ଘରେ। ସୂଚନା ମୁତାବକ…

ଶିଶୁପୁତ୍ରକୁ ଅନ୍ୟ ହାତରେ ଟେକିଦେଲେ ଦମ୍ପତି

Posted on December 6, 2025

ବାଲେଶ୍ବର ଜିଲ୍ଲା ସୋର ଥାନା ନଟାପଡ଼ା ଅଞ୍ଚଳରେ ଜଣେ ଦମ୍ପତି ନିଜର ଗରିବୀ ପାଇଁ ଜନ୍ମ କରିଥିବା ପୁଅକୁ ଭଦ୍ରକ ଅଞ୍ଚଳର ଜଣେ ଦମ୍ପତିଙ୍କୁ ଦାନ କରଥିବା ଜଣାପଡିଛି। ସୂଚନା ଅନୁସାରେ, ନଟାପଡ଼ା ଗ୍ରାମର ସେଣ ସାହିର ପ୍ରଫୁଲ୍ଲ ଧଡା ଓ ଗାୟତ୍ରୀ ଧଡାଙ୍କ ଔରସରୁ ୫ ଜଣ ଝିଅ ଓ ଜଣେ ପୁଅ…

ଟ୍ରଲର ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ, ମୃତକଙ୍କ ପରିଚୟ ଅସ୍ପଷ୍ଟ

Posted on December 6, 2025

ଟ୍ରଲର ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ୧୪୩ ନଂ ଜାତୀୟ ରାଜପଥ ଗମଲେଇ ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ସୂଚନାନୁଯାୟୀ, ଶନିବାର ସକାଳେ ୨…

ଚୋରା ଦେଶୀ ମଦ ଜବତ, ବ୍ୟବସାୟୀକୁ ଗଛରେ ବାନ୍ଧି ପୁଲିସ ଜିମାଦେଲେ ଗ୍ରାମବାସୀ

Posted on December 6, 2025

କଟକର ସାଲେପୁରରୁ ଚୋରା ଦେଶୀ ମଦ ଜବତ। ମଦ ବ୍ୟବସାୟୀକୁ ଗଛରେ ବାନ୍ଧି ପୁଲିସ ଜିମାଦେଲେ ଗ୍ରାମବାସୀ। ଗିରଫ ବ୍ୟକ୍ତି ଜଣକ ସାଲେପୁର ଅଞ୍ଚଳର ଜୟନ୍ତ ବେହେରା ବୋଲି ଜଣାପଡିଛି। ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୮ଟା ସମୟରେ ସାଲେପୁର ଅଞ୍ଚଳର ଜୟନ୍ତ ବେହେରା…

Posts pagination

Previous 1 … 71 72 73 … 168 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme