ଗାଈ ଚରାଇବା ବେଳେ ବିନ୍ଧିଲେ ମହୁମାଛି। ଜଣେ ମୃତ ଅନ୍ୟ ଜଣେ ଗୁରୁତର। କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଳକ ତଳ-ବୈତରଣୀ ଗାଁରେ ଏଭଳି ଘଟଣା ଘଟିଛି। ଗୁରୁତରଙ୍କୁ ଧରଣୀଧର ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ମଙ୍ଗଳବାର ବାଶଂପାଳ ବ୍ଳକ ତଳ-ବୈତରଣୀ ଗାଁର ଦୁଇ…
Category: ରାଜ୍ୟ
ବକେୟା ମାଗିବାରୁ ମିସ୍ତ୍ରିକୁ ଶାବଳରେ ପିଟିଲା ହୋଟେଲ୍ ମାଲିକ, ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କଲା ପୁଲିସ
କୁମାର ପୂର୍ଣ୍ଣିମା ପାଇଁ ଗାଁକୁ ଯିବେ ବୋଲି ମାଲିକଙ୍କୁ ବାକି ଟଙ୍କା ମାଗିଲେ । ହେଲେ ହୋଟେଲ ମାଲିକଙ୍କ ମୁଣ୍ଡକୁ ଚଢ଼ିଗଲା ପିତ୍ତ । କର୍ମଚାରୀକୁ ଶାବଳରେ ନିସ୍ତୁକ ପିଟିଲେ । ମାଡ଼ରେ କର୍ମଚାରୀଙ୍କ ମୁଣ୍ଡ ଫାଟିବା ସହ ଶରୀର ସାରା ମାଡ଼ର ଦାଗ…
ତାଳଚେର ଘଣ୍ଟପଡା ଗ୍ରାମବାସୀଙ୍କ ଆନ୍ଦୋଳନ, ଗ୍ଲୋବାଲ୍ କୋଲ୍ ୱାସରୀକୁ ଦାବିପତ୍ର ପ୍ରଦାନ…
ତାଳଚେର ଘଣ୍ଟପଡା ଗ୍ରାମବାସୀମାନେ ଗ୍ଲୋବାଲ୍ କୋଲ୍ ୱାସରୀରେ କାର୍ଯ୍ୟରତ ଅଧିକାରୀଙ୍କୁ ତିନି-ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀମାନେ ସ୍ଥାନୀୟ କାଳୀମନ୍ଦିର ଛକ ଠାରୁ ଶୋଭାଯାତ୍ରା କରି ୱାସରୀ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ପରେ ଏହି ଦାବିପତ୍ର ଦେଇଥିଲେ। ଦାବିପତ୍ରରେ ସେମାନେ ଗ୍ରାମର…
କଂଗ୍ରେସ ପକ୍ଷରୁ ନବ ନିର୍ବାଚିତ ସଭାପତି ସୁନୀଲ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ।
ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ନବ ନିର୍ବାଚିତ ସଭାପତି ସୁନୀଲ କୁମାର ପ୍ରଧାନଙ୍କୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା କରିବାକୁ ଯାଇ ଏକ ଶୋଭାଯାତ୍ରାରେ ତାଙ୍କୁ ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ଠାରୁ ମାଆ ବୁଢୀଠାକୁରାଣୀଙ୍କ ଠାରୁ ପୂଜାର୍ଚ୍ଚନା କରି ବାହାରି ଗାନ୍ଧୀ ପାର୍କଠାରେ…
ଡିଭାଇଡର ଉପରେ ଚଢି ଓଲଟି ପଡ଼ିଲା ତୀର୍ଥଯାତ୍ରୀ ବସ୍, ୩୦ ଯାତ୍ରୀ ଆହତ
ଜଗା ଦର୍ଶନ ସାରି ଫେରୁଥିବା ବେଳେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ଡିଭାଇଡର ଉପରେ ଚଢି ଓଲଟି ପଡିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣ…
ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ
ଆସନ୍ତା ୩ ଦିନ ରାଜ୍ୟରେ ବର୍ଷା ସମ୍ଭାବନା। ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…
ଯାଜପୁରର ଏନସି କଲେଜ ଲୁଟ ଘଟଣା
୬ ଲୁଟେରାଙ୍କ ସମେତ ବ୍ୟାପକ ସାମଗ୍ରୀ ଜବତ ଯାଜପୁର: ମାସକ ତଳେ ଯାଜପୁରର ଏନସି ସ୍ବୟଂଶାସିତ ମହାବିଦ୍ୟାଳୟରୁ ଜଣେ ଲୁଟେରା ସ୍ପଷ୍ଟ ଦିବାଲୋକରେ ୪ ମହଲା କୋଠାର ଝରଣାରେ ଓହଳି ଏସି କପର ତାର ଚୋରି କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ…
ଟ୍ରେନରେ କଟି ଜଣେ ମୃତ
ତାଳଚେର: ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଜଗନ୍ନାଥ କୋଇଲା ଖଣି ଅଞ୍ଚଳରେ ଆଜି ଜଣେ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ସୂଚନା ମୁତାବକ, ଲାଲ ହଟିଂ ଅଞ୍ଚଳର ରାମ ମିଲନ ସିଂ ଯାଦବ(୪୫) ଆଜି ତାଳଚେର ଷ୍ଟେସନ ପାଖରୁ ବଳରାମ ରେଳ ଷ୍ଟେସନ…
ଜେଆରଟି କମ୍ପନୀରେ ତାଲା ପକାଇଲେ ଶ୍ରମିକ
ତାଳଚେର : ଏମ୍ସିଏଲ୍ ତାଳଚେର ଅନନ୍ତ କୋଇଲା ଖଣିରେ ମାଟି କୋଇଲା ପରିବହନ କାମ କରୁଥିବା ଜେଆରଟି କମ୍ପାନୀର କର୍ମଚାରୀଙ୍କୁ ବୋନସ ସହିତ ଇପିଏଫ ଟଙ୍କା ଦେଉନଥିବାରୁ ଆଜି କର୍ମଚାରୀମାନେ କମ୍ପାନୀ ସମ୍ମୁଖରେ ବିକ୍ଷୋଭ କରିବା ସହିତ ତାଲା ପକାଇ ଦେଇଥିଲେ। ସୂଚନା ମୁତାବକ, ଜେଆରଟି…
ଗ୍ଲୋବାଲ କୋଲ ୱାସରୀର ଅଧିକାରୀଙ୍କୁ ଘଣ୍ଟପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ
ତାଳଚେର : ତାଳଚେର ବ୍ଲକ ଘଣ୍ଟପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଆଜି ୩ ଦଫା ଦାବିପତ୍ର ଗ୍ଲୋବାଲ କୋଲ ୱାସରୀର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସୂଚନା ମୁତାବକ, ଘଣ୍ଟପଡ଼ା ଗ୍ରାମ ବାସୀ ଗତ ୨୦୦୦ ମସିହାରେ ଗ୍ରାମର ଜମିକୁ ପ୍ରଦାନ କରି ଗ୍ଲୋବାଲ କୋଲ ୱାସରୀ ନିର୍ମାଣ…
