ବାଲି ମାଫିଆଙ୍କ ଦୌରାତ୍ମ୍ୟ ରେ ଅତିଷ୍ଠ ହୋଇସାରିଲେଣି ଗ୍ରାମବାସୀ, ପ୍ରଶାସନ ଗ୍ରାମବାସୀଙ୍କ ଗୁହାରି ଶୁଣିଲେନି । ତାତିଲେ ଗ୍ରାମବାସୀ ତାଡିଲେ ବାଲିଘାଟ ରାସ୍ତା । ପ୍ରଶାସନ ସାଜିଛନ୍ତି ନିଦାବିଷ୍ଣୁ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ…
Category: ରାଜ୍ୟ
ସ୍ତ୍ରୀକୁ ପିଟିପିଟି ମାରିଦେଲା ନୃଶଂସ ସ୍ଵାମୀ
ପାରିବାରିକ କଳହରୁ ନୃଶଂସ ହତ୍ୟାକାଣ୍ଡ। ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ଵାମୀ, ପୁଅ ଗୁରୁତର। ଯାଜପୁର ଜିଲ୍ଲା ଯଖପୁରା ଥାନା ରାବଣା ଗ୍ରାମ ନିକଟସ୍ଥ ଏକ ଇଟା ଭାଟିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଝାଡ଼ଖଣ୍ଡର କପିଳ ସୋରେନ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ରାମ ସୋରେନ…
ଦୀପାବଳି ବଢାଇଲା ପ୍ରଦୂଷଣ, ରାଜଧାନୀରେ AQI -୧୮୦କୁ ଖସିଲା
ଟ୍ବିନ୍ ସିଟିରେ ଦୀପାବଳି ବଢାଇଲା ପ୍ରଦୂଷଣ । ପ୍ରବଳ ବାଣଫୁଟାଇବା ଯୋଗୁଁ ଖସିଛି ଭୁବନେଶ୍ବର-କଟକ ଏୟାର କ୍ବାଲିଟି ଇନଡେକ୍ଟ । ରାଜଧାନୀରେ AQI 180 ପାର ହୋଇଛି । ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଦୂଷିତ ହୋଇଯାଇଛି ବାୟୁ । ଲକ୍ଷ୍ମୀସାଗର ଅଞ୍ଚଳରେ AQI 185…
ବାଣଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର ।
ବାଣଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଗୋଷ୍ଠୀ ସଂଘର୍ଷ ହୋଇଛି । ମନୋହରୀପଡା ଓ ପାତକାରୀପଡା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗୁରୁତର ଯୁବକ ହେଲେ କାଳିଆ ମଲ୍ଲିକ । ଆହତ ହେଲେ ରାଜୁ ମଲ୍ଲିକ, ବବଲୁ…
ପୁରୀରେ ବୁଲିଲା ଛୁରୀ, ଛୁରାମାଡରେ ଯୁବକ ଗୁରୁତର
ଦୀପାବଳିରେ ଅଘଟଣ । ପୁରୀରେ ବୁଲିଲା ଛୁରୀ । ଛୁରାମାଡରେ ଯୁବକ ଗୁରୁତର । ପୁରୀ ଟାଉନ ଥାନା ପାପୁଡିଆ ମଠ ସମ୍ମୁଖରେ ଛୁରାମାଡ ହୋଇଛି। ଗୁରୁତର ଯୁବକ ହେଲେ ହେମନ୍ତ ପଟ୍ଟନାୟକ । ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି…
ହାତରେ ବାଣ ଫୁଟି ନାବାଳକ ଗୁରୁତର
ଦୀପାବଳିରେ ବାଣ ଫୁଟାଇବା ବେଳେ ଅଘଟଣ। ହାତରେ ବାଣ ଫୁଟିଯିବାରୁ ନାବାଳକ ଗୁରୁତର। ଗୁରୁତର ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କଇନିପୁରା ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, କଇନିପୁରା ଗ୍ରାମର…
ମନ୍ଦିରକୁ ଯିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
କୋଣାର୍କ ଥାନା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍। ମନ୍ଦିରକୁ ଯିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ। ମଙ୍ଗଳବାର ସକାଳୁ କୋଣାର୍କ ଥାନା ଅନସରା ଗ୍ରାମର ଜଣେ ମହିଳାଙ୍କ ବେକରୁ ଦୁଇ ଜଣ ଦୁର୍ବୃତ୍ତ ସୁନା ଚେନ୍ ଲୁଟି ନେଇ ବାଇକ୍ରେ ଚମ୍ପଟ…
ଘୂର୍ଣ୍ଣିବଳୟ ନେଇପାରେ ଲଘୁଚାପ ରୂପ,୨୩ରେ ଅବପାତ ସମ୍ଭାବନା
ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ। ଆଜି ନେଇପାରେ ଲଘୁଚାପ ରୂପ। ଲଘୁଚାପ ସୃଷ୍ଟି ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ଅଧିକ ବଳ ଗୋଟାଇ ପୁଣି ଘନୀଭୂତ ହେବ…
ନବୀନ ପଟ୍ଟନାୟକଙ୍କ ଦୀପାବଳି ଶୁଭେଚ୍ଛା: ଆଲୋକର ପର୍ବର ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ଦିନ ରାଜ୍ୟବାସୀଙ୍କୁ ଆଲୋକର ପର୍ବ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ, ସେ କହିଛନ୍ତି – “ନମସ୍କାର। ଆଲୋକର ପର୍ବ ଦୀପାବଳିର ଅବସରରେ ମୁଁ…
ଯୋଡ଼ାରେ ମାତିଛି ମାଙ୍କଡଙ୍କ ଆତଙ୍କ, ୭ଜଣ ଆହତ
କେନ୍ଦୁଝର ଜିଲ୍ଲା ଯୋଡ଼ାରେ ମାଙ୍କଡ ଆତଙ୍କ । ମାଙ୍କଡ କାମୁଡାରେ ସାତ ଆହତ । ଗତକାଲି ଠାରୁ ଏକ ମାଙ୍କଡ ଯୋଡ଼ାରେ ଆତଙ୍କ ଜାରି ରଖିଛି । ମାଙ୍କଡଟି ଘରେ ପଶି ଯାହାକୁ ପାଉଛି ତାକୁ କାମୁଡ଼ି ଆହତ କରୁଥିବା ବେଳେ ମାଙ୍କଡକୁ ନେଇ…
