Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: December 2025

ନବମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ବନ୍ଧୁକ ଜବତ

Posted on December 13, 2025

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀ ଥାନା ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ଏକ ବନ୍ଧୁକ ଜବତ କରିଛି ପୁଲିସ। ବିଦ୍ୟାଳୟକୁ  ବନ୍ଧୁକ ନେଇ ଯାଇଥିବା ବେଳେ ପୁଲିସକୁ ଖବର ଦେଲେ ଶିକ୍ଷକ। ପୁଲିସ ବନ୍ଧୁକ ଜବତକରି ଫରେନସିକ୍ ଟେଷ୍ଟପାଇଁ ପଠାଇବା ସହିତ ଆରମ୍ଭ କରିଛି ତଦନ୍ତ।…

ଭୁବନେଶ୍ୱରରେ ଆଦିବାସୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, କେନ୍ଦୁଝରରେ ତାତି

Posted on December 13, 2025

ଭୁବନେଶ୍ଵର ସ୍ଥିତ ଏକ ଘରୋଇ ସ୍କୁଲରେ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ ନେଇ କେନ୍ଦୁଝରରେ ତାତି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା। ମୃତଦେହ ରଖି ପରିବାର ଓ ଗ୍ରାମବାସୀଙ୍କ ଧାରଣା। ମୃତକ ଜଣଙ୍କ ହେଲେ କେନ୍ଦୁଝର ଟାଉନ୍ ଥାନା ଟିକର ଘୁମୁରାର ରଘୁନାଥ ମୁଣ୍ଡାଙ୍କ…

ରାସ୍ତାକଡ଼ରୁ ଶିଶୁର ମୃତଦେହ ଉଦ୍ଧାର ; ତଦନ୍ତ ଆରମ୍ଭ କଲା ପୁଲିସ

Posted on December 13, 2025

ଶିଳ୍ପନଗରୀ ଝାରସୁଗୁଡ଼ାରେ ପୁଣି ଥରେ ମାନବିକତାକୁ ଲଜ୍ଜିତ କଲା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ ସହରର ଜନଗହଳିପୂର୍ଣ୍ଣ ମଙ୍ଗଳବଜାର ଅଞ୍ଚଳରୁ ଏକ ଅପରିପକ୍ୱ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ସ୍ଥାନୀୟ ଲୋକମାନେ ମଙ୍ଗଳବଜାର…

‘ଭାରତ ଉପରୁ ହଟାଅ ୫୦% ଟାରିଫ୍’; ଆମେରିକା ସଂସଦରେ ଉଠିଲା ସ୍ୱର

Posted on December 13, 2025

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଟାରିଫ୍ ହଟାଇବାକୁ ଚାପ ପଡିଛି । ଭାରତ ଉପରୁ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ହ୍ରାସ କରିବାକୁ ଆମେରିକା ସଂସଦରେ ସ୍ୱର ଉଠିଛି । ଆମେରିକାର ୩ ଡେମୋକ୍ରାଟିକ ସାଂସଦ ସଂସଦରେ ୫୦ ପ୍ରତିଶତ ଟାରିଫ୍ ବିରୋଧରେ ପ୍ରସ୍ତାବ…

କଂଗ୍ରେସ କଳି ଏବେ ଦିଲ୍ଲୀରେ, ଦିଲ୍ଲୀରେ ହେବ କି ସମାଧାନ ?

Posted on December 13, 2025

କଂଗ୍ରେସ କଳି ଏବେ ଦିଲ୍ଲୀରେ । ହାଇକମାଣ୍ଡ ପାଖରେ ଫେରାଦ କରିବେ ଦଳୀୟ ନେତା । ତୁଟିବ ତ ମୋକିମ-ଭକ୍ତ ବିବାଦ ? ଏଆଇସିସି ଶୁଣିବ ତ ଓଡ଼ିଶା କଂଗ୍ରେସ ଦୁଃଖ । ମୋକିମ-ଭକ୍ତ ବିବାଦରେ ଭାଗ ଭାଗ ଓଡ଼ିଶା କଂଗ୍ରେସ । ଗୋଷ୍ଠୀ…

କୋଲକାତାରେ ପହଞ୍ଚିଲେ ଫୁଟବଲ ଷ୍ଟାର ମେସି

Posted on December 13, 2025

ତିନି ଦିନିଆ ଭାରତ ଗସ୍ତରେ ଆସି କୋଲକାତାରେ ପହଞ୍ଚିଲେ ଫୁଟବଲ ଷ୍ଟାର ମେସି । ମେସିଙ୍କୁ ନେଇ ଫୁଟବଲର ସହର କୋଲକାତା ସମେତ ବିଭିନ୍ନ ସହରରେ ପ୍ରବଳ ଉତ୍ସାହ । କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ ଓ ମୁମ୍ଵାଇ ଏପରି ୪ଟି ସହର ବୁଲିବେ ମେସି…

ଇଣ୍ଟରନେଟ୍ କଟକଣା ବୃଦ୍ଧି: MV-26 ଗାଁରେ ଫେରୁଛି ଶାନ୍ତି

Posted on December 13, 2025

ମାଲକାନଗିରି ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣକୁ ଆସୁଥିଲେ ମଧ୍ୟ ଇଣ୍ଟରନେଟ୍ ସେବା ଉପରେ କଟକଣାର ଅବଧି ଆଉ ୨୪ ଘଣ୍ଟା ପାଇଁ ବଢ଼ାଇ ଦିଆଯାଇଛି। ଗତକାଲି (ଡିସେମ୍ବର ୧୨) ରାତିରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଆଜି ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଜିଲ୍ଲା…

ବାଲି ଚୋରା ଚାଲାଣକୁ ନେଇ ଦୁର୍ବୃତ୍ତଙ୍କ ଫାଙ୍କା ଗୁଳିଚାଳନା, ୩ ଅଟକ

Posted on December 13, 2025

ବାଲି ଚୋରା ଚାଲାଣକୁ ନେଇ ଗୁଳିମାଡ଼ । ଜଳେଶ୍ବର ସିଂଲା ଥାନା ଗିଲାଯୋଡ଼ି ଗାଁରେ ଗୁଳିମାଡ଼ । ପୂର୍ବ ଶତ୍ରୁତା ଓ ବାଲି ଚୋରାଲାଣକୁ ନେଇ ଗଣ୍ଡଗୋଳ । ଗଣ୍ଡଗୋଳ ବେଳେ ଦୁର୍ବୃତ୍ତଙ୍କ ଫାଙ୍କା ଗୁଳିଚାଳନା କରିଥିଲେ । ୨ଟି କାର୍ ସହ ୩…

ପାକିସ୍ତାନ ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍କୁଲରେ ପଢ଼ାଯିବ…

Posted on December 13, 2025

ଭାରତ ଠାରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଦେଶ ଗଠନ କରିବାର ୭ ଦଶନ୍ଧି ପରେ ଏବେ ପାକିସ୍ତାନ ସରକାର ଏକ ଚମକାଇଦେବା ଭଳି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ତରଫରୁ ଦେଶର ସମସ୍ତ ସ୍କୁଲରେ ପ୍ରଥମଥର ପାଇଁ ସଂସ୍କୃତ ଭାଷାକୁ ଶିକ୍ଷାର ପାଠ୍ୟକ୍ରମରେ ସାମିଲ କରିଛନ୍ତି…

ଭାରତରେ କୋହ୍ଲାପୁରୀ ଜୋତା ତିଆରି କରିବ ପ୍ରାଦା

Posted on December 13, 2025

ଭାରତର ପାରମ୍ପରିକ ଜୋତା ଦ୍ୱାରା ଅନୁପ୍ରାଣିତ ହୋଇ ଇଟାଲୀୟ କମ୍ପାନୀ ପ୍ରାଦା ଭାରତୀୟ କାରିଗରମାନଙ୍କ ସହ ଏକାଠି ୨,୦୦୦ ହଳ କୋହ୍ଲାପୁରୀ ଚପଲ ତିଆରି କରିବାକୁ ଯାଉଛି। ପ୍ରତି ହଳ ଚପଲ ଦାମ୍‌ ୮୦୦ ୟୁରୋ ବା ୯୩୦ ଡଲାର ରହିବ ବୋଲି ପ୍ରାଦାର…

Posts pagination

Previous 1 … 44 45 46 … 64 Next

Recent Posts

  • ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର
  • ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଟ୍ରେନ୍ ଟ୍ରାକ୍‌ରେ ମଦୁଆର ହାଇଡ୍ରାମା, ଅଟକାଇ ଦେଲା ଟ୍ରେନ୍‌
  • ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ, କେଶର ମଧ୍ୟରେ ଶୋଭା ପାଇବେ ଶ୍ରୀମୁଖ
  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov   Jan »

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,517)
  • ସ୍ପେଶାଲ୍ ରିପୋର୍ଟ (267)
©2026 JBR Samachar | Design: Newspaperly WordPress Theme