Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୋଲକାତାରେ ପହଞ୍ଚିଲେ ଫୁଟବଲ ଷ୍ଟାର ମେସି

Posted on December 13, 2025

ତିନି ଦିନିଆ ଭାରତ ଗସ୍ତରେ ଆସି କୋଲକାତାରେ ପହଞ୍ଚିଲେ ଫୁଟବଲ ଷ୍ଟାର ମେସି । ମେସିଙ୍କୁ ନେଇ ଫୁଟବଲର ସହର କୋଲକାତା ସମେତ ବିଭିନ୍ନ ସହରରେ ପ୍ରବଳ ଉତ୍ସାହ । କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ ଓ ମୁମ୍ଵାଇ ଏପରି ୪ଟି ସହର ବୁଲିବେ ମେସି । ଗୋଟ ଇଣ୍ଡିଆ ଟୁର ୨୦୨୫ କାର୍ଯ୍ଯକ୍ରମରେ ଯୋଗ ଦେବାକୁ ଆସିଛନ୍ତି ଆର୍ଜେଣ୍ଟିନା ସୁପରଷ୍ଟର ମେସି। ହଜାର ହଜାର ସମର୍ଥକ ମେସିଙ୍କୁ ସ୍ବାଗତ କରିଛନ୍ତି। ଦୁବାଇରୁ ମିଆମି ଦେଇ ଭାରତ ଆସିଥିବା ମେସିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋଲକାତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରାୟ ୧୪ ବର୍ଷ ପରେ ପୁଣି ଥରେ ଭାରତ ଆସିଛନ୍ତି ମେସି। ତିନିଦିନିଆ ଭାରତ ଗସ୍ତରେ ଆସିଥିବା ମେସି କୋଲକାତା, ହାଇଦ୍ରାବାଦ, ମୁମ୍ବାଇ, ନୂଆଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। କୋଲକାତାରେ ଯୁବଭାରତୀ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ଯକ୍ରମରେ ସେ ଯୋଗ ଦେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme