ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲାଗି ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଜୀବନ ଜ୍ୟୋତି ମେଡିକାଲରେ ଆସନ୍ତା କାଲି ରାତିରେ ସସ୍ମିତା ଜେନା ନାମକ ଗର୍ଭବତୀ ମହିଳାଙ୍କର ଅପରେସନ ବେଡରେ ମୃତ୍ୟୁ ହୋଇଛି। ପ୍ରସୂତି ମହିଳା ମୃତ୍ୟୁକୁ ନେଇ ଯାଜପୁରର ଜୀବନଜ୍ୟୋତି ଚିକିତ୍ସାଳୟରେ ଉତ୍ତେଜନା। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ…
Month: December 2025
୬ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
ଦୁର୍ବୃତ୍ତଙ୍କ ଟାର୍ଗେଟରେ ଏବେ ମଠ ମନ୍ଦିର। ପ୍ରତ୍ୟେକ ଦିନ ମନ୍ଦିରରୁ ଲୁଟ ହେଉଥିବାର ଖବର ସାମନାକୁ ଆସୁଥିବା ବେଳେ ଆଜି କାମାକ୍ଷାନଗର ଏନଏସି ନୂଆ ରେକୁଳା ସ୍ଥିତ ମାଆ ମଙ୍ଗଳାଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପାର ଅଳଙ୍କାର ସମେତ ହୁଣ୍ଡିରେ ଥିବା ୨୦ହଜାର…
ସାବଧାନ! ବିନା PUC ରେ ମିଳିବନି ତେଲ, ଜାଣନ୍ତୁ କେମିତି ମିଳିବ ‘ସବୁଜ ଷ୍ଟିକର’
ରାଜ୍ୟର ଗାଡ଼ି ଚାଳକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଏଣିକି ଗାଡ଼ିରେ ‘ସବୁଜ ଷ୍ଟିକର’ (Green Sticker) ନଥିଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ଟ୍ରାଫିକ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ଏହି ନୂଆ ନିୟମ…
ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ…
ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ସମେତ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…
ଚାଷୀଙ୍କ ପାଇଁ ଖୁସି ଖବର! ସପ୍ତାହକ ମଧ୍ୟରେ ଆଉ ୫ ଜିଲ୍ଲାରେ ଖୋଲିବ ମଣ୍ଡି, ଖାତାକୁ ଯିବ ଟଙ୍କା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଜାନୁୟାରୀ ୧୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଏହି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା…
ବଡ଼ଦିନରେ ଅଶୁଭ ଖବର, ଛାତିଥରା ଦୁର୍ଘଟଣା, ଚାଲିଗଲା ୨୨ ଜୀବନ
ବଡ଼ଦିନରେ ଅଶୁଭ ଖବର। ଭୟଙ୍କର ଦୁର୍ଘଟଣାରେ ଗଡ଼ିଲା ମୁଣ୍ଡ। ତାମିଲନାଡ଼ୁ ଓ କର୍ଣ୍ଣାଟକରେ ଦୁଇ ଛାତିଥରା ଦୁର୍ଘଟଣା। କର୍ଣ୍ଣାଟକ ଚିତ୍ରଦୁର୍ଗ ରାସ୍ତାରେ ଏକ କଣ୍ଟେନରକୁ ଧକ୍କା ଦେଇ ହୁତୁହୁତୁ ହୋଇ ଜଳିଗଲା ସ୍ଲିପର୍ ବସ୍। ୧୩ ଯାତ୍ରୀ ଜୀବନ୍ତ ଦଗ୍ଧ। ସେପଟେ ତାମିଲନାଡୁର ତ୍ରିଚି-ଚେନ୍ନାଇ…
ମଣିଷ ପାଇଁ ସତର୍କର ଘଣ୍ଟି, ବିଶ୍ଵକୁ ସୁଖାଇ ଦେବ ଏଆଇ
ଏଆଇ ଆମ ଜୀବନର ଏକ ଅଙ୍ଗ ହୋଇଛି । କିନ୍ତୁ ଯେଉଁ ଏଆଇକୁ ଆମେ ସ୍ମାର୍ଟ, ଦ୍ରୁତ ଓ ଭବିଷ୍ୟତ ବୋଲି କହୁଛୁ, ତାହା ଚୁପ୍ଚାପ୍ ପୃଥିବୀର ସବୁ ପାଣି ଶୋଷିଦେଉଛି । ଯାହା ପରେ ଏବେ ସତର୍କ ଘଣ୍ଟି ବାଜିବା ଆରମ୍ଭ ହୋଇଛି ।…
ନମାଜ ପାଠ ସମୟରେ ବଡ଼ ବିସ୍ଫୋରଣ,୧୦ ମୃତ
ମସ୍ଜିଦରେ ନମାଜ ପାଠ ସମୟରେ ବଡ଼ ବିସ୍ଫୋରଣ। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ନାଇଜେରିଆର ମୈଦୁଗୁରିରେ ସନ୍ଧ୍ୟା ପ୍ରାର୍ଥନା ସମୟରେ ଏହି ଘଟଣା ସାମ୍ନାକୁ ଆସିଛି। ବୁଧବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ବର୍ଷ ବର୍ଷ ଧରି ବିଦ୍ରୋହଗ୍ରସ୍ତ ଅଞ୍ଚଳରେ ପୁନର୍ବାର…
ଘରୋଇ କଲହକୁ ନେଇ ବିଭତ୍ସ ହତ୍ୟା, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ଘରୋଇ କଲହକୁ ନେଇ ବିଭତ୍ସ ହତ୍ୟା । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଜଣକ ହେଲେ ତପ ମଲ୍ଲିକ। ଘଟଣାସ୍ଥଳରେ ଦେଓଗାଁ ପୁଲିସ ଓ ସାଇଣ୍ଟିଫିକ…
କୁଖ୍ୟାତ ଗଞ୍ଜେଇ ମାଫିଆ ଘରେ ରେଡ୍, ଏସଡିପିଓଙ୍କ ଉପସ୍ଥିତିରେ ଚାଲିଛି ଛାନଭିନ୍
କୁଖ୍ୟାତ ଗଞ୍ଜେଇ ମାଫିଆ ଘରେ ରେଡ୍। ବୌଦ୍ଧ ଜିଲ୍ଲା ଶଗଡ଼ ସରପଞ୍ଚଙ୍କ ସ୍ବାମୀ ସୁବ୍ରତ କର୍ମୀଙ୍କ ଘରେ ଚଢାଉ ହୋଇଛି। ଜିଲ୍ଲା ପ୍ରଶାସନ ଚଢ଼ାଉ କରି ତାଙ୍କ ସମସ୍ତ ସମ୍ପତ୍ତି ବ୍ୟାଜାପ୍ତି କରିବା ପ୍ରକ୍ରିୟା ଜାରି ରଛି । ସୁବ୍ରତ କର୍ମୀ ଓ ତାଙ୍କ…
