Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: December 2, 2025

ଅଣାୟତ୍ତ ପନିପରିବା ଦର: ବିଭିନ୍ନ ଜିଲାରେ ଯୋଗାଣ ବିଭାଗର ଚଢ଼ାଉ

Posted on December 2, 2025

ରାଜ୍ୟରେ ଗତ କିଛିଦିନ ଧରି ପନିପରିବା ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ କଡ଼ାକଡ଼ି ଚଢ଼ାଉ କରାଯାଇଛି। ଦରବୃଦ୍ଧି ରୋକିବା ଏବଂ ଯୋଗାଣ ଶୃଙ୍ଖଳା ବଜାୟ ରଖିବା ଉପରେ ବିଭାଗ ପକ୍ଷରୁ ବିଶେଷ…

ଜବର ଦଖଲ ଜାଗାକୁ ଭାଙ୍ଗିଲା ପ୍ରଶାସନ

Posted on December 2, 2025

ଜବର ଦଖଲ ଜାଗାକୁ ଭାଙ୍ଗିଲା ପ୍ରଶାସନ । ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲ ଛକରେ କେତେକ ଲୋକ ଜବରଦଖଲ କରି ଦୀର୍ଘବର୍ଷ ହେବ ରହି ଆସୁଥିଲେ। ଆଉ ସେହି ଜବରଦଖଲ ସ୍ଥାନଗୁଡିକରେ ହୋଇଥିବା ଦୋକାନ ଓ ଘର ହଟାଇବା…

ଖୋଲିଲା ଭାରତର ଦୀର୍ଘତମ କାଚ ପୋଲ, ଖର୍ଚ୍ଚ ୭ କୋଟି

Posted on December 2, 2025

ସମୁଦ୍ର ପତ୍ତନଠୁ ୧୦୦୦ ଫୁଟ ଉପରେ ଚାଲିବାର ଅନୁଭବ ପାଇବେ ଭାରତୀୟ । ବିଶାଖାପଟ୍ଟନମ୍‌ରେ ନିର୍ମିତ ହୋଇଛି ଭାରତର ଦୀର୍ଘତମ କାଚ ପୋଲ । ମନୋରମ ପ୍ରାକୃତିକ ପରିବେଶ ଓ ଅଭିନବ ଡିଜାଇନ୍ ଏହାର ଆକର୍ଷଣକୁ ବହୁଗୁଣିତ କରିଛି । ବିଶାଖାପଟ୍ଟନମ୍ ସାଂସଦ ଶ୍ରୀ ଭାରତଙ୍କ…

ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ୍, ୪ ବର୍ଷରେ ଜବତ ହେଲାଣି ୧୬୮ ନକଲି ଔଷଧ

Posted on December 2, 2025

ସାବଧାନ୍ ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ୍। ୪ ବର୍ଷରେ ଜବତ ହେଲାଣି ୧୬୮ ନକଲି ଔଷଧ। ୩୮୮ ନିମ୍ନମାନର ମେଡିସିନ ମଧ୍ୟ ଜବତ ହୋଇଛି। ବିଧାନସଭାରୁ ଏଭଳି ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଛି। ବଜାରରୁ ୪ ବର୍ଷରେ ମୋଟ ଅଢେଇ କୋଟିର…

ବଦଳିଲା ରାଜ ଭବନ ନାଁ

Posted on December 2, 2025

ଓଡ଼ିଶାର ରାଜ ଭବନର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଭୁବନେଶ୍ୱର ଓ ପୁରୀସ୍ଥିତ ରାଜ ଭବନକୁ ‘ଲୋକ ଭବନ’ ଭାବରେ ନାମିତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିଷ୍ପତ୍ତି ଆଧାରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ସୋମବାରଠାରୁ ଏହା ସରକାରୀ ଭାବେ…

କଲେଜ୍ ଯିବା ବେଳେ ଚଢିଗଲା ହାଇୱା, ଜଣେ ମୃତ

Posted on December 2, 2025

କଲେଜ୍ ଯିବା ବେଳେ ଚଢିଗଲା ହାଇୱା। ଜଣେ ଛାତ୍ର ମୃତ ଅନ୍ୟ ୨ ଜଣ ଗୁରୁତର। ଜେନାପୁର ଥାନା ରମ୍ପେଇ ବଜାର ନିକଟସ୍ଥ କୁରକଣା ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା…

ମହିଳା କନଷ୍ଟେବଳ ହତ୍ୟା ମାମଲା, ଦାଖଲ ହେଲା ୭୦୦ ପୃଷ୍ଠାର ଚାର୍ଜସିଟ୍‌

Posted on December 2, 2025

ବହୁଚର୍ଚ୍ଚିତ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲାରେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ପ୍ରକ୍ରିୟା ପ୍ରାୟତଃ ସରିଛି । ଅଦାଲତରେ ପ୍ରାୟ ୭୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌କୁ ପୁଲିସ ଦାଖଲ କରିଛି । ଏଥିରେ ଅଭିଯୁକ୍ତ ସ୍ୱାମୀ ଦୀପକ ରାଉତଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି…

ହାର୍ଡୱେର ଷ୍ଟୋର ତାଲା ଭାଙ୍ଗି ଲୁଟ୍

Posted on December 2, 2025

ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣାରେ ମାତିଛନ୍ତି ଲୁଟେରା ଦଳ| ଲୁଟ ପାଟ କରି ଲୋକଙ୍କ ଆଖିରୁ ନିଦ ହଜେଇ ଦେଇଛନ୍ତି | ପୁଲିସ କାର୍ଯ୍ୟାନୁଷ୍ଠାନ କୋହଳ ଚୋରଙ୍କ ପାଇଁ ବରଦାନ ପାଲଟିଛି | ସାଧାରଣ ଜନତା ଅସୁରକ୍ଷିତ ଅବସ୍ଥାରେ ଜୀବନଯାପାନ କରୁଛନ୍ତି | ସୁନା ଅଳଙ୍କାର,…

ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁଲିସ ଛାନ୍‌ଭିନ୍

Posted on December 2, 2025

ଇନ୍‌ଫୋସିଟି ଥାନା ଅଧୀନ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ସେ ହେଲେ, ରାହୁଲ ଯାଦବ । ଘର ଛତିଶଗଡ଼ ରାୟପୁର ସହରରେ । ସେ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷ ଛାତ୍ର ଥିଲେ । କ୍ୟାମ୍ପସ ୧୦ର ହଷ୍ଟେଲ…

ହଷ୍ଟେଲରେ ରାତ୍ରୀ ଭୋଜନ ଖାଇ ୩୫ ଛାତ୍ରଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

Posted on December 2, 2025

ହଷ୍ଟେଲରେ ରାତ୍ରୀ ଭୋଜନ ଖାଇ ୩୫ ଛାତ୍ରଛାତ୍ରୀ ଅସୁସ୍ଥ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ଶିରିବେଡ଼ା ସ୍ଥିତ ପିଏମଶ୍ରୀ ସ୍କୁଲରେ ଅଘଟଣ। ୩୫ ଅନ୍ତେବାସୀ ବୈପାରୀଗୁଡ଼ା ମେଡିକାଲରେ ଭର୍ତ୍ତି। ଅନୁଧ୍ୟାନ ପାଇଁ ହଷ୍ଟେଲରେ ମିଳିତ ଡାକ୍ତରୀ ଟିମ୍। ବୈପାରୀଗୁଡ଼ା ରାମଗିରି ମେଡିକାଲ ଟିମ୍‌ର ଅନୁଧ୍ୟାନ।…

Posts pagination

1 2 Next

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov   Jan »

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme