ବାରିପଦା ଦାମୋଦରପୁରଠାରେ ଦୁର୍ଘଟଣା । ପାଲବଣୀରୁ ଦାମୋଦରପୁର ପର୍ଯ୍ୟନ୍ତ ଲମ୍ବି ଥିବା ଓଭର ବ୍ରିଜ୍ର ଦାମୋଦରପୁର ନିକଟରେ ଏକ ଟ୍ରଲର ଭୋରରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି l ଦୁର୍ଘଟଣା ଯୋଗୁଁ ଟ୍ରଲରଟିରେ ବୋଝେଇ ହୋଇ ଯାଉଥିବା…
Month: November 2025
ରେଳ ଲାଇନ୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ଭଦ୍ରକ ଜିଲ୍ଲା ଧାମରା ରେଳ ଲାଇନ୍ରେ ଜଣେ ଯୁବକଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି । ମୃତକ ସ୍ଥାନୀୟ ମାଣିପୁର ଗାଁର ଚଗଲା ଦାସଙ୍କ ପୁଅ ହାଉଁ ଦାସ ବୋଲି ଜଣାପଡ଼ିଛି । ଏନେଇ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି । ସୂଚନା…
ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବ
ରାଜ୍ୟରେ ଥଣ୍ଡା ଆହୁରି ବଢ଼ିବ । ଶନିବାର ଓ ରବିବାର ରାତି ତାପମାତ୍ରା ପ୍ରାୟ ୩ରୁ ୫ ଡିଗ୍ରୀ ଖସିବ । ରାଉରକେଲା, ତୁରୁମୁଙ୍ଗା, ବାଲିଗୁଡ଼ା ଓ ଗଜାପୁର ଭଳି ସ୍ଥାନରେ ପାରଦ ୧୨ ଡିଗ୍ରୀକୁ ଖସିପାରେ । ସମ୍ବଲପୁର, ଭବାନୀପାଟଣା, ଝାରସୁଗୁଡ଼ା ଓ …
ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ, ୨୨ ନଭେମ୍ବର ପର୍ଯ୍ୟନ୍ତ ଚାଲିବ
ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ । ୨୦୨୬ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ସ୍କୁଲର ପ୍ରଧାନଶିକ୍ଷକଙ୍କ ଜରିଆରେ ଅନଲାଇନରେ ଫର୍ମପୂରଣ କରିବେ ଛାତ୍ରଛାତ୍ରୀ । ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ କରିବେ ଛାତ୍ରଛାତ୍ରୀ…
କେନାଲକୁ ଖସିଲା ଓଲିଉଡ୍ ଅଭିନେତା ଅଶ୍ରୁମୋଚନଙ୍କ ଗାଡ଼ି
ଓଲିଉଡ୍ ଅଭିନେତା ଅଶ୍ରୁମୋଚନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବାରଙ୍ଗ ଥାନା ଅଧୀନସ୍ଥ କଳାଝରୀ ସାଇଫନ ନିକଟରେ ଏହି ଘଟଣା ଘଟିଛି । ସୁଟିଂ ସାରି ଗାଡ଼ିରେ ଫେରୁଥିବା ବେଳେ ସାମ୍ନାକୁ ହଠାତ୍ ଏକ କୁକୁର ପଳାଇ ଆସିବାରୁ ଗାଡ଼ିର…
OSRTC ବସ ସହିତ ଟ୍ରକ ମୁହାଁ ମୁହିଁ ଧକ୍କା, ୪ ଜଣ ବସ ଯାତ୍ରୀ ଗୁରୁତର।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର ଦୋମୁହାଁଣି ଗାଁ ଛକ ନିକଟରେ OSRTC ବସକୁ ଧକ୍କା ଦେଇଛି ଆଇରନ ବୋଝେଇ ଟ୍ରକ। ତେବେ ଦୁର୍ଘଟଣାରେ ୪ ଜଣ ବସ ଯାତ୍ରୀ ଆହାତ ହୋଇଥିବା ସୂଚନା ମିଳିଛି। ଆହାତ ମାନେ ଭୁବନେଶ୍ୱରର…
୧୪ ତାରିଖରେ ଅନ୍ୟଟି ୧୯ ତାରିଖରେ ହେବ ଲଘୁଚାପ
ଆସୁଛି ଡବଲ୍ ଲଘୁଚାପ । ଗୋଟିଏ ଲୋପ୍ରେସର ୧୪ ତାରିଖରେ ଅନ୍ୟଟି ୧୯ ତାରିଖରେ ହେବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ମୋନ୍ଥା ପ୍ରଭାବରେ ବର୍ତ୍ତମାନ ପୂର୍ବକେନ୍ଦ୍ରୀୟ ଏବଂ ତତସଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ…
ବଳଭଦ୍ର କୋଇଲାଖଣି ପାଇଁ ପରିବେଶ ଜନଶୁଣାଣୀ ।ବିସ୍ଥାପିତ ହେବେ ପାଞ୍ଚଖଣ୍ଡ ଗାଁର ଗ୍ରାମବାସୀ ।
ତାଳଚେର କୁମୁଣ୍ଡା ଠାରେ ନୂତନଭାବେ ଏମ.ସି.ଏଲ ଦ୍ବାରା ବଳଭଦ୍ର କୋଇଲାଖଣି ପାଇଁ ଏକ ପରିବେଶ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ଼ର ଜିଲ୍ଲା ଅଡିକାରୀ ଓ ଜିଲ୍ଲା ପ୍ରଶାସନ ଅଧ୍ୟକ୍ଷତା କରିଥିଲେ । ବଳଭଦ୍ର କୋଇଲାଖଣି ସମୁଦାୟ 514.48…
ଶିଶୁପୁତ୍ର ଜନ୍ମ ଦେଲେ କ୍ୟାଟ୍ରିନା
ଚାରି ବର୍ଷର ବିବାହ ପରେ ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ମା’ବାପା ହୋଇଛନ୍ତି। ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। କାଟ୍ରିନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କାଟ୍ରିନା ଏବଂ ଭିକି ସୋସିଆଲ ମିଡିଆରେ ଏକ…
ମାଂସ କାଟୁଥିବା ବେଳେ ମାଡ଼ିବସିଲା ବନବିଭାଗ, କଟା ମାଂସ ସହ ୨ ଗିରଫ
ଛାଡ଼ଖାଇ ପାଇଁ ବାର୍ହାଶିକାର କରି ମାଂସ କାଟୁଥିବା ବେଳେ ମାଡ଼ିବସିଲା ବନବିଭାଗ। କଟା ମାଂସ, ଅସ୍ତ୍ରଶସ୍ତ୍ର ସହ ୨ ଜଣଙ୍କୁ ଗିରଫ କଲା ବନବିଭାଗ। ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ମଧପୁର ରେଞ୍ଜ ଅନ୍ତର୍ଗତ ରାଣୀଗଞ୍ଜ ନିକଟସ୍ଥ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିକଟରେ ଗୁରୁବାର ସନ୍ଧ୍ୟା…
