ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ନିକଟରେ ଏକ ଘରୋଇ ମେସରେ ଜଣେ କଲେଜ ଛାତ୍ରଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି | ମୃତ ଛାତ୍ର ହେଲେ ଜଗତସିଂହପୁର ଥାନା ଉଗାଳପୁର ଅଞ୍ଚଳର ଓମ୍ ପ୍ରକାଶ ଆଚାର୍ଯ୍ୟ | ସେ ଏସଭିଏମ୍ ସ୍ବୟୃଶାସିତ କଲେଜରେ ଯୁକ୍ତ…
Month: November 2025
ଟ୍ରଲର ଧକ୍କାରେ ଯୁବକଙ୍କ ମୃତ୍ୟୁ
ପରୀକ୍ଷା ଦେବାକୁ ଯାଉଥିଲେ ଯୁବକ। ବାଟରେ ଛକି ବସିଥିଲା ଯମ। ଟ୍ରେଲର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୫୩ ନମ୍ବର ଜାତୀୟ ରାଜପଥର ପାଖର ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଧର୍ମଶାଳା ପୁଲିସ ପହଞ୍ଚି ଶବ…
ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ହମ୍ଲା, ୫୮୦ ଡ୍ରୋନ୍, ୪୦ଟି ମିସାଇଲ ସହ ୨୦ରୁ ଅଧିକ ବ୍ଲାଷ୍ଟ
ୟୁକ୍ରେନ୍ ଉପରେ ରୁଷ୍ ପ୍ରଚଣ୍ଡ ଆକ୍ରମଣ କରିଛି । ଏଥିରେ ଅନେକ ଆବାସିକ ଅଞ୍ଚଳ ଧ୍ୱଂସସ୍ତୁପ ହୋଇଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି କହିଛନ୍ତି ଯେ, ରାତିସାରା ରୁଷ ମିସାଇଲ ମାଡ଼ କରିଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।…
ଏପ୍ରିଲରୁ ସେପ୍ଟେମ୍ବର ପ୍ରଥମ ପର୍ଯ୍ୟାୟ ଜନଗଣନା, ୩୪ଟି ପ୍ରଶ୍ନ କରିବେ ଜନଗଣନା ଅଧିକାର
୨୦୨୭ ଜାତୀୟ ଜନ ଗଣନା ପାଇଁ ୨୦୨୬ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ । ଯାହା ସେପ୍ଟେମ୍ବର ମଧ୍ୟରେ ସରିବ । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ଗୃହ ତାଲିକା ଓ ଗୃହ ଗଣନା କରାଯିବ । ଏହି ସମୟରେ ଜନଗଣନା…
ଜାନୁଆରୀ ୨୩ରୁ ଖଣ୍ଡଗିରି ମହାକୁମ୍ଭମେଳା: ସାଧୁସନ୍ଥଙ୍କ ଲାଗିବ ଗହଳି
ସାଧୁସନ୍ଥଙ୍କର ଲାଗିବ ଗହଳି । ହୋମ ଯଜ୍ଞରେ କମ୍ପିବ ଖଣ୍ଡମଣ୍ଡଳ । ଦୂରଦୂରାନ୍ତରରୁ ବେପାରୀ ଆସି ଖୋଲିବେ ଷ୍ଟଲ । ୨୦୨୬ ଜାନୁଆରୀ ୨୩ରେ ଆରମ୍ଭ ହେବ ଖଣ୍ଡଗିରିର ମହାକୁମ୍ଭମେଳା । ଯାହା ଫେବ୍ରୁଆରୀ ପହିଲାଯାଏ ଚାଲିବ । ଏହି ଉପଲକ୍ଷେ ପ୍ରକାଶ ପାଇବ…
ଆମେରିକାରୁ ଏଲ୍ପିଜି ଆମଦାନୀ କରିବ ଭାରତ
ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ଭାରତ ବୁଝାମଣା ଚଳାଇଥିବାବେଳେ ଭାରତୀୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଆସନ୍ତାବର୍ଷରୁ ସେଠାରୁ ବାର୍ଷିକ ୨.୨ ନିୟୁତ ଟନ୍ (ଏମ୍ଟିପିଏ) ତରଳୀକୃତ ପେଟ୍ରୋଲିୟମ୍ ଗ୍ୟାସ୍ (ଏଲ୍ପିଜି) ଆମଦାନୀ କରିବାକୁ ଯାଉଛନ୍ତି। ଏଥିପାଇଁ ଏକବର୍ଷିଆ ଚୁକ୍ତି ସ୍ବାକ୍ଷରିତ ହୋଇଥିବା…
ଡିସେମ୍ବର ପହିଲାରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ
ରାଜ୍ୟ ପୋଲିସ ନିଜର କର୍ତ୍ତବ୍ୟ ଠିକଣା ଭାବେ ସମ୍ପାଦନା କରିପାରୁ ନ ଥିବାରୁ ଅପରାଧ ବଢୁଛି। ଏହି ପରିପ୍ରେକ୍ଷୀରେ ଯଦି ସରକାର ପୋଲିସକୁ ମୋଟର ଯାନ ଯାଞ୍ଚ ଦାୟିତ୍ୱ ପ୍ରଦାନ କରନ୍ତି ତେବେ ବସ୍ ଓ ମୋଟର ଯାନ ମାଲିକମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ…
ଡକାୟତଙ୍କ ବନ୍ଧୁକ ମାଡ଼ରେ ମହିଳା ଗୁରୁତର
ଭଦ୍ରକ ଜିଲ୍ଲା ନାୟାକାଣିଡିହି ଥାନା ଲକ୍ଷ୍ମୀଦାସ ପୁର ସ୍ଥିତ ପାଳ ସାହିରେ ଗତକାଲି ରାତିରେ ସଶସ୍ତ୍ର ଡକାୟତି ଯୋଜନା ପଣ୍ଡ ହୋଇଛି। ହେଲେ ପ୍ରଫୁଲ୍ଲ ଲେଙ୍କାଙ୍କ ଘରେ ପଶି ଲୁଟ କରୁଥିବା ବେଳେ ସ୍ତ୍ରୀ କାମିନୀ ବିରୋଧ କରିବାରୁ ଡକାୟତମାନଙ୍କ ବନ୍ଧୁକ ମାଡ଼ରେ ମୁଣ୍ଡରେ…
ରାଜଧାନୀରେ ସବୁଠାରୁ ବଡ଼ ଉଛେଦ, ମାଟିରେ ମିଶିବ ସାଲିଆ ସାହି
ଆଜି ରାଜଧାନୀରେ ସବୁଠାରୁ ବଡ଼ ଉଛେଦ। ମାଟିରେ ମିଶିବ ସାଲିଆ ସାହି। ବିଏମସି ପକ୍ଷରୁ ଉଛେଦ କରାଯିବ ସାଲିଆ ସାହିର କିଛି ଅଞ୍ଚଳ। ବାମ ସମାନ୍ତରାଳ ରାସ୍ତା ନିର୍ମାଣ ପାଇଁ ଏହି ଉଛେଦ କରାଯିବ। ଆଜି ପ୍ରାୟ ୫୨୧ଟି ଘରକୁ ଭାଙ୍ଗିବାକୁ ଟାର୍ଗେଟ କରାଯାଇଛି।…
ସ୍ବରର ଯାଦୁଗର ହ୍ୟୁମାନ ସାଗରଙ୍କ ପରଲୋକ, ଓଡ଼ିଶାର ସଙ୍ଗୀତଜଗତ ରେ ଶୋକାକୁଳ
ଓଡ଼ିଆ ସଙ୍ଗୀତଜଗତ ପାଇଁ ଦୁଃଖଦ ଖବର—ପ୍ରସିଦ୍ଧ ଗାୟକ ଓ ସ୍ବରର ଯାଦୁଗର ହ୍ୟୁମାନ ସାଗର ପରଲୋକରେ। ସୋମବାର ରାତିରେ ଭୁବନେଶ୍ୱର ଏମ୍ସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗତ ଛ ମାସ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା ଓ ଡାଇଲେସିସ…
