ଦୁବାଇରେ ଚାଲୁଥିବା ଏୟାର ସୋ’ରେ ଶୁକ୍ରବାର ଏକ ହୃଦୟବିଦାରକ ଘଟଣା ଘଟିଛି । ପ୍ରଦର୍ଶନୀ ସମୟରେ ଭାରତୀୟ ବାୟୁସେନାର ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ପାଇଲଟଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ସୋସିଆଲ୍ ମିଡିଆରେ ଭାଇରାଲ୍…
Month: November 2025
୬୯ ଲକ୍ଷ ହଡପ, ପୂର୍ବତନ କିରାଣି ଗିରଫ ।
୬୯ ଲକ୍ଷ ହଡପ, ପୂର୍ବତନ କିରାଣି ଗିରଫ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଟ୍ରେଜେରୀ ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ । ଟ୍ରେଜେରୀର ୬୮ଲକ୍ଷ ୮୫ ହଜାର ୪୯୭ ଟଙ୍କା ହଡ଼ପ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ । ମନୋରଞ୍ଜନ ସାହୁ…
ଧାନ କ୍ଷେତ ଜଗିବା ସମୟରେ ଯୁବକଙ୍କୁ ଦଳିଦେଲା ଦନ୍ତା
ଯୁବକଙ୍କୁ ଦଳିଦେଲା ଦନ୍ତା ହାତୀ । ଧାନ କ୍ଷେତ ଜଗିବା ସମୟରେ ଦଳିଦେଲା ଦନ୍ତା । ସମ୍ବଲପୁର ଜିଲ୍ଲା ସାପଡ଼ଗର ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଯୁଯୁମୁରା ବ୍ଲକ୍ ସାପଡ଼ଗର ଗାଁର ଇସ୍ରାଏଲ ଲୁଗୁନ…
ବାପା ଓ ମା’ଙ୍କୁ ଛୁରି ଭୁସି ହତ୍ୟା
ଦରଘାବଜାର ଜେଲ୍ କଲୋନିରେ ଆଜି ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ବାପା ଓ ସାବତ ମା’ଙ୍କୁ ଛୁରି ଭୁସି ହତ୍ୟା କରିଛି ପୁଅ। ଏହି ଘଟଣାରେ ହତ୍ୟାକାରୀ ପୁଅ ମଧ୍ୟ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ପୁଲିସ ଶବ ଉଦ୍ଧାର…
ହାଇୱାକୁ ପିଟିଲା ଆମ୍ବୁଲାନ୍ସ,, ଜଣେ ମୃତ
୫୫ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଆଜି ଭୋର ପ୍ରାୟ ୫ଟାରେ ରାସ୍ତା ପାର୍ଶ୍ବରେ ଛିଡ଼ା ଥିବା ହାଇୱାର ପଛ ପଟେ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୨ ଜଣ ଗୁରୁତର…
ଗଛକୁ ପିଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ
ଗଛକୁ ପିଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ । ୨ ଆହାତ ମେଡିକାଲରେ ଭର୍ତ୍ତି । ଢେଙ୍କାନାଳ – କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ କନକ ଦୁର୍ଗା ମନ୍ଦିର ପାଖରେ ଏକ ନାଇଟ୍ କୋଚ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭୋର ୪ଟା…
୨୪ରେ ଅବପାତ, ସମ୍ଭାବ୍ୟ ବାତ୍ୟା ଭୀଷଣ ହେବା ନେଇ ଆଶଙ୍କା
ମାଲେସିଆ ପାଖ ମାଲାକ୍କା ସମୁଦ୍ର ସନ୍ଧି (ଷ୍ଟ୍ରେଟ୍ ଅଫ୍ ମାଲାକ୍କା) ନିକଟରେ ଘୂର୍ଣ୍ଣିବଳୟ ରହିଛି । ଶନିବାର ଏହା ଲଘୁଚାପ ରୂପ ନେଇପାରେ । ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ଅବପାତରେ ପରିଣତ ହେବା ସମ୍ଭାବନା ଅଛି । ତା’ପରେ ଆହୁରି ଘନୀଭୂତ…
ତାଳଚେର ସେଣ୍ଟ୍ରାଲ ୱାର୍କସପ ଠାରେ ଥିବା ଜଗନ୍ନାଥ ମନ୍ଦିର ଠାରେ ଦେବ ଦୀପାବଳୀ ଉଛବ ପାଳିତ
ତାଳଚେର ସାଉଥ ବଲଣ୍ଡା ସେଣ୍ଟ୍ରାଲ ୱାର୍କସପ ଠାରେ ଥିବା ଜଗନ୍ନାଥ ମନ୍ଦିର ଠାରେ ଦେବ ଦୀପାବଳୀ ଉଛବ ପାଳିତ ହୋଇଯାଇଛି । ତିନିଦିନ ଧରି ପାଳିତ ହେଉଥିବା ଏହି ଉଛବରେ ମହାପ୍ରଭୁ ମାନବୀୟ ନୀଳା କରୁଥିବା ବିଶ୍ୱାସ ରହିଛି । ଏହିଦେଵ ଦୀପାବଳୀରେ ମହାପ୍ରଭୁ…
ଭିଜିଲାନ୍ସ ଯିବାକୁ ଅରାଜି ଅଫିସର୍
ସବ୍ଇନ୍ସପେକ୍ଟର୍ରୁ ଇନ୍ସପେକ୍ଟର ପାହ୍ୟାକୁ ଦେଢ଼ ମାସ ତଳୁ ପଦୋନ୍ନତି ପାଇଥିଲେ ସୁଦ୍ଧା ଥାନା, ଫାଣ୍ଡିରେ ସବ୍ଇନ୍ସପେକ୍ଟର ଭାବେ କାମ କରୁଥିବା ୪୨୬ ଇନ୍ସପେକ୍ଟର୍ ଏବେ ଆଶ୍ୱସ୍ତ ହୋଇଛନ୍ତି । ନୂଆ କରି ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ସହ ଆଉ ୪୯ ଜଣଙ୍କୁ ମିଶାଇ ମୋଟ…
ଶରୀର ପାଇଁ ଉପକାରୀ ଗୁଜୁରାତି
ଗୁଜୁରାତିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହା ପାଚନ କ୍ରିୟାକୁ କେତେକାଂଶରେ ସକ୍ରିୟ କରିଥାଏ। ତା’ସହ ଶରୀରରେ ଥିବା ଏନ୍ଜାଇମ୍ ତତ୍ତ୍ୱକୁ ମଧ୍ୟ ଦୃଢ଼ କରେ। ଶ୍ୱାସକ୍ରିୟାକୁ ସତେଜ ରଖେ ଗୁଜୁରାତି। ଏହାକୁ ଖାଇଲେ ପାଟିରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ।…
