Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳଚେର ସେଣ୍ଟ୍ରାଲ ୱାର୍କସପ ଠାରେ ଥିବା ଜଗନ୍ନାଥ ମନ୍ଦିର ଠାରେ ଦେବ ଦୀପାବଳୀ ଉଛବ ପାଳିତ

Posted on November 21, 2025

ତାଳଚେର ସାଉଥ ବଲଣ୍ଡା ସେଣ୍ଟ୍ରାଲ ୱାର୍କସପ ଠାରେ ଥିବା ଜଗନ୍ନାଥ ମନ୍ଦିର ଠାରେ ଦେବ ଦୀପାବଳୀ ଉଛବ ପାଳିତ ହୋଇଯାଇଛି । ତିନିଦିନ ଧରି ପାଳିତ ହେଉଥିବା ଏହି ଉଛବରେ ମହାପ୍ରଭୁ ମାନବୀୟ ନୀଳା କରୁଥିବା ବିଶ୍ୱାସ ରହିଛି । ଏହିଦେଵ ଦୀପାବଳୀରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କୁ ପିଣ୍ଡଦାନ କାରିବାସହ ପିତୃପୁରୁଷଙ୍କୁ ସର୍ବଦା ମାନେରଖିବା ଉଚିତ । ଏହି ତିନି ଦିନରେ ମହାପ୍ରଭୁ ସତ୍ୟ ଦ୍ୱାପର ଓ କଳି ଯୁଗରେ ପିତା ମାତା ହୋଇଥିବା ପୁଣ୍ୟ ଆତ୍ମାକୁ ପ୍ରଭୁ ଜଗନ୍ନାଥ ପିଣ୍ଡଦାନ କରିଛନ୍ତି । ତେବେ ମନ୍ଦିରରେ ଏହି ଦେବ ଦୀପାବଳୀ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବାସହ ମନ୍ଦିର ପ୍ରାଙ୍ଗଣରେ ପନ୍ଦର ହଜାର ଦୀପଦାନର ବ୍ୟବସ୍ଥା ହୋଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme