Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: October 28, 2025

ବାତ୍ୟା ‘ମୋନ୍ଥା’ ମଧ୍ୟରେ ତାଳଚେର ଏମସିଏଲ ପକ୍ଷରୁ ବର୍ଷା ସତ୍ତ୍ୱେ ବିସ୍ଥାପନ ଜାରି

Posted on October 28, 2025

ରାଜ୍ୟରେ ବାତ୍ୟା ମୋନ୍ଥାର ପ୍ରଭାବରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସରକାର ସ୍ଥାନାନ୍ତର କରୁଥିବା ବେଳେ ତାଳଚେର ଏମସିଏଲ ପକ୍ଷରୁ ବର୍ଷା ସତ୍ତ୍ୱେ ଲୋକଙ୍କୁ ବିସ୍ଥାପିତ କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏମସିଏଲ ର ଏଭଳି ହୀନ ଚକ୍ରାନ୍ତକୁ ଦୃଢ଼ ନିନ୍ଦା କରିଛନ୍ତି ବିଧାୟକ…

ଏକର ଏକର ଧାନ ଚାଷ ଉଜାଡି ଦେଲେ ଜଙ୍ଗଲୀ ବାରହା।

Posted on October 28, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଙ୍ଗେଇଲ ଗାଁରେ ଜଙ୍ଗଲୀ ବାରହା ଉପଦ୍ରବ ଯୋଗୁଁ ଏବେ ଚିନ୍ତାରେ ଚାଷୀ। ଏକର ଏକର ପରିମିତ ଧାନ ଫସଲକୁ ନଷ୍ଟ କରିଛନ୍ତି ବାରହା। ଫଳରେ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ। ଧାର କରଜ କରି ନିଜ ଚାଷ ଜମିରେ…

ବାତ୍ୟା ‘ମୋନ୍ଥା’ର ପ୍ରଭାବ: ବିମାନ ଓ ଟ୍ରେନ ସେବା ବାତିଲ

Posted on October 28, 2025

ବାତ୍ୟା ମୋନ୍ଥା ଯୋଗୁଁ ବିଶାଖାପାଟନମ ଓ ବିଜୟୱାଡା ବିମାନବନ୍ଦରରେ ବିମାନ ସେବା ବାତିଲ ହୋଇଛି। ବିଶାଖାପାଟନମ ବିମାନବନ୍ଦରରୁ ପ୍ରାୟ ୩୨ଟି ଉଡାଣ ରଦ୍ଦ ହୋଇଥିବାବେଳେ, ବିଜୟୱାଡାରୁ ୧୬ ଓ ତିରୁପତିରୁ ୪ ଉଡାଣ ବାତିଲ କରାଯାଇଛି। ନିର୍ଦ୍ଦେଶକମାନଙ୍କ କହିବା ଅନୁସାରେ, ବାତ୍ୟା ସତର୍କତା ଓ…

ଅଦାରୁ ମିଳିବ ଏହି ସବୁ ଫାଇଦା…

Posted on October 28, 2025

ଅଦାରେ ଅନେକ ଔଷଧୀୟ ଗୁଣ ରହିଛି ।  ଅଦା ଗଣ୍ଠି ବିନ୍ଧା ଏବଂ ଆଲର୍ଜି ଭଳି ରୋଗକୁ ନିୟନ୍ତ୍ରଣ କରିବାରେ ପ୍ରଭାବଶାଳୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅଦା ଖାଇଲେ ଆଉ କେଉଁ ସ୍ୱାସ୍ଥ୍ୟ ଲାଭ ରହିଛି ? ବିଶେଷଜ୍ଞଙ୍କ ମତରେ ଅଦା…

ଭୀଷଣ ରୂପ ନେଇ ମାଡି ଆସୁଛି ବାତ୍ୟା ମୋନ୍‌ଥା, ରାସ୍ତାରେ ଉପୁଡ଼ିଲା ଗଛ, ଭାଙ୍ଗିଲା ଘର

Posted on October 28, 2025

ଭୀଷଣ ରୂପ ନେଇ ମାଡି ଆସୁଛି ବାତ୍ୟା ମୋନ୍‌ଥା। ଯାହାର ପ୍ରଭାବ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଦେଖିବାକୁ ମିଳିଛି। ଗତକାଲି ଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି । ବର୍ଷା ଓ ପବନ…

ଚନ୍ଦୌଲିରେ ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ

Posted on October 28, 2025

ଉତ୍ତର ପ୍ରଦେଶର ଚନ୍ଦୌଲି ଜିଲ୍ଲାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣ ମୃତ୍ୟୁବରଣ କରିଛନ୍ତି । ଛଟ୍ ପୂଜା ଅବସରରେ ପରିବାରର ଖୁସି ମୁହୂର୍ତ୍ତ ମାତ୍ରେ ଶୋକରେ ପରିଣତ ହୋଇଗଲା । ମଙ୍ଗଳବାର ଦିନ…

ଆମାଜନରେ ବଡ଼ ଛଟେଇ, ୩୦ ହଜାର କର୍ମଚାରୀ ହେବେ ପ୍ରଭାବିତ

Posted on October 28, 2025

ବିଶ୍ୱର ସର୍ବବୃହତ୍ ଇ-କମର୍ସ କମ୍ପାନୀ ଆମାଜନ ଆଉ ଥରେ ବଡ଼ ପରିମାଣରେ କର୍ମଚାରୀ ଛଟେଇ କରିବାକୁ ଯାଉଛି। ଏଥିରେ ପ୍ରାୟ ୩୦ ହଜାର କର୍ପୋରେଟ୍ କର୍ମଚାରୀ ପ୍ରଭାବିତ ହେବେ। ଖର୍ଚ୍ଚ ହ୍ରାସ ଓ ଭବିଷ୍ୟତ ରଣନୀତି ଗଠନ ପାଇଁ ଏହି ପଦକ୍ଷେପ ନିଆଯାଇଛି। କୋଭିଡ-୧୯…

ଚଳନ୍ତା ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ୨ ମୃତ, ୧୨ ଆହତ

Posted on October 28, 2025

ମନୋହରପୁର ଥାନା ଅଞ୍ଚଳରେ ଶ୍ରମିକ ଭର୍ତ୍ତି ବସ୍ ହାଇଟେସନ୍ ଲାଇନ୍ ସଂସ୍ପର୍ଶରେ ଆସିବା ପରେ ଭୟଙ୍କର ଦୁର୍ଘଟଣା ଘଟିଛି। ବିଦ୍ୟୁତ୍ ଆଘାତରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଓ ୧୨ ଜଣ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ବସ୍‌ଟି ଉତ୍ତରପ୍ରଦେଶରୁ ମନୋହରପୁରର ଟୋଡି ସ୍ଥିତ ଇଟା…

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ମହଲା କୋଠା

Posted on October 28, 2025

ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୁଇ ମହଲା କୋଠା ।  କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ପ୍ରାୟ ୧୬ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି । ଚାନ୍ଦବାଲି, ଧାମରା, ତିହିଡି, ଭଦ୍ରକ, ରାଜକନିକାରୁ ୬ଟି…

ବ୍ରାଉନସୁଗର ଜବତ ସହ ୨ ଅଭିଯୁକ୍ତ ଗିରଫ

Posted on October 28, 2025

୩୧୨ ଗ୍ରାମ ବ୍ରାଉନସୁଗର ଜବତ ସହ ୨ ଅଭିଯୁକ୍ତ ଗିରଫ । କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ୨ଟି ସ୍ଥାନରେ ଚଢ଼ାଉ କରି ବ୍ରାଉନସୁଗର ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବରପାଇ ଟାଙ୍ଗୀ ଏବଂ ମଙ୍ଗୁଳି ଛକ ନିକଟରେ ନଜର…

Posts pagination

1 2 3 Next

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

October 2025
M T W T F S S
 12345
6789101112
13141516171819
20212223242526
2728293031  
« Sep   Nov »

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme